ମକର ରାଶି ଓ କନ୍ୟା ରାଶି କିଏ ଅଧିଳ ଲକି ରାଶି ? ଜୀବନରେ ଜଲ୍ଦି କେଉଁ ରାଶି ସଫଳତା ପାଇଥାନ୍ତି ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ 12 ଗୋଟି ରାଶି ମଧ୍ୟରୁ ଏମିତି 2ଟି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ । ସେମାନେ ହେଉଛନ୍ତି ମକର ଓ କନ୍ୟା ରାଶି । ଏହି ଦୁଇ ରାଶି ମଧ୍ୟରୁ ଭାଗ୍ୟଶାଳୀ ରାଶି କିଏ ଓ ଜୀବନରେ କିଏ ଜଲ୍ଦି ସଫଳତା ପାଇଥାନ୍ତି ତାହା ଆମେ ଆଲୋଚନା କରିବା । ପ୍ରଥମେ ଜାଣିବା କନ୍ୟା ରାଶି ବିଷୟରେ । ଏହି ରାଶିର ସ୍ଵାମୀ ଗ୍ରହ ବୁଧ ଗ୍ରହ ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି ।

ଏମାନେ ତୀବ୍ର ଗତିରେ ଚିନ୍ତା କରିବା ଅଭଳି ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜ ହିସାବରେ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଯାହା ନିସ୍ପତି ନିଅନ୍ତି ତାହା ହିଁ କରନ୍ତି । ଏମାନଙ୍କର ବ୍ୟକ୍ତିତ୍ବରେ ଚଞ୍ଚଳତା ରହିଥାଏ । ଗଭୀର ଚିନ୍ତାରେ ବୁଡି ରହିଥାନ୍ତି । ଏମାନଙ୍କର ବ୍ୟବହାର ମେଳାପୀ ହୋଇଥାଏ । ଏମାଙ୍କ ଭଳି ଭଲ ବନ୍ଧୁ ମିଳିବା ଭାଗ୍ୟରେ ଥିଲେ ମିଳିଥାଏ । ଏମାନେ ଛୋଟ ବଡ ଘଟଣା ବିଷୟାରେ ଜାଣିବାକୁ ଇଚ୍ଛା ରଖନ୍ତି ।

ଏମାନେ ଜିଜ୍ଞାସୁ ଓ ତର୍କଶିଳ ହୋଇଥାନ୍ତି । ପ୍ରତେକ କାମକୁ ଶିଖିବାର ଇଚ୍ଛା ପ୍ରବଳ ରହିଥାଏ । କନ୍ୟା ରାଶିର ବ୍ୟକ୍ତି ଭାଷା ଅତି ଉତ୍ତମ ଓ ପ୍ରଭାବଶାଳି ହୋଇଥାଏ । ଏମାନେ କଠିନରୁ କଠିନ ସମୟ ଆସିଲେ ଭୟ କରନ୍ତିନି । ଏମାନେ ନମ୍ର, ମୃଦଭାଷୀ ହୋଇଥାନ୍ତି । ଏପରି କାମ କରିବାକୁ ପସନ୍ଦ କରନ୍ତି ଯାହା ଏମାନଙ୍କ ଜ୍ଞାନ ଓ ବୁଦ୍ଧିକୁ ସ୍ଵତନ୍ତ୍ର କରିଥାଏ । ମାନସିକ କାର୍ଯ୍ୟ ଅଧିକ ଭଲ ଭାବେ କରନ୍ତି ।

ଏମାନେ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ କରିଥାନ୍ତି । ଏମାନେ ଶିକ୍ଷକ ଓ ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ରହିଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ସବୁଜ ଓ ଅଙ୍କ 5 । ଶୁଭ ଦିନ ବୁଧବାର । ଏବେ ଆସନ୍ତୁ ଜାଣିବା ମକର ରାଶି । ଏହି ରାଶିର ସ୍ଵାମୀ ଶନିଦେବ ଅଟନ୍ତି । ରାଶିଚକ୍ରରେ ମକର ରାଶି ସ୍ଥାୟୀ ଓ ଗମ୍ଭୀର ଅଟେ । କଠିନ ପରିଶ୍ରମ କରିବା ଏମାନଙ୍କର ଅଭ୍ଯାସ ହୋଇଥାଏ । ଏମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି ।

ଏମାନେ ଅଳ୍ପ କଥା କହିଥାନ୍ତି । ମାନସିକ ରୂପରେ ଫୁର୍ତ୍ତି ରହିଥାନ୍ତି । ଏମାନଙ୍କର ଏକାଗ୍ରତା ଅଧିକ ରହିଥାଏ । ଏମାନଙ୍କର ଆତ୍ମସମ୍ମାନ ମହତ୍ବପୂର୍ଣ୍ଣ ହୋଇଥାଏ । ନିଜର ପ୍ରତେକ କାମକୁ ଯୋଜନା ବଦ୍ଧକ ଭାବେ କରିଥାନ୍ତି । ମକର ରାଶିର ବ୍ୟକ୍ତି ସ୍ଵଭାବରେ ଉଚ୍ଚଭିଳାଷୀ, ଧାର୍ମିକ ପ୍ରକୃତିର ହୋଇଥାନ୍ତି । ଏମାନେ ବୁଦ୍ଧିମାନ, ଧର୍ଜ୍ୟବନ ହେବାରୁ ମହାନ ବନ୍ଧୁ ହୋଇ ପାରନ୍ତି ।

ଏମାନେ ଗମ୍ଭୀର ସ୍ଵଭାବ କାରଣରୁ ସହଜରେ ବନ୍ଧୁତା କରନ୍ତିନି । ଏମାନେ ସଚ୍ଚୋଟ ମିତ୍ରର ଇଚ୍ଛା ରଖିଥାନ୍ତି । ମକର ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି କହିବା ଅପେକ୍ଷା କାର୍ଯ୍ୟ ରେ ବିଶ୍ଵାସ ରଖନ୍ତୁ । ଏମାନେ ଭାଗ୍ୟ ଓ ଇଶ୍ଵର ଉପରେ ବିଶ୍ଵାସ ରଖିଥାନ୍ତି । ଏମାନେ ପ୍ରକୃତ ଅର୍ଥରେ ମାନବୀୟ ଗୁଣରେ ସ୍ପଷ୍ଟବାଦୀ ହୋଇଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ନୀଳ, ଅଙ୍କ 8, ଦିନ ଶନିବାର । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *