ଭାରତୀୟ ସିନେମାର ଭିଣେଇ ଏବଂ ଶାଳି ର ଏହି ୮ଟି ଯୋଡି ବିଷୟରେ ଆପଣ ଜାଣି ନଥିବେ- ଦେଖନ୍ତୁ ଏହି ଯୋଡିଙ୍କୁ

ଆଜିକା ସମୟରେ ମନୋରଞ୍ଜନ ଆମ ଜୀବନ ବହୁତ ମହତ୍ଵପୂର୍ଣ ଭାଗ ଅଟେ, ଚଳଚିତ୍ର ଦୁନିଆରେ ବଲୀଉଡ ଏକ ସ୍ଵତନ୍ତ୍ର ଜାଗା ଗଢି ଅଛି । ଦର୍ଶକମାନେ ଚଳଚିତ୍ର ରଙ୍ଗ ବେରଙ୍ଗ ଦୁନିଆକୁ ବହୁତ ଭଲ ପାଇ ଥାନ୍ତି, ତେବେ କେତେକ ଲୋକ ସିନେମା ଦୁନିଆ ସହ ହସନ୍ତୀ ଏବଂ କାନ୍ଦନ୍ତି ସେ ନିଜ ଖୁସି ଏବଂ ଦୁଃଖ ସିନେମା ଜଗତ ଦ୍ଵାରା ଅନୁଭବ କରନ୍ତି । ଶାଳି ଭିଣେଇ ସମ୍ପର୍କ ହସ ମଜା ର ହୋଇ ଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କ ରେ ବନ୍ଧା କିଛି ବିଶେଷ ଚଳଚିତ୍ର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ।

– ରାଜ କୁଂଦ୍ରା ଏବଂ ଶମିତା ଶେଟ୍ଟୀ :

ସମସ୍ତେ ଜାଣିଛନ୍ତି ଯେ ଶମିତା ଶେଟ୍ଟୀ ବଲୀଉଡ ଏକଟ୍ରେସ ଶିଲ୍ପା ଶେଟ୍ଟୀଙ୍କ ଭଉଣୀ ଏବଂ ସେହି ସମ୍ପର୍କ ଅନୁସାରେ ରାଜ ତାଙ୍କ ଭିଣେଇ କାହିଁକିନା ରାଜ ଶିଲ୍ପାଙ୍କ ସ୍ଵାମୀ ।

– ଶକ୍ତି କପୂର ଓ ପଦ୍ମିନୀ କୋଲ୍ହାପୁରୀ :

ପଦ୍ମିନୀ କୋଲ୍ହାପୁରୀ ସମ୍ପର୍କ ରେ ଶକ୍ତି କପୁରଙ୍କ ଶାଳି କାହିଁକିନା ଶକ୍ତି କପୁର ପଦ୍ମିନୀ କୋଲ୍ହାପୁରୀଙ୍କ ଭଉଣୀ ଶିବାଙ୍ଗୀ କପୁରଙ୍କୁ ବିବାହ କରିଛନ୍ତି ସେଥିପାଇଁ ଶକ୍ତି ଏବଂ ପଦ୍ମିନୀ ଭିଣେଇ ଶାଳି ଅଟନ୍ତି ।

– ସେଫ ଅଲି ଖାନ ଏବଂ କରିସ୍ମା କପୁର :

କରିସ୍ମା କପୁର କରିନା କପୁରଙ୍କ ବଡ ଭଉଣୀ ଏବଂ ସେଫ ଅଲି ଖାନ କରିନାଙ୍କ ସ୍ଵାମୀ ଅଟନ୍ତି ।  ସେଥିପାଇଁ ସେଫ ଏବଂ କରିସ୍ମା ଶାଳି ଭିଣେଇ ଅଟନ୍ତି ।

– ଅଜୟ ଦେବଗନ ଓ ରାନୀ ମୁଖର୍ଜୀ :

ଅଜୟ ଦେବଗନ ଓ ରାନୀ ମୁଖର୍ଜୀ ଭିଣେଇ ଶାଳି ଅଟନ୍ତି, ଅଜୟ କାଜୋଲଙ୍କ ସ୍ଵାମୀ ଏବଂ ରାନୀ ସମ୍ପର୍କ ରେ କାଜୋଲଙ୍କ କଜନ ଭଉଣୀ ହେବେ ।

– ଅକ୍ଷୟ କୁମାର ଏବଂ ଋଙ୍କି ଖନା :

ଋଙ୍କି ଖନା ଟ୍ଵିଙ୍କଲ ଖନାଙ୍କ ଭଉଣୀ ଏବଂ ଏହି ଗତ ବର୍ଷ ରେ ସେ ନିଜ ୪୦ ବର୍ଥଡେ ପାଳନ କରିଛନ୍ତି, ଅକ୍ଷୟ ଟ୍ଵିଙ୍କଲ ଖନାଙ୍କ ସ୍ଵାମୀ ସେଥିପାଇଁ ଋଙ୍କି ତାଙ୍କ ଶାଳି ଲାଗନ୍ତି ।

– କାଜୋଲ ଓ ଆଦିତ୍ୟ ଚୋପଡା :

କାଜୋଲ ସମ୍ପର୍କ ରେ ଆଦିତ୍ୟ ଚୋପଡାଙ୍କ ଶାଳି ଲାଗନ୍ତି କାହିଁକିନା ଆଦିତ୍ୟ ରାନୀ ମୁଖାର୍ଜୀଙ୍କ ସହ ବିବାହ କରିଛନ୍ତି ଏବଂ ରାନୀ କଜୋଲଙ୍କ କଜନ ଭଉଣୀ ଲାଗନ୍ତି । ସମସ୍ତେ କୁହନ୍ତି ଶାଳି ଭିଣେଇ ସମ୍ପର୍କ ବହୁତ ମଜା ମସ୍ତି ର ହୋଇ ଥାଏ ।

ଏହି ବଲୀଉଡ ଖବର ଆପଣଙ୍କୁ ଯଦି ଭଲ ଲାଗିଥାଏ ତେବେ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *