ମହିଳାଙ୍କୁ କେବଳ ଏହି ଭଳି କଥା ଶୁଣିବା ପସନ୍ଦ ! ଜାଣନ୍ତୁ କଣ

ମହିଳାଙ୍କୁ ବୁଝିବା ବହୁତ କଷ୍ଟକର ବୋଲି ଆପଣ ଶୁଣି ଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ମହିଳାଙ୍କୁ ଚିହ୍ନିବାରେ ସଫଳ ହୋଇ ପାରିବେ ଏବଂ ଆପଣଙ୍କ ପ୍ରେମ ସମ୍ପର୍କ ବା ଦାଂପତ୍ଯ ଜୀବନ ବହୁତ ଭଲ ରେ କଟିବ । ମହିଳାଙ୍କୁ ନିଜ ତାରିଫ ଶୁଣିବା ବହୁତ ଭଲ ଲାଗି ଥାଏ, ଯଦି ଆପଣ କାହାକୁ ନିଜ ଆଡୁକୁ ଆକର୍ଷିତ କରିବା ପାଇଁ ଚାହନ୍ତି ତେବେ ଆପଣ ଝିଅଙ୍କ ତାରିଫ କରିବା ଉଚିତ । ଏହା ଦ୍ଵାରା ଝିଅ ଆପଣଙ୍କ ଆଡକୁ ଆକର୍ଷିତ ହୋଇ ଥାନ୍ତି ।

ଆସନ୍ତୁ ଜାଣିବା :

– ପ୍ରଥମ ଗର୍ଲଫ୍ରେଣ୍ଡ :

ହେଇ ପାରେ ଆପଣଙ୍କ ଜୀବନରେ ବହୁତ ଗୁଡେ ଗର୍ଲଫ୍ରେଣ୍ଡ ଥିଲେ କିନ୍ତୁ ଯଦି ଆପଣ କୌଣସି ମହିଳାକୁ ନିଜ ପ୍ରଥମ ଗର୍ଲଫ୍ରେଣ୍ଡ ବିଷୟରେ କହିବେ ତେବେ ମହିଳାଙ୍କୁ ଏହି କଥା ଭଲ ଲାଗି ଥାଏ, ସେହି ମହିଳା ଆପଣଙ୍କ ବିଷୟରେ ଭଲ ଭାବି ଥାଏ ।

 

– ତମେ ବହୁତ ଭଲ :

ଏହି କଥା ଆପଣ କେଉଁ ମହିଳାଙ୍କୁ କହିବା ଉଚିତ ଅଟେ, ଯଦି ବା ସେ ଆପଣଙ୍କ ସାଙ୍ଗ ତେବେ ମଧ୍ୟ ଆପଣ ତାଙ୍କୁ ଏହି କଥା କୁହନ୍ତୁ ଯେ ତମେ ବହୁତ ଭଲ ତମ ପରି ଦୁନିଆରେ କେହି ନାହିଁ, ଆପଣଙ୍କ କେବଳ ଏତିକି କଥା ଆପଣଙ୍କ ସମ୍ପର୍କ ଆହୁରି ଗଭୀର କରି ଦବ ।

– ତମେ ଗୋଟେ ଭଲ ମାଁ ହବ :

ତେମେ ବହୁତ ଭଲ ମାଁ ହବ ଏହି କଥାରେ କିଛି ସନ୍ଦେହ ନାହିଁ, କେବଳ ଏତିକି କହିଲେ ମହିଳାମାନେ ଭାଉକ ହୋଇ ଯାନ୍ତି, ଯଦି ଆପଣ ତାଙ୍କ ଛୁଆଙ୍କ ବିଷୟରେ ଭଲ କଥା କହିବେ ତେବେ ମଧ୍ୟ ସେ ବହୁତ ପ୍ରଭାବିତ ହୋଇ ଥାନ୍ତି ।

– କଣ ଆପଣ ମତେ ବିବାହ କରିବେ :

ମହିଳା ମାନେ ପୁରୁଷ ଲୋକଙ୍କ ଠାରୁ ଅଧିକ ଭାଉକ ହୋଇ ଥାନ୍ତି ସେଥିପାଇଁ ଆପଣଙ୍କୁ ତାଙ୍କୁ ବିବାହ ପାଇଁ ପଚାରିବା ତାଙ୍କୁ ବହୁତ ଭଲ ଲାଗି ଥାଏ । ଇଏମଆଇ କହି ଆପଣ ମହିଳାଙ୍କ ହୃଦୟରେ ବହୁତ ଭଲ ଏବଂ ସର୍ବଶ୍ରେଷ୍ଠ ହୋଇ ଯାନ୍ତି ।

– ତାଙ୍କ କଥା ଶୁଣିବା :

ସବୁ କାମ ନିଜ ଇଛା ଅନୁଯାଇ କରନ୍ତୁ ନହିଁ, ତାଙ୍କୁ କଥା କୁହନ୍ତୁ ଏବଂ ତାଙ୍କୁ ମଧ୍ୟ ପଚାରନ୍ତୁ ଯେ କଣ କଲେ ଭଲ ରହିବ ଯଦି ବା ଆପଣଙ୍କୁ ତାଙ୍କ ବିଚାର ଠିକ ଲାଗୁ ନାହିଁ ତେବେ ମଧ୍ୟ ତାଙ୍କୁ ଅନ୍ୟ ଉପାୟ ବିଷୟରେ ଜଣାନ୍ତୁ ବଢେ ତାଙ୍କୁ ବି ଆପଣଙ୍କ ଏହି ଉପାୟ ଭଲ ଲାଗିବ । ମହିଳାଙ୍କୁ କଥା କହି ଦେଲେ ସେ ଜୀବନ ସାରା ଆପଣଙ୍କ ସମ୍ମାନ କରିବେ ନଚେତ ସମ୍ପର୍କ ଖରାପ ହବାକୁ ଲାଗିବ ।

Leave a Reply

Your email address will not be published. Required fields are marked *