କେତେକ ଥର ଏମିତି ହୁଏ ଯେ କୌଣସି କାମ କଲା ବେଳେ ମଣିଷ ହାତ ଥଋ ଥାଏ ଏବଂ ବହୁତ ଥର ଏମିତି ମଧ୍ୟ ହୋଇ ଥାଏ ଯେ ହଲ୍କା ଜିନିଷ ଧରିଲେ ମଧ୍ୟ ଲୋକ ହାତ ଥଋ ଥାଏ । ଏମିତି ସମୟରେ ପ୍ରାୟତଃ ଲୋକ ଏହାକୁ ଶରୀର ଦୁର୍ବଳତା ଭାବି ଭୁଲି ଯାଆନ୍ତି, କିନ୍ତୁ ଯଦି ଆପଣଙ୍କ ହାତ ମଧ୍ୟ କିଛି କାମ କଲା ବେଳେ ଥରୁଅଛି ତେବେ ଏହାକୁ ଭୁଲନ୍ତୁ ନାହିଁ । ଆମେ ଆପଣଙ୍କୁ ଏହା ଏଥିପାଇଁ କହୁଅଛୁ କାହିଁକିନା ହାତ ଥରିବା କେବଳ ଦୁର୍ବଳତା ନୁହ ଅନ୍ୟ କାରଣ ମଧ୍ୟ ହୋଇ ପାରେ ।

ତେବେ ଆସନ୍ତୁ ଜାଣିବା ହାତ ଥରିବାର ଅନ୍ୟ କାରଣ :
– ହାତ ଥରିବା ଡାଇବେଟିଜ ଲକ୍ଷଣ ହୋଇ ପାରେ, ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯେତେବେଳେ ଶରୀର ସୁଗର ଲେବଲ କମି ଥାଏ ସେତେବେଳେ ଶରୀର ଭିତରେ ଷ୍ଟ୍ରେସ ବଢି ଥାଏ, ଯାହା ପାଇଁ ଲୋକ ହାତ ଥରିବା ସାମାନ୍ଯ ଅଟେ ।

– ଏହା ଛଡା ବହୁତ ଥର ଲୋକ ନିଜ ଜିଆବ୍ନ୍ରେ ପୋଷ୍ଟିକ ଖାଦ୍ଯ କ୍ଷାନ୍ତି ନାହିଁ ସେଥିପାଇଁ ମଧ୍ୟ ତାଙ୍କ ହାତ ଗୋଡ ଥଋ ଥାଏ ଏହାର ମୁଖ୍ୟ କାରଣ ଆପଣଙ୍କ ଖାଦ୍ଯ ଅଟେ । ଭୋଜନ ସଠିକ ପ୍ରାପ୍ତ ନକଲେ ଲୋକ ଶରୀର ରେ ରକ୍ତ ଅଭାବ ହୋଇ ଥାଏ ଯାହା ପାଇଁ ହାତ ଥରିବା ଆରମ୍ଭ କରେ ସେଥିପାଇଁ ନିଜ ଖାଇବା ପିବା ଉପରେ ଧ୍ୟାନ ରଖିବା ଉଚିତ ଅଟେ ।
– ହାତ ଥରିବା ଅର୍ଥ ଆପଣଙ୍କ ବ୍ଲୋଡ ପ୍ରେସର ଅସାମାନ୍ଯ ଅଛି, ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ବ୍ଲୋଡ ପ୍ରେସର କେବେ ବି ବଢି ପାରେ ଏବଂ କମି ପାରେ ତେବେ ଏହି ସ୍ଥିତି ରେ ଲୋକଙ୍କ ହାତ ଥଋ ଥାଏ ।

– ଶରୀର ଭିତରେ କାର୍ଟିସୋଲ ହାର୍ମୋନ ବଢିଲେ ମଧ୍ୟ ମଣିଷ ଚିନ୍ତା ବହୁତ ବଢି ଥାଏ ଯାହା ଫଳରେ ଲୋକ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ହୋଇ ଯାନ୍ତି ଏବଂ ତାଙ୍କ ହାତ ଥରିବା ଆରମ୍ଭ ହୋଇ ଥାଏ ।
ଯଦି ଆପଣଙ୍କ ହାତ ବେଳେ ବେଳେ ଥରିବା ଛଡା ସବୁ ବେଳେ ଥରୁଛି ତେବେ ଆପଣଙ୍କୁ ତୁରନ୍ତ କୌଣସି ଭଲ ଡକ୍ଟରକୁ ଦେଖେଇବା ଉଚିତ ଅଟେ । ନିଜ ଦେହ ସହ ଖେଳ କଲେ ଏହା ଆପଣଙ୍କ ପାଇଁ ବହୁତ ହାନିକାରକ ହୋଇ ପାରେ ସେଥିପାଇଁ ଚେଷ୍ଟା କରନ୍ତୁ ଆପଣ ନିଜ ଶରୀର ଧ୍ୟାନ ରଖନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।