15+ ସାଧାରଣ ଜ୍ଞାନ ପ୍ରଶ୍ନ । ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି ? ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ନରେନ୍ଦ୍ର ସିଂ ମୋଦୀ ।

2- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଦ୍ରୌପଡୁ ମୁର୍ମୁ ।

3- ବର୍ତ୍ତମାନ ଭାରତର ଉପ ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଜୟଦୀପ ଧନଖର ।

4- ବର୍ତ୍ତମାନ ଭାରତର ଅର୍ଥ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ନିର୍ମଳା ସୀତାରମଣ ।

5- ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ଏସ ଜୟଶଙ୍କର ।

6- ବର୍ତ୍ତମାନ ଭାରତର ରକ୍ଷା ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ରାଜନାଥ ସିଂହ ।

7- ବର୍ତ୍ତମାନ ଭାରତର ଗୃହ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ଅମିତ ସାହା ।

8- ବର୍ତ୍ତମାନ ଭାରତର ଶିକ୍ଷା ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ଧର୍ମେନ୍ଦ୍ର ପ୍ରଧାନ ।

9- ଭାରତର RBI ଗଭର୍ଣ୍ଣର କିଏ ଅଛନ୍ତି ?

ଉତ୍ତର- ଶଶିକାନ୍ତ ଦାସ ।

10- ଭାରତର ଆଟର୍ଣ୍ଣୀ ଜେନେରାଲ କିଏ ଅଛନ୍ତି ?

ଉତ୍ତର- ଆର ଭେଙ୍କଟରମଣୀ ।

11- ଭାରତର ପୁରୁଣା ଗଛର ନାମ କଣ ?

ଉତ୍ତର- ବରଗଛ ।

12- ଜାତୀୟ ପକ୍ଷୀର ନାମ କଣ ?

ଉତ୍ତର- ମୟୂର ।

13- ଭାରତର ସବୁଠୁ ଉଚ୍ଚତମ ବନ୍ଧ ବା ଡ୍ୟାମ କେଉଁଠି ଅଛି ?

ଉତ୍ତର- ତିହିରି ବନ୍ଧ ।

14- ଭାରତର ସବୁଠୁ ଲମ୍ବା ବନ୍ଧା ବା ଡ୍ୟାମ କେଉଁଠି ଅଛି ?

ଉତ୍ତର- ହୀରାକୁଦ ବନ୍ଧ ।

15- ଭାରତର ସବୁଠୁ ପୁରୁଣା ବନ୍ଧ ବା ଡ୍ୟାମ କେଉଁଠି ଅଛି ?

ଉତ୍ତର- କଲାନାଇ ବନ୍ଧ ।

16- ଦୁନିଆର ସବୁଠୁ ଗଭୀରତମ ବନ୍ଧ କେଉଁଠି ଅଛି ?

ଉତ୍ତର- ପାର୍ବର ବନ୍ଧ ।

17- ଭାରତର ସବୁଠାରୁ ଛୋଟ ରାଜ୍ୟ ର ନାମ କଣ ?

ଉତ୍ତର- ଗୋଆ ।

18- ଜନସଂଖ୍ୟା ଦ୍ରୁଷ୍ଟି ରୁ ଭାରତର ସବୁଠାରୁ ଚୋରା ରାଜ୍ୟ କେଉଁଠି ଅଛି ?

ଉତ୍ତର- ସିକିମ ।

19- ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ରାଜସ୍ଥାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *