ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।
ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି ?
ଉତ୍ତର- ନରେନ୍ଦ୍ର ସିଂ ମୋଦୀ ।
2- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?
ଉତ୍ତର- ଦ୍ରୌପଡୁ ମୁର୍ମୁ ।
3- ବର୍ତ୍ତମାନ ଭାରତର ଉପ ରାଷ୍ଟ୍ରପତି କିଏ ଅଛନ୍ତି ?
ଉତ୍ତର- ଜୟଦୀପ ଧନଖର ।
4- ବର୍ତ୍ତମାନ ଭାରତର ଅର୍ଥ ମନ୍ତ୍ରୀ କିଏ ଅଛନ୍ତି ?
ଉତ୍ତର- ନିର୍ମଳା ସୀତାରମଣ ।
5- ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ କିଏ ଅଛନ୍ତି ?
ଉତ୍ତର- ଏସ ଜୟଶଙ୍କର ।
6- ବର୍ତ୍ତମାନ ଭାରତର ରକ୍ଷା ମନ୍ତ୍ରୀ କିଏ ଅଛନ୍ତି ?
ଉତ୍ତର- ରାଜନାଥ ସିଂହ ।
7- ବର୍ତ୍ତମାନ ଭାରତର ଗୃହ ମନ୍ତ୍ରୀ କିଏ ଅଛନ୍ତି ?
ଉତ୍ତର- ଅମିତ ସାହା ।
8- ବର୍ତ୍ତମାନ ଭାରତର ଶିକ୍ଷା ମନ୍ତ୍ରୀ କିଏ ଅଛନ୍ତି ?
ଉତ୍ତର- ଧର୍ମେନ୍ଦ୍ର ପ୍ରଧାନ ।
9- ଭାରତର RBI ଗଭର୍ଣ୍ଣର କିଏ ଅଛନ୍ତି ?
ଉତ୍ତର- ଶଶିକାନ୍ତ ଦାସ ।
10- ଭାରତର ଆଟର୍ଣ୍ଣୀ ଜେନେରାଲ କିଏ ଅଛନ୍ତି ?
ଉତ୍ତର- ଆର ଭେଙ୍କଟରମଣୀ ।
11- ଭାରତର ପୁରୁଣା ଗଛର ନାମ କଣ ?
ଉତ୍ତର- ବରଗଛ ।
12- ଜାତୀୟ ପକ୍ଷୀର ନାମ କଣ ?
ଉତ୍ତର- ମୟୂର ।
13- ଭାରତର ସବୁଠୁ ଉଚ୍ଚତମ ବନ୍ଧ ବା ଡ୍ୟାମ କେଉଁଠି ଅଛି ?
ଉତ୍ତର- ତିହିରି ବନ୍ଧ ।
14- ଭାରତର ସବୁଠୁ ଲମ୍ବା ବନ୍ଧା ବା ଡ୍ୟାମ କେଉଁଠି ଅଛି ?
ଉତ୍ତର- ହୀରାକୁଦ ବନ୍ଧ ।
15- ଭାରତର ସବୁଠୁ ପୁରୁଣା ବନ୍ଧ ବା ଡ୍ୟାମ କେଉଁଠି ଅଛି ?
ଉତ୍ତର- କଲାନାଇ ବନ୍ଧ ।
16- ଦୁନିଆର ସବୁଠୁ ଗଭୀରତମ ବନ୍ଧ କେଉଁଠି ଅଛି ?
ଉତ୍ତର- ପାର୍ବର ବନ୍ଧ ।
17- ଭାରତର ସବୁଠାରୁ ଛୋଟ ରାଜ୍ୟ ର ନାମ କଣ ?
ଉତ୍ତର- ଗୋଆ ।
18- ଜନସଂଖ୍ୟା ଦ୍ରୁଷ୍ଟି ରୁ ଭାରତର ସବୁଠାରୁ ଚୋରା ରାଜ୍ୟ କେଉଁଠି ଅଛି ?
ଉତ୍ତର- ସିକିମ ।
19- ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?
ଉତ୍ତର- ରାଜସ୍ଥାନ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।