ସେ ଆପଣଙ୍କୁ କେଉଁ ନଜର ରେ ଦେଖୁଛନ୍ତି ? ତାଙ୍କ ମନରେ କଣ ଅଛି ? ବାଛନ୍ତୁ କୌଣସି ଏକ ନମ୍ବର-LOVE TEST

ବନ୍ଧୁଗଣ ଆପଣ ଅଲଗା ଅଲଗା ଲୋକଙ୍କ ପାଇଁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟିଏ ବାଛି ପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର 5 ସେକେଣ୍ଡ ସମୟ ଦିଆଯିବ । ଆପଣ ନିଜର ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ଚିନ୍ତାଧାରା ରହିଛି ଓ ସେ ଆପଣଙ୍କୁ କେଉଁ ନଜର ରେ ଦେଖୁଛନ୍ତି ଭଳି ବିଷୟ ବସ୍ତୁ ରହିଛି । ଆପଣ କାହାର ବି ନାଁ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର । ସେ ଆପଣଙ୍କୁ ନେଇ କଣ ଭାବୁଛନ୍ତି କେମିତି ଆପଣଙ୍କୁ ଦେଖୁଛନ୍ତି ତାହା ଜାଣି ପାରିବେ । ଏଥିପାଇଁ ବାଛନ୍ତୁ 3ଟି ନମ୍ବର ମଧ୍ୟ କୌଣସି ଗୋଟିଏ । ଆସନ୍ତୁ ଆରମ୍ଭ କରିବା । 

1- ଆପଣ ପ୍ରଥମ ନମ୍ବର ଟି ପ୍ରଥମ ନଜର ରେ ବାଛିଛନ୍ତି ତେବେ ସେ ଭାବୁଛନ୍ତି ଆପଣ ଲାଇଫରେ ଧୋକା ଖାଇଛନ୍ତି । ଦୁଃଖ ରେ ଅଛନ୍ତି । ଆପଣଙ୍କର ଶତ୍ରୁ ଆପଣଙ୍କର ନିଜ ଲୋକ ଅଟନ୍ତି । ଆପଣଙ୍କର କେହି ବି ନିଜର ନାହାନ୍ତି । ପ୍ରତେକ ମଣିଷ ଆପଣଙ୍କୁ ଧୋକା ଦେଇଛନ୍ତି । ଆପଣ ଯାହାକୁ ଅଧିକ ଭରସା କରିଛନ୍ତି ସେ ହିଁ ଆପଣଙ୍କୁ ଧୋକା ଦେଇଛନ୍ତି । ଆପଣ କିନ୍ତୁ ଜାଣିପାରୁ ନାହାନ୍ତି । ସେ ଆପଣଙ୍କର ଲଭ କି ଲାଇଫ ପାର୍ଟନର ହୋଇ ପାରନ୍ତି । ସେ ଆପଣଙ୍କ ସହ ସବୁ କିକି ସେୟାର କରନ୍ତି । ଯଦି କରୁ ନାହାନ୍ତି ସେ ଆପଣଙ୍କୁ ହେଲ୍ପ କରି ପାରିବେ ନାହିଁ । ଏବେ ଆପଣଙ୍କୁ ସାହାରା ର ଆବଶ୍ୟକତା ଅଛି । 

2- ଆପଣ ଯଦି ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ ଭଲ ଭାବୁଛନ୍ତି । କିନ୍ତୁ ଆପଣ ବୁଝିପାରୁ ନାହାନ୍ତି । ଆପଣ ତାଙ୍କୁ ପସନ୍ଦ କରୁ ନାହାନ୍ତି । ସେ ଆପଣଙ୍କୁ ନେଇ କିଛି ବି ଖରାପ ବିଚାର ରଖୁ ନାହାନ୍ତି । ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ତାଙ୍କୁ ଲାଗୁଛି ସେ କାହାକୁ କିଛି କଥା କହିବା ଜରୁରୀ ନୁହେଁ । ସେ କେୟାର କରୁଛନ୍ତି ଯାହା ସେ ଦେଖାଇ ହେବାକୁ ଚାହୁଁ ନାହାନ୍ତି । ଆପଣ ଯେବେ ଏହି ସ୍ଥିତିରେ ଆସିବେ ନିଶ୍ଚୟ ଜାଣି ପାରିବେ । ଆପଣ ତା ପରେ କହିବେ ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି । 

3- ଆପଣ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ବହୁତ ଭଲ ଭାବିଥାନ୍ତି । ଆପଣ ଯାହା ଦେଖାଇଥାନ୍ତି ତା ଠାରୁ ଅଧିକ ଚତୁର ହୋଇଥାନ୍ତି । ଆପଣ ସମସ୍ତଙ୍କ ସହ ମାଇଣ୍ଡ ଗେମ ଖେଳିଥାନ୍ତି । ଆପଣଙ୍କୁ ସତର୍କ ରହିବାର ଅଛି । ତାଙ୍କୁ ଲାଗୁଛି ଅପାଙ୍କ ଠାରୁ କେହି ବି ଜିତି ପାରିବେ ନାହିଁ । ଆପଣ ପ୍ରତେକ  ଜିନିଷ ରେ ନିଜର ବୁଦ୍ଧି ର ପ୍ରୟୋଗ କରନ୍ତି । ଆପଣ ଜାସୁସ ଭାବେ ସେ ଆପଣଙ୍କର ଟିକିନିଖି ଖବର ରଖିଥାନ୍ତି । ସେ ଆପଣଙ୍କୁ ତୀବ୍ର ବୁଦ୍ଧିର ଦେଖିଥାନ୍ତି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *