୬ ମାସରେ ଥରେ ପିଅନ୍ତୁ, ଚର୍ମରୋଗ, କବଜ, ମୁଣ୍ଡବିନ୍ଧା ଭଳି 100 ପ୍ରକାରର ରୋଗ ଭଲ ହୋଇଯିବ….

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ପେଶାଲ ଡ୍ରିଂକ ବିଷୟରେ କହିବାକୁ ଯାଉଛୁ । ଯାହା କୌଣସି ସାଧାରଣ ନୁହେଁ । ଏହା ଶରୀରରୁ ଟକସିନ କୁ ବାହାର କରିବା ସହ 100 ପ୍ରକାରର ରୋଗକୁ ଦୂର କରିଥାଏ । ଆମ ଶରୀରକୁ ଟକସିନ ଖାଦ୍ୟ, ପାଣି, ଧୁଳି, ପବନ ଦ୍ଵାରା ଆସିଥାଏ । ଯଦି ନିଦ ପୁରା ହେଲା ପରେ ବି ଥକାପଣ ଲାଗିଥାଏ ତେବେ ଜାଣି ନିଅନ୍ତୁ କି ଶରୀରରେ ଅଧିକ ପରିମାଣରେ ଟକସିନ ଭର୍ତ୍ତି ହୋଇ ଯାଇଛି ।

ଏମିତି ସ୍ଥିତିରେ ଶରୀରକୁ ଡିଟକ୍ସ କରିବା ଉଚିତ । ଏବେ ଆସନ୍ତୁ ଜାଣିବା ସେହି ଡ୍ରିଂକ ବିଷୟରେ ଯାହା ଶରୀରର ଟକସିନ ବାହାର କରିବା ସହ ବିଭିନ୍ନ ରୋଗକୁ ଦୂର କରିଥାଏ । ଯଦି ଡାଏତ କରିବା ପରେ ମଧ୍ୟ ଓଜନ କମ ହେଉ ନାହିଁ ତେବେ ଜାଣି ନିଅନ୍ତୁ କି ଶରୀରରେ ଟକସିନ ଜମା ହୋଇଛି । ଟକସିନ ହେବାର ଅନ୍ୟ ଏକ କାରଣ ହେଉଛି କବଜ ବା ଏସିଡିଟି ସମସ୍ଯା । ତୃତୀୟ ରେ ସ୍କିନ ଇନଫେକସନ ଭଳି ସମସ୍ଯା ହୋଇଥାଏ ।

ଏହି ରେମେଡି କୁ ବନାଇବା ବହୁତ ସହଜ ଅଟେ । ଏକ ପାତ୍ର ରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ଏବେ ଏହି କ୍ଷୀର କୁ ଫୁଟାନ୍ତୁ । ଏହା ପରେ ଫାଳେ ଲେମ୍ବୁ ରସ କୁ ଅନ୍ୟ ଏକ ପତ୍ରରେ ନିଅନ୍ତୁ । ଏହାକୁ ସମସ୍ତେ ସେବନ କରି ପାରିବେ । କାହାକୁ ଯଦି ରୋଗ ଅଛି ସେମାନେ ମଧ୍ୟ ଏହାର ସେବନ କରି ପାରିବେ । ଏଥିରୁ ଆପଣଙ୍କୁ କିଛି ବି ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ନାହିଁ । ଏହା ସଂପୂର୍ଣ୍ଣ ପ୍ରାକୃତିକ ଉପାୟ ଅଟେ ।

ବିଭିନ୍ନ ପ୍ରକାରର ରୋଗକୁ ଏହା ଦୂର କରିଥାଏ । ଆମ ଶରୀରର ଅଧିକ ଟକସିନ ହେବା କାରଣରୁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଯାହା ଏହି ଡ୍ରିଂକ ଶେବନ ଦ୍ଵାରା ଭଲ ହୋଇଥାଏ । କ୍ଷୀର ଭଲ ଭାବେ ଫୁଟିବା ପରେ ଲେମ୍ବୁ ରସ କୁ ପକାନ୍ତୁ । ଏହା ପରେ କିଛି ସମୟ ପରେ କ୍ଷୀର ଚିଡିଯିବ । ଏବେ ସେ ହି ପାଣି କୁ ଛାଣି ନିଅନ୍ତୁ । ଏବେ ସେହି ଛେନା ରେ ଅଳ୍ପ ଚିନୀ ମିଶାଇ ସେବନ କରିବେ ।

ପାଣି ସଂପୂର୍ଣ୍ଣ ରୂପେ ଥଣ୍ଡା ହେବା ପରେ ଖାଲି ପେଟରେ ସେବନ କରିବାକୁ ହେବ । ଖାଦ୍ୟ ଖାଇବାର 2 ଘଣ୍ଟା ପୂର୍ବରୁ ବା ପରେ ଏହାର ସେବନ କରିବାକୁ ହେବ । ପାଣି ରେ ଚିନୀ ମିଶାନ୍ତୁ ନାହିଁ । ଯଦି କ୍ଷୀର ଆପେ ଆପେ ଛିଡିଯାଏ ତେବେ ଏହାର ସେବନ କରନ୍ତୁ ନାହିଁ । 6 ମାସ ମଧ୍ୟରେ 15 ଦିନ ଯାଏଁ ଲଗାତାର ଏହାର ସେବନ କରନ୍ତୁ ।

ଯଦି କବଜ, ଗ୍ଯାସ ଜନିତ ସମସ୍ଯା ଅଛି ତେବେ ଏହାର ପ୍ରୟୋଗ ନିହାତି କରନ୍ତୁ । ଏହା ଦ୍ଵାରା କୌଣସି ଟକସିନ ଜମା ହେବ ନାହିଁ । ଆପଣ ନିଶ୍ଚୟ ଏହି ରେମେଡି କୁ ଟ୍ରାଏ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *