Q- ଭାରତରେ କେଉଁ ଗଛ ଲଗାଇଲେ ଜେଲ ହୋଇଥାଏ ? ଏହା ସହ ଜାଣନ୍ତୁ 10 ଟି GK ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ ।

ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ ।

ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା । ଏହି ସବୁ ଜ୍ଞାନ ପୂର୍ବକ ସାଧାରଣ ଜ୍ଞାନ ପ୍ରଶ୍ନ ଛାତ୍ର ଛାତ୍ରୀ ମାନଙ୍କ କାମରେ ନିଶ୍ଚୟ ଆସିବ । ଏହାକୁ ଅଧ୍ୟୟନ କରି ପାରିଲେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ନିଶ୍ଚୟ କୃତକାର୍ଯ୍ୟ ହେବେ । ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର ।

1- ମଣିଷ ନ ସୋଇକି କେତେ ଦିନ ରହିପାରେ ?

ଉତ୍ତର- 12 ଦିନ ।

2- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଚା ଚାଷ ହୋଇଥାଏ ?

ଉତ୍ତର- ଆସାମ ।

3- କେଉଁ ଜୀବ ର କ୍ଷୀର ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର- ଗାଈ ।

4- କେଉଁ ଦେଶକୁ ସୂର୍ଯ୍ୟ ର ଦେଶ ବୋଲି କୁହାଯାଏ ?

ଉତ୍ତର- ଜାପାନ ।

5- ପୃଥିବୀ ର କେଉଁ ଦେଶ ସର୍ବ ପ୍ରଥମେ କୋରୋନା ଔଷଧ ବାହାର କରିଥିଲା ?

ଉତ୍ତର- ରୁଷିଆ ।

6- ଭାରତରେ କେଉଁ ଗଛ ଲଗାଇଲେ ଜେଲ ହୋଇଥାଏ ?

ଉତ୍ତର- ଗଞ୍ଜେଇ ।

7- କେଉଁ ରାଜ୍ୟରେ ମୁଖ୍ୟ ଭାଷା ଇଂରାଜୀ ଅଟେ ?

ଉତ୍ତର- ନାଗାଲାଣ୍ଡ ।

8- କେଉଁ ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ହୋଇଥିଲା ?

ଉତ୍ତର- ଗୁଜୁରାଟ ।

9- କେଉଁ ରେଳ ଷ୍ଟେସନରେ କେବଳ ଝିଅ କର୍ମଚାରୀ ମାନେ ଅଛନ୍ତି ?

ଉତ୍ତର- ମାଟୁଙ୍ଗା ।

10- ମହାତ୍ମା ଗାନ୍ଧୀଜୀ କେଉଁ ଜାତିର ଅଟନ୍ତି ?

ଉତ୍ତର- ବଣିଆ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *