ଭଉଣୀମାନେ ଯାଉଥିଲେ ଭାଇର ଶବକୁ ଆଣିବା ପାଇଁ କିନ୍ତୁ ହେଲା କିଛି ଏମିତି କି ସେମାନ ସମସ୍ତଙ୍କର ମଧ୍ୟ ହୋଇଗଲା ମୃତ୍ୟୁ

ଜୀବନର କୌଣସି ଭରସା ନାହିଁ । କେତେବେଳେ କଣ ହୋଇଯିବ କହି ହବନୀ । ଏହା ସତ କଥା ଯେ ଏହି ପୃଥିବୀରେ ଯଉ ମଣିଷ ଜନ୍ମ ଗ୍ରହଣ କରିଛି ତାହାର ମୂତ୍ୟୁ ଶୁନିଶ୍ଚିତ । କିନ୍ତୁ ଯେତେବେଳେ ଏହି ମୂତ୍ୟୁ ଦୁର୍ଘଟଣା ଅସମୟ ଭାବରେ ହେଲେ ବ୍ୟକ୍ତି କୁ ପୁରାପୁରୀ ଭାଙ୍ଗି ଦେଇଥାଏ । କିନ୍ତୁ ଯାହା ହେବାକୁ ଥାଏ ତାହାକୁ କେହି ଅଟକାଇ ପାରିବେ ନାହିଁ । ଯାହା ହବାର ଥିବ ତାହା ହିଁ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଭୟାନକ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣି ଆପଣ ଆଚମ୍ବିତ ହୋଇଯିବେ । ବିହାର ର ସହରସା ର ଏକ ହାଇ ଭୋଲ୍ଟାଜ ତାର ର ଆକର୍ଷଣ ଆସି ଗୋଟିଏ ଭାଇ ଏବଂ ତିନି ଭଉଣୀ ର ମୃତ୍ୟୁ ସେହି ଜାଗାରେ ହିଁ ହୋଇଗଲା । ତିନି ଭଉଣୀ ଭାଇ ର ଶବ ପାଖକୁ ଯାଉଥିଲେ , ତେବେ ଅଚାନକ ସେମାନେ ବିଜୁଳି ର ଘେରରେ ଆସି ଯାଇ ଥିଲେ । ବିଜୁଳି ଲାଗିବାରେ କିଛି ମିନିଟ ପରେ ତିନି ଭଉଣୀ ର ମୃତ୍ୟୁ ହୋଇଗଲା ।

ଡିବି ରୋଡ ରେ ରାହୁଥିବା ସନ୍ତୋଷ ଜାୟସୱାଲ ର ୯ ବର୍ଷର ପୁଅ ଚିରାଗ ତିନି ଦିନରୁ ହଯି ଯାଇଥିଲା । ଏଥିପାଇଁ ଘର ଲୋକ ବୋହୁତ ଚିନ୍ତା ରେ ଥିଲେ । ଘରଲୋକ ଜାଣି ପାରୁନଥିଲେ କଣ ସବୁ ହୋଇଗଲା । ଗୁରୁବାର ଦିନ କିଛି ଲୋକ ଦେଖିଲେ ଯେ ପୁଅ ର ଶବ ରେଳ ଲାଇନ ପାଖରେ ଗାତରେ ପଡିଥିଲା । ଏହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ରେ ପଡିଗଲେ ।

Loading...

ସୂଚନା ମିଳିବା ପରେ ଚିରାଗ ର ଦୁଇ ଭଉଣୀ ନିଧି ଏବଂ କୋମଲ ନିଜ ଦାଦା ଝିଅ ସହିତ ଘଟଣା ସ୍ତଳରେ ପହଞ୍ଚିଲେ । ଘଟଣା ସ୍ଥଳରେ ହିଁ ହାଇ ଭୋଲଟେଜ ତାର ଝୁଲି କି ଥିଲା , ଯାହା ତିନି ଭଉଣୀ ଜାଣି ନ ଥିଲେ । ତିନିଜଣ ବିଜୁଳି ର ଝଟକା ରେ ଆସିଗଲେ । ଯେମିତି ଲୋକମାନଙ୍କୁ ସୂଚନା ମିଳିଲା ଲୋକମାନେ ଘଟଣା ସ୍ଥଳକୁ ଶହ ଶହ ସଂଖ୍ୟା ରେ ପହଞ୍ଚି ହଙ୍ଗାମା କରିବା ଆରମ୍ଭ କଲେ ।

ଯେତେବେଳେ ପୋଲିସ ଜାଗା ଉପରେ ପହଞ୍ଚିଲେ ଲୋକମାନେ ପୁଲିସ ଗାଡି ଭାଙ୍ଗି ଦେଲେ । ହଙ୍ଗାମା କରୁଥିବା ଲୋକଙ୍କ ଉପରେ ପୋଲିସ ଲାଠି ଚାର୍ଜ ମଧ୍ୟ କରିବାକୁ ପଡିଲା ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *