ଭିକାରୁଣୀରୁ କୋଟିପତି- ପ୍ରଥମ ବଲୀଉଡ ଗୀତ ରେକର୍ଡିଂ ହେଲା ରାନୁ ମଣ୍ଡଲଙ୍କର, ମିଳିଲା ଏତେ ଲକ୍ଷ ଟଙ୍କା, ଜାଣନ୍ତୁ କେତେ

ନମସ୍କାର ବନ୍ଧୁଗଣ । ଏବେ ରାନୁ ମଣ୍ଡଳ ନାଁ ଟି ଖୁବ ଚର୍ଚ୍ଚା ଚାଲିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏବେ ଲକ୍ଷପତି ହୋଇ ସାରିଲେଣି । ତାଙ୍କୁ ହିମେଶ ରେସେମିୟାଙ୍କ ତରଫରୁ ପ୍ରଥମ ବଲୀଉଡ ଗୀତା ଗାଇବାର ଅଫର ଆସିଥିଲା ଏବଂ ହିମେଶ ସେଥିପାଇଁ ତାଙ୍କୁ ଦେଇଛନ୍ତି ଏତେ ଟଙ୍କା ଯାହା ଆପଣ ବିଶ୍ବାସ କରି ପାରିବେ ନାହିଁ । ଦିନ ଥିଲା ଯେବେ ରନୁ ଷ୍ଟେସନରେ ବୁଲି ଗୀତା ଗାଇ ନିଜର ପେଟ ପୋଷୁ ଥିଲେ । କିନ୍ତୁ ଆଜି ସେ ରତରତି ସ୍ତର ହୋଇଯାଇଛନ୍ତି । କେବଳ ସେତିକି ନୁହେଁ ବଲୀଉଡ ଫିଲ୍ମରେ ମଧ୍ୟ ସେ ତାଙ୍କର ପ୍ରଥମ ଗୀତ ରେକଡିଂ କରି ସାରିଲେଣି ।

ତେବେ ସେହି ଗୀତ ପାଇଁ ହିମେଶ ତାଙ୍କୁ ଯେଉଁ ପରିଶ୍ରମିକ ଦେଇଛନ୍ତି ଏହା ସେ କେନବେ ସ୍ଵପ୍ନରେ ବି ଭାବି ନଥିବେ । ତାଙ୍କୁ ୬ରୁ ୭ ଲକ୍ଷ୍ ଟଙ୍କା ପରିଶ୍ରମିକ ଦେଇଛନ୍ତି ହିମେଶ । ସେ ତାଙ୍କର ଫିଲ୍ମ ‘ହ୍ୟାପି ହାର୍ଡି ଏଣ୍ଡ ହୀର’ ରେ ଗୀତ ଗଇଛନ୍ତି । ଏଥିଲାଗି ତାଙ୍କର ଏକ ସାଉଣ୍ଡ ଟ୍ରାକ ରେକର୍ଡ ହୋଇଥିବା ବେଳେ ଏହାର କିଛି ସେକେଣ୍ଡ ଭିଡିଓ ଏବେ ସୋସାଲ ସାଇଟ୍ ରେ ଅପଲୋଡ ହୋଇଛି। ଯାହାକୁ ଲୋକେ ବେଶ ପସନ୍ଦ କରୁଛନ୍ତି ।

କେବଳ ସେତିକି ନୁହେଁ ବରଂ ଏବେ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଭଳି ଅଭିନେତାମାନେ ମଧ୍ୟ ତାଙ୍କୁ ନିଜ ଫିଲ୍ମରେ ଗାଇବାର ସୁଯଗ ଦେବେ ବୋଲି କହିଛନ୍ତି । ତେବେ ଏବେ ତାଙ୍କର ପ୍ରଥମ ଗୀତ ପାଇଁ ହିମେଶ ତାଙ୍କୁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେବା ପାଇଁ ସେ ପ୍ରଥମେ ମନା କରିଥିଲେ କିନ୍ତୁ ହିମେଶ ତାଙ୍କୁ ବୁଝାଇଥିଲେ କି ଏହା ତାଙ୍କର ପରିଶ୍ରମିକ ଓ ଏହା ସେ ନେବା ଉଚିତ ଏଥିରେ କୌଣସି ଖରାପ ନାହିଁ କହି ଜବରଦସ୍ତ ଏହା ତାଙ୍କୁ ଦେଇ ଥିଲେ । ଏହା ପରେ ଜଣା ପଡୁଛି ରାନୁ ଏବେ ବଲୀଉଡ ଦୁନିଆରେ ଆଗକୁ ରାଜ କରିବାକୁ ଯାଉଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *