ବନ୍ଧୁଗଣ ଯଦି ଆପଣଙ୍କର କୋଷ୍ଠ କାଠିନ୍ଯ ରହୁଛି, ବାରମ୍ବାର ଗ୍ଯାସ ହେଉଛି, ପେଟ ଫୁଲୁଚି, ଛାତିରେ କଷ୍ଟ ହେଉଛି ଏସିଡିଟି ସମସ୍ଯା ରହୁଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଚମତ୍କାରୀ ଘରୋଇ ରେମେଡି ଆଲୋଚନା କରିବାକୁ ଯାଉଛୁ । ଯାହା ଦ୍ଵାରା ଏହି ସବୁ ସମସ୍ଯା ଦୂର ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି ହେବ ଓ ଏହାର ସେବନ କିପରି କରି ହେବ । ଆଜିର ଏହି ଉପଚାର ବହୁତ ପାୱାର ଫୁଲ ଅଟେ । ଏହାର ସେବନ ଦ୍ଵାରା ଭୟଙ୍କର ରୁ ଭୟଙ୍କର ଗ୍ଯାସ ସବୁ ଦିନ ପାଇଁ ଶେଷ ହୋଇଯିବ । ମାତ୍ର ୫ ମିନିଟ ରେ ଏହାର ଫାଇଦା ଆପଣ ଦେଖିବାକୁ ପାଇବେ ।
ଏଥିପାଇଁ ଆପଣଙ୍କୁ ଏକ ଗ୍ଳାସ ପାଣି ରେ ଏକ ଚାମଚ ଜୀରା ପକାନ୍ତୁ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଆୟୁର୍ବେଦିକ ଅନୁସାରେ ଜୀରା ହେଉଛି ଏମିତି ଏକ ମସଲା ଯାହା ହଜମ କ୍ରିୟା କରିବାରେ ସାହାଜ୍ଯ କରିଥାଏ । ଗ୍ଯାସ ଭଳି ସମସ୍ୟାରୁ ରକ୍ଷା କରିବାରେ ଜୀରା ବହୁତ ସହାୟକ ହୋଇଥାଏ । ଏହା ସହ ଏସିଡିଟି ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏହା ପରେ ଏଥିରେ ଡାଲଚିନି ପକାନ୍ତୁ ଯାହା ଏକ ଭାରତୀୟ ମସଲା ଅଟେ ।
ଯାହା ସାଧାରଣତ ଖାଦ୍ଯର ସ୍ଵାଦ ବଢିବା ପାଇଁ ବ୍ୟବହାର ହୋଇଥାଏ । ଏହାର କାରଣ ହେଉଛି ଏଥିରେ ଏକ ସକ୍ରିୟ ଉତ୍ପଦାନ ରହିଥାଏ ଯାହା ହଜମ କ୍ରିୟା ରେ ସାହାଜ୍ୟ କରିଥାଏ । ଯାହା ଦ୍ଵାରା ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଦୂର ହୋଇଥାଏ । ଏବେ ଆପଣ ଏହାକୁ ୫ ମିନିଟ ଯାଏଁ ଧିମା ଆଞ୍ଚ ରେ ଫୁଟାନ୍ତୁ । ଯେମିତି ୨ ଟି ସାମଗ୍ରୀ ସବୁ ପୋଷାକ ତତ୍ତ୍ଵ ପାଣି ରେ ମିଶିଯିବ ।
୫ ମିନିଟ ପରେ ଏହା କୁ ଏକ ଗ୍ଳାସ ରେ ଛାଣି ନିଅନ୍ତୁ । ଏବେ ଏଥିରେ ଆଉ ୨ଟି ଜିନିଷ ମିଶାଇବେ । ଏଥିରେ ଫାଳେ ଲେମ୍ବୁ ରସ ଆଡ କରନ୍ତୁ । ଲେମ୍ବୁ ରସ ଅମ୍ଳ ଯୁକ୍ତ ହେଲେ ଏହା ପାଣିରେ ମିଶିବା ପରେ ଖାଦ୍ୟ ହଜମ କରିବା ସହ ଏସିଡିଟି ଦୂର କରିବାରେ ସହାୟକ ହୋଇଥାଏ । ଏବେ ଏଥିରେ ଆପଣ ଅଧ ଚାମଚ କଳା ଲୁଣ ଆଡ କରନ୍ତୁ ।
ଏଥିରେ କ୍ଷାରୀୟ ଅଂସ ରହିଛି ଯାହା ଗ୍ଯାସ ଦୂର କରିବାରେ ସାହାଜ୍ଯ କରିଥାଏ । ଏଥିରୁ ମିଳୁଥିବା ଖଣିଜ ପଡାରତ ଏସିଡିଟି କୁ ହ୍ରାସ କରିଥାଏ । କଳା ଲୁଣ ହଜମ କ୍ରିୟାରେ ଉନ୍ନତି ଆଣିବାରେ ସାହାଜ୍ଯ କରିଥାଏ । ଅନେକ ଲୋକେ ଏହାକୁ କୋଷ୍ଠ କାଠିନ୍ଯ ପାଇଁ ପ୍ରଭାବଶାଳି ପ୍ରତିକାର ଭାବେ ପ୍ରୟୋଗ କରିଥାନ୍ତି ।
ଏହିପରି ଭାବେ ରେମେଡି ପ୍ରସ୍ତୁତ କରାଯିବ । ଯେତେବେଳେ ପେଟରେ ଗ୍ଯାସ ସମସ୍ଯା ହେଉଛି ଏହାର ସେବନ ଦ୍ଵାରା ଦୂର ହେବ । ଯଦି ଆପଣଙ୍କୁ ଏସିଡିଟି ସମସ୍ଯା ଲଗାତାର ରାହୁଥାଏ ତେବେ ଦିନକୁ ଦୁଇ ଥର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।