ଗ୍ୟାସ,ଏସିଡିଟି, କବଜ, କୋଷ୍ଠ କାଠିନ୍ୟ ଭଳି ରୋଗ ମାତ୍ର 5 ମିନିଟରେ ହେବ ଦୁର…. Home Remedy

ବନ୍ଧୁଗଣ ଯଦି ଆପଣଙ୍କର କୋଷ୍ଠ କାଠିନ୍ଯ ରହୁଛି, ବାରମ୍ବାର ଗ୍ଯାସ ହେଉଛି, ପେଟ ଫୁଲୁଚି, ଛାତିରେ କଷ୍ଟ ହେଉଛି ଏସିଡିଟି ସମସ୍ଯା ରହୁଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଚମତ୍କାରୀ ଘରୋଇ ରେମେଡି ଆଲୋଚନା କରିବାକୁ ଯାଉଛୁ । ଯାହା ଦ୍ଵାରା ଏହି ସବୁ ସମସ୍ଯା ଦୂର ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି ହେବ ଓ ଏହାର ସେବନ କିପରି କରି ହେବ । ଆଜିର ଏହି ଉପଚାର ବହୁତ ପାୱାର ଫୁଲ ଅଟେ । ଏହାର ସେବନ ଦ୍ଵାରା ଭୟଙ୍କର ରୁ ଭୟଙ୍କର ଗ୍ଯାସ ସବୁ ଦିନ ପାଇଁ ଶେଷ ହୋଇଯିବ । ମାତ୍ର ୫ ମିନିଟ ରେ ଏହାର ଫାଇଦା ଆପଣ ଦେଖିବାକୁ ପାଇବେ ।

ଏଥିପାଇଁ ଆପଣଙ୍କୁ ଏକ ଗ୍ଳାସ ପାଣି ରେ ଏକ ଚାମଚ ଜୀରା ପକାନ୍ତୁ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଆୟୁର୍ବେଦିକ ଅନୁସାରେ ଜୀରା ହେଉଛି ଏମିତି ଏକ ମସଲା ଯାହା ହଜମ କ୍ରିୟା କରିବାରେ ସାହାଜ୍ଯ କରିଥାଏ । ଗ୍ଯାସ ଭଳି ସମସ୍ୟାରୁ ରକ୍ଷା କରିବାରେ ଜୀରା ବହୁତ ସହାୟକ ହୋଇଥାଏ । ଏହା ସହ ଏସିଡିଟି ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏହା ପରେ ଏଥିରେ ଡାଲଚିନି ପକାନ୍ତୁ ଯାହା ଏକ ଭାରତୀୟ ମସଲା ଅଟେ ।

ଯାହା ସାଧାରଣତ ଖାଦ୍ଯର ସ୍ଵାଦ ବଢିବା ପାଇଁ ବ୍ୟବହାର ହୋଇଥାଏ । ଏହାର କାରଣ ହେଉଛି ଏଥିରେ ଏକ ସକ୍ରିୟ ଉତ୍ପଦାନ ରହିଥାଏ ଯାହା ହଜମ କ୍ରିୟା ରେ ସାହାଜ୍ୟ କରିଥାଏ । ଯାହା ଦ୍ଵାରା ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଦୂର ହୋଇଥାଏ । ଏବେ ଆପଣ ଏହାକୁ ୫ ମିନିଟ ଯାଏଁ ଧିମା ଆଞ୍ଚ ରେ ଫୁଟାନ୍ତୁ । ଯେମିତି ୨ ଟି ସାମଗ୍ରୀ ସବୁ ପୋଷାକ ତତ୍ତ୍ଵ ପାଣି ରେ ମିଶିଯିବ ।

୫ ମିନିଟ ପରେ ଏହା କୁ ଏକ ଗ୍ଳାସ ରେ ଛାଣି ନିଅନ୍ତୁ । ଏବେ ଏଥିରେ ଆଉ ୨ଟି ଜିନିଷ ମିଶାଇବେ । ଏଥିରେ ଫାଳେ ଲେମ୍ବୁ ରସ ଆଡ କରନ୍ତୁ । ଲେମ୍ବୁ ରସ ଅମ୍ଳ ଯୁକ୍ତ ହେଲେ ଏହା ପାଣିରେ ମିଶିବା ପରେ ଖାଦ୍ୟ ହଜମ କରିବା ସହ ଏସିଡିଟି ଦୂର କରିବାରେ ସହାୟକ ହୋଇଥାଏ । ଏବେ ଏଥିରେ ଆପଣ ଅଧ ଚାମଚ କଳା ଲୁଣ ଆଡ କରନ୍ତୁ ।

ଏଥିରେ କ୍ଷାରୀୟ ଅଂସ ରହିଛି ଯାହା ଗ୍ଯାସ ଦୂର କରିବାରେ ସାହାଜ୍ଯ କରିଥାଏ । ଏଥିରୁ ମିଳୁଥିବା ଖଣିଜ ପଡାରତ ଏସିଡିଟି କୁ ହ୍ରାସ କରିଥାଏ । କଳା ଲୁଣ ହଜମ କ୍ରିୟାରେ ଉନ୍ନତି ଆଣିବାରେ ସାହାଜ୍ଯ କରିଥାଏ । ଅନେକ ଲୋକେ ଏହାକୁ କୋଷ୍ଠ କାଠିନ୍ଯ ପାଇଁ ପ୍ରଭାବଶାଳି ପ୍ରତିକାର ଭାବେ ପ୍ରୟୋଗ କରିଥାନ୍ତି ।

ଏହିପରି ଭାବେ ରେମେଡି ପ୍ରସ୍ତୁତ କରାଯିବ । ଯେତେବେଳେ ପେଟରେ ଗ୍ଯାସ ସମସ୍ଯା ହେଉଛି ଏହାର ସେବନ ଦ୍ଵାରା ଦୂର ହେବ । ଯଦି ଆପଣଙ୍କୁ ଏସିଡିଟି ସମସ୍ଯା ଲଗାତାର ରାହୁଥାଏ ତେବେ ଦିନକୁ ଦୁଇ ଥର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *