ଆଜି ବୈଶାଖ ମାସର ବଡ ରବିବାର, ସୂର୍ଯ୍ୟଙ୍କୁ ଜଳ ଦେବା ଢାଳରେ ପକାନ୍ତୁ ଏହି 1 ଜିନିଷ, 7 ପୁରୁଷ ପର୍ଯ୍ୟନ୍ତ ଧନର ରହିବନି ଅଭାବ

ଆମ ସନାତନ ଧର୍ମରେ ସୁରଜ୍ୟଙ୍କ ମାନ୍ୟତା ବହୁତ ଅଧିକ ହୋଇଥାଏ ଏହାର ମୁଖ୍ୟା କାରଣ ଏହା ଅଟେ ଯେ ସୂର୍ଯ୍ୟ ଦେବ ଏକମାତ୍ର ଏମିତିକା ଦେବତା ଯିଏ ସାକ୍ଷାତ ଦର୍ଶନ ଦେଇଥାନ୍ତି । ତେବେ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟଙ୍କୁ ଜଳ ଦବା ବହୁତ ବଡ କଥା ଲାଭର କଥା ହୋଇଥାଏ । ତେବେ କିଛି ଲୋକ ଘର ଭିତରେ ପୂଜା କରିଥାନ୍ତି ଆଉ ସୂର୍ଯ୍ୟଙ୍କୁ ଜଳ ଦିଅନ୍ତି ନାହିଁ ତେବେ ଏହି ଭଳି ଲୋକଙ୍କ ଜୀବରେ ଦୁଃଖ ସମସ୍ୟା ସବୁବେଳେ ଲାଗି ରହିଥାଏ । ଯଦି ଆପଣ ମଧ୍ୟ ଖୁସି ରହିବାକୁ ଇଛା କରନ୍ତି ଆଉ ନିଜ ଜୀବନରେ ଏମିତି କିଛି କାମ କରିବାକୁ ଚାହନ୍ତି ଯାହା କେହି କେବେ ଜାଣି ନଥିବେ ।

ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଦେବ ବହୁତ ରାଗି ହୋଇଥାନ୍ତି କିନ୍ତୁ ଭଲ ଲୋକଙ୍କ ପାଇଁ ସେଟିକ ଭଲ ମଧ୍ୟ ହୋଇଥାନ୍ତି । ଆମ ପରମ୍ପରା ଅନୁଯାଇ ସକାଳେ ସୂର୍ଯ୍ୟ ଉଇଁବା ସହ ମଣିଷକୁ ସ୍ନାନ ଇତ୍ୟାଦି କାମ ସମାପ୍ତ କରି ପୂଜା କରିବା ଉଚିତ ଆଉ ଏହି ସମୟରେ ଅନ୍ୟ ଜିନିଷରେ ଧ୍ୟାନ ଦେବା ଉଚିତ ନୁହଁ । ଆଜି ଆମେ ଆପଣଙ୍କୁ ଏହାର ଉପାୟ ବିଷୟ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାଇ ସ୍ନାନ ଇତ୍ୟାଦି ସରିବା ମଣିଷକୁ ଭଗବାନ ପାଖରେ ବସି ଫୁଲ, ଚନ୍ଦନ ଆଉ ଭୋଗ ଅର୍ପିତ କରି ଭଲ ଭାବରେ ପୂଜା କରିବା ଉଚିତ ଏହା ପରେ ତାମବା ବା ଷ୍ଟିଲ ଲୋଟାରେ ପାଣିକିଛି ନାଲି ଅବିର ଆଉ ଚାଉଳ ପକାଇ ତାକୁ ଭଗବାନ ସୂର୍ଯ୍ୟଙ୍କୁ ଦେଖି ପୂଜା କରିବା ଉଚିତ ଏହା ସହ କଳସରେ ନାଲି ରଙ୍ଗ ମିଶାଇ ଭଗବାନ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କଲେ ଭଗବାନ ଆପଣଙ୍କ ମଙ୍ଗଲ କରିଥାନ୍ତି ।

ତେବେ ଶାସ୍ତ୍ର ଅନୁଯାଇ ରବିବାର ଦିନ ନାଲି ରଙ୍ଗ ବସ୍ତ୍ର ଧାରଣ କଲେ ଅତ୍ୟନ୍ତ ଶୁଭ ହୋଇଥାଏ ଆଉ ଭଗବାନ ସୂର୍ଯ୍ୟ ଦେବଙ୍କୁ ନାଲି ରଙ୍ଗ ବସ୍ତ୍ର ଧାରଣ କରି ଜଳ ଅର୍ପଣ କଲେ ଅପାର ସୁଖ ପ୍ରାପ୍ତି ହୋଇଥାଏ ତେବେ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜାପ କରିବା ବହୁତ ଆବଶ୍ୟକ ହୋଇଥାଏ ” ଓଂ ନମୋ ଭଗବତେ ଶ୍ରୀ ସୂର୍ଯ୍ୟାୟାକ୍ଷିତେଜସେ ନମଃ । ଓଂ ଖେଚରାୟ ନମଃ ॥

ଓଂ ମହାସେନାୟ ନମଃ । ଓଂ ତମସେ ନମଃ ॥

ଓଂ ରଜସେ ନମଃ । ଓଂ ସତବ୍ୟା ନମଃ ॥”

ଏହି ମନ୍ତ୍ର ଜାପ କରନ୍ତୁ ଆପଣଙ୍କ ଜୀବନ ସବୁ ସମସ୍ୟା ଭଗବାନ ସୂର୍ଯ୍ୟ ଦେବ ନିଶ୍ଚିନ୍ତ ଦୂର କରିବେ । ତେବେ ମନେ ରାଖୀ ଏହି ଉପାୟ କରନ୍ତୁ ଦେଖିବେ ଗୋଟେ ସପ୍ତାହରେ ଫରକ ଦେଖାଯିବ ।

Leave a Reply

Your email address will not be published. Required fields are marked *