ଦିନକୁ ଦିନ ଭୟଙ୍କର ହେଉଛି କରୋନା, ଏହି ସବୁ ଜିଲ୍ଲାରେ ହୋଇପାରେ ଲକଡାଉନ

କରୋନା ଗତ ବର୍ଷ ହେଲାଣି ଭାରତକୁ ଆସିଲାଣି ଆଉ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକ ଆଉ ଡକ୍ଟର ମାନେ ତାଙ୍କର ଅଥକ ପ୍ରୟାସ ମଧ୍ୟ କରୁଛନ୍ତି ଆଉ ଏହା କିଛି ମାତ୍ରାରେ କମ ମଧ୍ୟ ହୋଇଥିଲା କିନ୍ତୁ ବର୍ତମାନ ସିଜନ ବଦଳିବା ଦ୍ଵାରା ବର୍ତମାନ କରୋନା ବହୁତ ଅଧିକ ବଢିବାକୁ ଲାଗିଲାଣି ସେଥିପାଇଁ ସରକାରଙ୍କ ଚିନ୍ତା ବଢି ଚାଲିଛି ଆଉ ବର୍ତମାନ ସରକାର ନୂଆ ଗାଇଡଲାଇନ ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ପାଳନ କରିବା ଉଚିତ । ତେବେ ଆସନ୍ତୁ ଜାଣିବା ସରକାରଙ୍କ ନୂଆ ନୂଆ ଗାଇଡ ଲାଇନ ବିଷୟରେ ।

ରାଜ୍ୟରେ କରୋନା ବଢିବା ଦ୍ଵାରା ସରକାରଙ୍କ ଚିନ୍ତା ବଢିଛି, ମୁଖ୍ୟ ଶଚୀ ଦେବଙ୍କ ସମ୍ମୁଖରେ ବୈଠକ ବସିଛି ତେବେ ଏହି ବୈଠକରେ ଜରୁରୀ ଲୋକ ମାନଙ୍କୁ ବିଡିଓ କଂଫରେନ୍ସ ମଧ୍ୟ କରା ଯାଇଛି । କରୋନା ସ୍ଥିତି ଦେଖି ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ କରା ଯାଇଛି ଯେଉଁ ଥିରେ ନୂଆ ଗାଇଡ ଲାଇନ ବିଷୟରେ କୁହା ଯାଇଛି । ଏହି ବୈଠକରେ ଏସଆଇ, ବରିଷ୍ଠ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ମହତ୍ଵପୂର୍ଣ୍ଣ ଲୋକଙ୍କୁ କଂଫରେନ୍ସ କରା ଯାଇଛି । କୋରୋନା ବିଷୟରେ ବହୁତ ମହତ୍ଵଅପୂର୍ଣ୍ଣ କଥା ହବା ପାଇ ଜିଲାପାଳକଙ୍କ ସହ ବହୁତ ଆବଶ୍ୟକ କଥା ହବା ପାଇଁ ତାଙ୍କୁ ମଧ୍ୟ ବିଡିଓ କଲ କରା ଯାଇଛି ।

କରୋନା ସ୍ଥିତିକୁ ନେଇ କି ଭଳି ଭାବରେ କଡା କଡି କରା ଜୀବ ଆଉ କଣ କରିବା ଦ୍ଵାରା ଲୋକଙ୍କୁ କମ ଅସୁବିଧା ହବ କିନ୍ତୁ ସଂକ୍ରମଣ ବଢିବ ନାହିଁ ତାହା ବିଷୟରେ ଚର୍ଚା କରିବା ପାଇଁ ଏହି ବୈଠକ କରା ଯାଇଛି । ତେବେ ପରିସ୍ଥିତି ଦେଖି ସରକାର ଲୋକଙ୍କୁ ଏହା ଅନୁରୋଧ କରିଛନ୍ତି ଯେ ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ବହୁତ ଆବଶ୍ୟକ ହେଲେ ବାହାରକୁ ଆସନ୍ତୁ ଏହା ଛଡା ଘରେ ରହି ନିଜ ଓ ନିଜ ପରିବାର ସୁରକ୍ଷା କରନ୍ତୁ ।

ଏହା ଛଡା ମାଲଖାନଗିରିରେ କରୋନା ଅଧିକ ମାତ୍ରାରେ ବଢିବା ଦ୍ଵାରା ସେଠାରେ ନାଇଟ କରଫୁ ଲାଗିଛି ରାତି ୯ ରୁ ସକାଳ ୭ ପର୍ଯ୍ୟନ୍ତ କେହି ବାହାରକୁ ବାହାରିବେ ନାହିଁ ବହୁତ ଆବଶ୍ୟକ ନହେଲେ ବା ହସ୍ପିଟଲ କାମ ନହେଲେ କାହାକୁ ବି ବାହାରିବାକୁ ମନା କରା ଯାଇଛି । ତେବେ ସରକାର ଏହା ଅନୁରୋଷ କରିବା ସହ ଏହା ମଧ୍ୟ କହିଛନ୍ତି ଯେ ସଂକ୍ରମଣ ବଢିଲେ ବାଧ୍ୟ ହୋଇ ତାଙ୍କୁ ଲକଡାଉନ ବା ଷଟଡାଉନ କରିବାକୁ ପଡି ପାରେ ।

ତେବେ ଏହି ଭଳି କରୋନା ବଢିଲେ ଲକଡାଉନ କରିବା ପାଇଁ ବାଧ୍ୟ ହୋଇବେ ସରକାର ତେବେ ଯାଞ୍ଚ ଦ୍ଵାରା ଏହା ଜଣା ପଡିଛି ଯେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଦ୍ଵାରା କରୋନା ବଢିବାକୁ ଲାଗୁଛି ସେଥିପାଇଁ ସେ ମାନଙ୍କୁ ଏକାନ୍ତ ବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି ସରକରା ଆଉ ଆଇନକୁ ଯିଏ ଅମାନ୍ଯ କରିବ ତାକୁ କଡା ଶାସ୍ତି ଦିଆ ଜୀବ ବୋଲି ଘୋଷଣା କରା ଯାଇଛି ।

Leave a Reply

Your email address will not be published. Required fields are marked *