ବନ୍ଧୁଗଣ ଭିକାରି ଭଳି ଜୀବନ ବଞ୍ଚି ନେଲେ କିନ୍ତୁ ୧ ନଭେମ୍ବର ରୁ ଏହି ରାଶିର ଲୋକେ ରାଜାଙ୍କ ଭଳି ଜୀବନ ବିତାଇବେ । ଆଜ୍ଞା ହଁ ଦର୍ଶକ ବନ୍ଧୁ ହିନ୍ଦୁ ଧର୍ମରେ ଜ୍ଯୋତିଷ ଶାସ୍ତ୍ରର ବହୁତ ମହତ୍ଵ ରହିଛି । ଶାସ୍ତ୍ର ଅନୁଯାୟୀ ଗ୍ରହ ଓ ନକ୍ଷତ୍ର ଗୁଡିକର ଚଳନ କାରଣରୁ ରାଶି ଉପରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଯାହା କାରଣରୁ ବ୍ୟକ୍ତି ଜୀବନରେ ସଫଳତା ଓ ବିଫଳତା ଆସିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ପଡୁଥିବା ଏକାଦଶିର ଅଧିକ ମହତ୍ଵ ରହିଥାଏ । ଏକାଦଶିର ବ୍ରତ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ ।
ନଭେମ୍ବର ୧ ରୁ କେଉଁ କେଉଁ ରାଶି ରାଜାଙ୍କ ଭଳି ବଞ୍ଚିବେ ସେହି ବିଷୟରେ ଆସନ୍ତୁ ଜାଣିବା । ଏହି ରାଶିର ଲୋକ ମାନଙ୍କ ଜୀବନରେ ଯାହା ବି ସମସ୍ୟାମାନ ରହିଥାଏ ତାହା ନଭେମ୍ବର ୧ ରୁ ଦୂର ହେବାକୁ ଯାଉଛି । ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତି ବଦଳିବାକୁ ଯାଉଛି ଯାହା ଜୀବନରେ ପରିବର୍ତ୍ତନର ମୁଖ୍ୟ କାରଣ ହେବ । ଭଗବାନ ଶିବଙ୍କ କୃପା ପ୍ରାପ୍ତ ହେବା ସହ ଭଗବାନ ଶନିଙ୍କ କୃପା ଲାଭ ଲାଭ ହେବ । ଧନ କମାଇବାର ନୂଆ ମାର୍ଗ ମିଳିବ । ଆପଣଙ୍କର ଭଲ ଦିନର ଆରମ୍ଭ ହେବାକୁ ଯାଉଛି ।
କାର୍ଯ୍ୟ ବ୍ୟବସାୟରେ ମେହନତର ଫଳ ପ୍ରାପ୍ତ ହେବ । ଧନ ପ୍ରାପ୍ତିର ନୂଆ ନୂଆ ଅବସର ମିଳିବ । ବିରୋଧୀ ମାନେ କିଛି କରିପାରିବେ ନାହି । ମାନସିକ ଚିନ୍ତାରୁ ରିହାତି ପାଇବେ । ଯେଉଁ ମାନେ ସରକାରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କର ସ୍ଥାନ ପରିବର୍ତ୍ତନ ହୋଇପାରେ । ଗାଡି, ଘର କ୍ରୟ କରିବାର ଯୋଗ ରହିଛି । ଯଦି ଚାକିରି ରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ବା ବଡ କମ୍ପାନୀ ଠାରୁ ଅଫର ମିଳିଲେ ସୁଖଦ ଅନୁଭବ କରିବେ । ଏହି ସମୟରେ ଧନ ସହ ଜଡିତ ବଡ ଲାଭ ମିଳିବ । ଗୁପ୍ତ କ୍ଷେତ୍ରରେ ଧନ ଲାଭ ମିଳିବ ।
ଶ୍ଵଶୁର ଘର ପକ୍ଷରୁ ଭଲ ଲାଭ ମିଳିପାରେ । ପୈତୃକ ସମ୍ପତି ରୁ ଅଧିକାର ମିଳିବ । ପୁରୁଣା ଜମିବାଡିରେ ନିବେଶ କରିଥିଲେ ଧନର ବଡ ଲାଭ ମିଳିବ । ସେୟାର ବଜାରରେ ନିବେଶ କରିବେ । ଦାଂପତ୍ଯ ଜୀବନରେ ସୁଖର ସମୟ ରହିବ । ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ବିଦେଶ କମ୍ପାନୀରୁ ବଡ ଅବସର ମିଳିବ । ସାମାଜିକ ସେବାରେ ନିୟୋଜିତ ହେବେ । ଇଣ୍ଟରଭିୟୁ ପାଇଁ ପରସ୍ତୁତ ହେଉଥିଲେ ସଫଳତା ମିଳିବାର ବଡ ଅବସର ମିଳିବ ।
ଅଫିସରେ ସହକର୍ମୀ ମାନଙ୍କ ସହଯୋଗ ମିଳିବ । ଲଭ ଲାଇଫ ପାଇଁ ଆପଣଙ୍କର ସମୟ ସାନଦାର ରହିବ । ଯାହା କରିବାକୁ ଇଚ୍ଛା ଥିବା ସେହା କରିବେ । ବନ୍ଧୁ ମାନଙ୍କ ସହ ଜୀବନର ଲାଭ ଉଠାନ୍ତୁ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, କୁମ୍ଭ ରାଶି ଓ ଧନୁ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।