ଯଦି ଆପଣ ବି ଭିକାରୀକୁ ପଇସା ଦେଉଛନ୍ତି ତାହେଲେ ଏହି ଖବର ନିଶ୍ଚୟ ପଢନ୍ତୁ , ସତ ଜାଣି ମୁଣ୍ଡ ଖରାପ ହୋଇଯିବ

ଯେତେବେଳେ ଆମେ ରାସ୍ତା, ମନ୍ଦିର, ଟ୍ରାଫିକ ସିଗନାଲ ଦେଇ ଯାଉଥିବା ବେଳେ ପୁରୁଣା କପଡା ପିନ୍ଧା, ହାତରେ ଥାଳି ଧରିଥିବା ଭିକାରି ମାନଙ୍କ ସହ ଦେଖା ହୋଇଥାଏ । ଏହି ଭିକାରି ମାନଙ୍କୁ ଦେଖି କିଛି ଲୋକ ତାଙ୍କ ଥାଳିରେ ପଇସା ପକାନ୍ତି । କିଛି ଲୋକ ତାଙ୍କୁ ଭିକ ଦେବା ପାଇଁ ଚାହିଁ ନଥାନ୍ତି କିନ୍ତୁ ଯେତେବେଳେ ସେମାନେ ବାରମ୍ବାର ତାଙ୍କ ପଛରେ ଲାଗିରହିଥାନ୍ତି, ସେମାନଙ୍କ ଠାରୁ ପିଛା ଛଡେଇବା ପାଇଁ ସେମାନେ ପଇସା ଦେଇଥାନ୍ତି । କଣ ଆପଣ ଜାଣିଛନ୍ତି ଭାରତରେ ଏମିତି କିଛି ଲୋକ ଅଛନ୍ତି ଯିଏ ଭିକ ମାଗିବାକୁ ଏକ ବ୍ୟବସାୟ କରି ଚଳୁଛନ୍ତି ।

Image Courtesy: Google

ଏହି ଲୋକ ରାସ୍ତାରେ ଆପଣଙ୍କୁ ଗରିବ ବୋଲି ଲାଗିଥାନ୍ତି କିନ୍ତୁ ଯେତବେଳେ ଆପଣ ସେମାନଙ୍କ ଘରକୁ ଯାଇ ଦେଖିବେ ସେମାନେ ଏକ ଭଲ ଜୀବନ କାଟୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କିଛି ଭିକାରି ମାସକୁ ଏତେ ରୋଜଗାର କରନ୍ତି କି ଆପଣଙ୍କ ଚାକିରି ଦରମା ବି କିଛି ନୁହେଁ । ଏହିସବୁ ଘଟଣା ଦେଖି ଏକ ବଡ ପ୍ରଶ୍ନ ଉଠିଛି କି ଆମେ କଣ ରାସ୍ତାରେ ଯାଉଥିବା ଭିକାରୀକୁ ଭିକ ଦେବା ଦରକାର । ଏହି ପ୍ରଶ୍ନର ଉତର ଏହି ସବୁ କଥା ଉପରେ ନିର୍ଭର କରେକି ଆପଣଙ୍କୁ ଭିକ ମାଗୁଥିବା ଲୋକ କିଏ ? ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ଭିକାରିର ମୁହଁ ଓ ଅବସ୍ତା ଦେଖି ଭିକ ଦେବା ପାଇଁ ସ୍ତିର କରିବେ ।

ଭିକାରି ମାନଙ୍କୁ ଭିକ ଦେଲା ବେଳେ ରଖନ୍ତୁ ଏହି କଥା ର ଧ୍ୟାନ

Image Courtesy: Google

1 -ଯଦି ଭିକ ମାଗିଲା ବାଲା ଏକ ଯବାନ ଯୁବକ ହୋଇଥିବ ତେବେ ତାକୁ କେବେ ଭିକ ଦେବେ ନାହିଁ । ଏହି ବ୍ୟକ୍ତି କିଛି କାମ କରିବା ପାଇଁ ସକ୍ଷମ ହୋଇଥାନ୍ତି ତେଣୁ ଏମାନଙ୍କୁ ଭିକ ଦେବେ ନାହିଁ ।

Image Courtesy: Google

2 – ଯଦି କେହି ଛୋଟ ପିଲା ଭିକ ମାଗୁଛନ୍ତି ତାକୁ ପଇସା ଦିଅନାହିଁ । ତାକୁ ଦୋକାନରୁ କିଛି ଖାଇବା ଆଣି ଦେଇପାରନ୍ତି । ଏହାର କାରଣ କୌଣସି ବି ପିଲା ନିଜ ଇଚ୍ଛାରେ ଭିକ ମାଗିନଥାଏ । ତାକୁ ଜଣେ ବଡ ବ୍ୟକ୍ତି ଭିକ ମାଗିବାକୁ କହିଥାଏ ।

Image Courtesy: Google

3 -ଯଦି ଆପଣଙ୍କୁ ଭିକ ମାଗୁଥିବା ଲୋକ ଜଣେ ବୁଢା ହୋଇଥାଏ ତାର କାମ କରିବାର ଶକ୍ତି କମ ଥାଏ ତାହେଲେ ଆପଣ ତାକୁ କିଛି ପଇସା ଦେବା ସହ କିଛି ଖାଇବାକୁ ବି ଦେଇପାରିବେ ।

Image Courtesy: Google

4 -ଯଦି ଆପଣଙ୍କୁ କେହି ମହିଳା ପିଲାକୁ ଧରି ଭିକ ମାଗେ ଆପଣ ତାକୁ ପଇସା ନ ଦେଇ ପିଲାଟିକୁ କିଛି ଖାଇବା ପାଇଁ ଦିଅନ୍ତୁ, ନ ହେଲେ ମହିଳାକୁ କିଛି କାମ ଦେଅନ୍ତୁ ।

Image Courtesy: Google

5 -ଯଦି ଆପଣଙ୍କୁ କେହି ଛୋଟା ଲୋକ ଭିକ ମାଗୁଛି ତ ଆପଣ ତାକୁ କିଛି ପଇସା ସହ ଖାଇବା କୁ ଦେଇପାରିବେ । ଏହାଛଡା ତା ଶରୀର ଦେଖି କିଛି ଛୋଟ କାମ ଦେଇପାରିବେ ତାହେଲେ ବହୁତ ଭଲ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *