ଭୋଲେନାଥଙ୍କର ଅଂଶ ହୋଇଥାନ୍ତି ଏହି ୪ଟି ନାମ ବାଲା ବ୍ୟକ୍ତି, ଖୁସିରେ ଭରପୁର ରୁହେ ଏମାନଙ୍କର ଜୀବନ

କହିବାକୁ ଗଲେ ଭଗବାନ ଭୋଲେନାଥ ନିଜର ଭକ୍ତ ମାନଙ୍କ ଠାରୁ ଜଲ୍ଦି ହିଁ ପ୍ରସନ୍ନ ହୋଇ ଯାଆନ୍ତି । ସେଥିପାଇଁ ତାଙ୍କୁ ଭୋଳା କୁହା ଯାଇଥାଏ । ସେ ଭକ୍ତମାନଙ୍କର ସତ୍ୟତା ଦ୍ଵାରା ହିଁ ପ୍ରସନ୍ନ ହୋଇ ଯାଆନ୍ତି । ଆପଣ ସମସ୍ତେ ଜାଣିଛନ୍ତି କି ଭୋଲେନାଥ ଅନ୍ତରୟାମୀ ଅଟନ୍ତି ସେ ସମସ୍ତଙ୍କର ମନରେ କଣ ଅଛି ଏହି କଥା ବିଷୟରେ ସେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ୪ଟି ନାମ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଭୋଲେନାଥଙ୍କର ଅଂସ ବୋଲି କୁହାଯାଏ ।

ଆସନ୍ତୁ ଜାଣିବା କେଉଁ ୪ ଟି ନାମର ବ୍ୟକ୍ତିଙ୍କୁ କୁହାଯାଏ ଭୋଲେନାଥଙ୍କର ଅଂସ

D ନାମ ବାଲା ବ୍ୟକ୍ତି

ଯେଉଁ ବ୍ୟକ୍ତିମାନଙ୍କର ନାମ D ଅକ୍ଷରୁ ଆରମ୍ଭ ହୋଇଥାଏ ତାଙ୍କ ଉପରେ ଭଗବାନ ଭୋଲେନାଥଙ୍କର କୃପା ଦ୍ରୁଷ୍ଟି ରହିଥାଏ । ଏମାନେ ନିଜ ଜୀବନରେ ବହୁତ ସଫଳତା ପ୍ରାପ୍ତ କରିଥାନ୍ତି । ଭଗବାନ ଭୋଲେନାଥ ଏମାନଙ୍କର ମାର୍ଗରେ ଆସୁଥିବା ସମସ୍ତ ବାଧାକୁ ଦୂର କରି ଦିଅନ୍ତି । ଯେଉଁ କାରଣରୁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ । ଏହି କାରଣରୁ ଏମାନେ ଭୋଲେନାଥଙ୍କର ଅଂସ ହୋଇଥାନ୍ତି ।

M ନାମ ବାଲା ବ୍ୟକ୍ତି

ଯେଉଁ ବ୍ୟକ୍ତିମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ଉପରେ ବି ଭୋଲେନାଥଙ୍କର ଦୟା ଦ୍ରୁଷ୍ଟି ସବୁବେଳେ ରହିଥାଏ । ଏହି ବ୍ୟକ୍ତିମାନେ ସବୁବେଳେ ଭୋଲେନାଥଙ୍କର ଭକ୍ତିରେ ହିଁ ଲାଗିଥାନ୍ତି । ଯେଉଁ କାରଣରୁ ଭୋଲେନାଥ ଏମାନଙ୍କର ସମସ୍ତ ସମସ୍ୟା ଦୂର କରି ଦିଅନ୍ତି । ଏମାନଙ୍କର ହୃଦୟର ସହ ଭକ୍ତି କାରଣରୁ ଭଗବାନ ଭୋଲେନାଥ ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।

K ନାମ ବାଲା ବ୍ୟକ୍ତି

ଯେଉଁ ବ୍ୟକ୍ତିମାନଙ୍କର ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ଭୋଲେନାଥଙ୍କର ଅଂସ କୁହାଯାଏ । ଏହି ବ୍ୟକ୍ତିମାନେ ସ୍ଵାଭାବରେ ବହୁତ ଶର୍ମୀଲା ହୋଇଥାନ୍ତି । ଏମାନଙ୍କର ବ୍ୟବହାର ଲୋକମାନଙ୍କର ସହିତ ବହୁତ ଭଲ ହୋଇଥାଏ । ଏମାନେ ନିଜ ଜୀବନର ସମସ୍ତ କଷ୍ଟର ସାମନା କରିଥାନ୍ତି । ଭୋଲେନାଥ ଏମାନଙ୍କର ସମସ୍ତ ଇଚ୍ଛାକୁ ପୁରା କରିଥାନ୍ତି ।

R ନାମ ବାଲା ବ୍ୟକ୍ତି

ଯେଉଁ ବ୍ୟକ୍ତି ମାନଙ୍କର ନାମ R ରୁ ଆରମ୍ଭ ହୋଇଥାଏ ସେମାନେଙ୍କ ଉପରେ ଭୋଲେନାଥଙ୍କର ବିଶେଷ କୃପା ରହିଥାଏ । ଏମାନଙ୍କୁ ନିଜ ଜୀବନରେ ବହୁତ ଖୁସି ମିଳିଥାଏ । ଯେଉଁ କାରଣରୁ ଏମାନେ ନିଜ ପରିବାର ସହିତ ବହୁତ ଭଲ ସମୟ ବ୍ୟତିତ କରିଥାନ୍ତି । ଯଦି ଆପଣଙ୍କର ନାମ R ରୁ ଆରମ୍ଭ ହୋଇଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଏହି ଶ୍ରାବଣ ମାସରେ ଭଗବାନ ଭୋଲେନାଥଙ୍କର ବିଶେଷ କୃପା ବର୍ଷା ହେବାର ଅଛି । ଯେଉଁ କାରଣରୁ ଆପଣଙ୍କ ସମସ୍ତ କଷ୍ଟରୁ ମୁକ୍ତି ପାଇଯିବେ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *