କୁଆଁରୀ ଝିଅ ଗର୍ଭବତୀ ନ ହେଲେ ଭାଙ୍ଗିଯାଏ ବାହାଘର – ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ବାଧ୍ୟତା ମୂଳକ ଅଟେ ଏହି ଗାଁରେ, ଜାଣନ୍ତୁ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯିବେ । ଆପଣ କେବେ ବିଶ୍ବାସ ବି କରି ପରିବେନି ଯେ ସଂସାରରେ ଏମତି ବି ଘଟଣା ଘଟୁଛି । ଆମ ସମାଜରେ ଏମିତି ବହୁତ କଥା ଅଛି ଯାହା ବିବାହ ଆଗରୁ କରିବା ମନା । ସେଥି ମଧ୍ୟରୁ ଗୋଟେ ହେଉଛି ଶାରୀରିକ ସମ୍ପର୍କ । ଆମ ସମାଜ ଅନୁସାରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ହେଉଛି ପାପ ସହ ସମାନ । କିନ୍ତୁ ଆଜି କାଲିକା ଫ୍ୟାସନ ଏମତି ହୋଇଗଲାଣି ଯେ ଆଜିକାଲିର ଜୀବ ପିଢୀ ଲିଭଇନ ରିଲେସନରେ ରହୁଛନ୍ତି, ଯାହାର ଆନେ ହେଉଛି ବିବାହ ନ କରି ଗୋଟେ ଘରେ ସ୍ଵାମୀ ସ୍ତ୍ରୀ ଭଳି ଚଳିବା ।

କେବଳ ସେତିକି ନୁହେଁ ଏହି ଚିନ୍ତାଧାରାକୁ ଆଇନ ମଧ୍ୟ ସମର୍ଥନ ଦେଉଛି ।  ହେଲେ ଏହା ତ ଲୋକେ ଜାଣିକି ବ ଯେଉଁ ମାନଙ୍କର ଇଛା ସେ ତାଙ୍କ ପସନ୍ଦରେ ଏମିତି କରୁଛନ୍ତି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଭାରତରେ ହିଁ ଏକ ଏଭଳି ଗାଁ ବା ସଂପ୍ରଦାୟ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ଅଟନ୍ତି । ନଚେତ ସେମାନଙ୍କର ବିବାହ ହୋଇପାରେ ନାହିଁ । ତେବେ ଏହି ଗାଁ ହେଉଛି ରାଜସ୍ଥାନର ସିରୋହୀ ଓ ପାଲି ଜିଲ୍ଲାରେ ବାସ କରୁଥିବା କରାସିଆ ଜନଜାତିଙ୍କ ପରମ୍ପରା ।

ସେମାନଙ୍କ ପରମ୍ପରା ଅନୁସାରେ ବିବାହ ଯୋଗ୍ୟ ଝିଅ ଓ ପୁଅ ମାନେ ଯେବେ ନିଜ ପାଇଁ କୌଣସି ଉପଯୁକ୍ତ ପାତ୍ର ଠିକ କରନ୍ତି ସେମାନଙ୍କୁ ବିବାହ ପୂର୍ବରୁ କିଛି ଦିନ ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଏ । ଏହା ପରେ ଯଦି ଝିଅଟି ଗର୍ଭବତୀ ହୁଏ ତେବେ ସେହି ବିବାହ କରା ଯାଏ ନଚେତ ସେମାନଙ୍କ ପାଇଁ ଅନ୍ୟ ପୁଅ ଓ ଝିଅ ଖୋଜା ଯାଏ । ତେବେ ଏହି ପାରମ୍ପାର ସୃଷ୍ଟି ହେବା ପଛରେ ଏକ କାହାଣୀ ମଧ୍ୟ ଅଛି  । ତେବେ ଚଲାନ୍ତୁ ଜାଣିବା ସେହି ଘଟଣାଟି କଣ ଯାହା ପାଇଁ ଏହିଭଳି ଏକ ପ୍ରଥା ଆରମ୍ଭ ହୋଇଯାଇଛି ।

ତେବେ ସେହି କାହାଣୀ ଅନୁସାରେ ଗୋଟିଏ ପରିବାରର ୪ ଭାଇ ରୋଜଗାର ଖୋଜିବାକୁ ବାହାରକୁ ଚାଲିଗଲେ। ସେମାନଙ୍କ ମଧ୍ୟରୁ ୩ ଜଣ ନିଜ କର୍ମକ୍ଷେତ୍ରରେ ଥିବାବେଳେ ବିବାହ କରିଥିଲେ। କିନ୍ତୁ ଆଉ ଗୋଟିଏ ଭାଇ ବିବାହ କରିନଥିଲେ ମଧ୍ୟ ଜଣେ ଯୁବତୀଙ୍କ ସହ ଏକାଠି ରହୁଥିଲେ। ବର୍ଷ ପରେ ବର୍ଷ ଗଡିଯାଇଥିଲା। କିନ୍ତୁ ବିବାହିତା ୩ ଭାଇଙ୍କର କୌଣସି ସନ୍ତାନ ହୋଇନଥିଲା। ଅପରପାର୍ଶ୍ଵରେ ବିବାହ ନକରି ଲିଭଇନରେ ରହୁଥିବା ଭାଇର ପୁଅଟିଏ ଜନ୍ମ ହୋଇଥିଲା। ଏହି ପୁଅ ବଂଶ ରକ୍ଷା କରିଥିଲା। ଏହି ଘଟଣା ପରଠୁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ କୁଆଁରୀ କନ୍ୟା ଗର୍ଭବତୀ ହେବାପରେ ଯାଇ ବିବାହ ଭଳି ପରମ୍ପରା ସୂତ୍ରପାତ ହୋଇଥିଲା । ଯାହା ଆଜି ଯାଏଁ ଚାଲି ଆସିଛି ।

ଆପଣଙ୍କୁ ଆମର ଏଇ ଲେଖାଟି ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଏମିତି ଅନେକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *