ଭୁବନେଶ୍ୱର ଝିଅ ହଟ୍ ପ୍ୟାଣ୍ଟରେ ଜଙ୍ଘତଳକୁ ଦେଖେଇ…. ଆଉ ମୁଁ କେଏନ ଡ୍ରେସ ଖୋଲି…. ଦେଖନ୍ତୁ କଣ କହୁଛନ୍ତି Rani Priyadarshini

ବନ୍ଧୁଗଣ ବର୍ତ୍ତମାନ ସାରା ରାଜ୍ୟରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟୁ କୁ ନେଇ ଦେଖା ଦେଇଛି ବିବାଦ । ଜଣେ ମହିଳା ଯାତ୍ରା ମଞ୍ଚରେ ରେକର୍ଡ ଡ୍ୟାନ୍ସ ଚାଲୁଥିବା ବେଳେ ଜଣେ ଅଭିନେତ୍ରୀ ଙ୍କୁ ଚପଲ ଫିଙ୍ଗି ଏହାର ପ୍ରତିବାଦ କରିଥିଲେ । ତେବେ ଅଭିନେତ୍ରୀଙ୍କ ଉପରେ କାହିଁକି ଚପଲ ପିଙ୍ଗାଗଲା ତାହାକୁ ନେଇ ଅଭିନେତ୍ରୀ ରାନୀ ପ୍ରିୟଦର୍ଶୀନୀ ସାହୁ ନିଜର ଏକ ବଡ ବୟାନ ଗଣମାଧ୍ୟମକୁ ଦେଇଛନ୍ତି । ରାନୀ କହିଛନ୍ତି ଯେ ” ମୁଁ ଆର୍ଟିଷ୍ଟ କମ ଆଉ ସୋସିଆଲ ୱାର୍କ ଅଧିକ ଯାହା ଲୋକେ ଭୁଲି ଯାଉଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛି । ମୁଁ ୫ ବର୍ଷ ହେଲାଣି ଆଇଟମ ଡ୍ୟାନ୍ସ କରୁଛି କାରଣ ଲୋକେ ପସନ୍ଦ କରୁଛନ୍ତି ଆଉ ମୋ ଲିମିଟ ଭିତରେ କରୁଛି । ସର୍ବ ପ୍ରଥମେ ଆପଣ ଦେଖିପାରିବେ ମୁଁ ମୋ ସୀମା ଭିତରେ ଡ୍ୟାନ୍ସ କରିଛି କେବେ ବି ସୀମା ପାର କରି ନାହି । ସେଦିନ ମୁଁ ଡ୍ୟାନ୍ସରେ ଏତେ ମଗ୍ନ ହୋଇଯାଇଥିଲି କି ଜାଣିପାରିଲି ନାହି ମହିଳା ଜଣକ କେତେବେଳେ ଚପଲ ପିଙ୍ଗିଛି ମୋ ଉପରେ । ସେଠାରେ ୫ ହଜାର ଦର୍ଶକ ଥିଲେ କିନ୍ତୁ କେହି କିଛି କହିଲେ ନାହି ।

ତା ପର ଦିନ ଖବର ପ୍ରସାରଣ ହେବା ପରେ ମୋତେ ପ୍ରଶ୍ନ କରାଗଲା ଆଉ ମୁଁ ଉତ୍ତରରେ କହିଲି ମୁଁ କଣ ଭୁଲ କରିଲି । ସାଧାରଣରେ ଦେଖିବାକୁ ଗଲେ ଆଜିକାଲି ପୁରା ହଟ ପ୍ଯାଣ୍ଟ ସ୍ଲିପ ଲେସ ନାହି ଦେଖାଯାଉଛି ଜଙ୍ଘ ତଳକୁ ସବୁ ଦେଖାଉଛି ପୁରା ସବୁ ଦେଖାଯାଉଛି ଆଜ୍ଞା ପୁଣି ବାପା-ମା ଙ୍କ ସହ ଭୁବନେଶ୍ବର ଭଳି ସହରରେ ହାତ ଧରି ଯାଉଛନ୍ତି । ତେବେ ମୁଁ ଗୋଟେ କଳାକାର ହୋଇ ହଟ ଡ୍ୟାନ୍ସ କରି କଣ ଭୁଲ କରିଦେଲି ?

କାହାକୁ ଯଦି ପ୍ରବଚନ ଗାଇବାକୁ ଡାକିବେ ତେବେ ସେ କଣ ଆଧୁନିକ ଗୀତ ଗାଇବ କି ସେମିତି ମୋତେ ଆଇଟମ ପାଇଁ ଡ଼ାକିଥିଲେ ଆଉ ମୁଁ ସେୟା କରିଲି । ମୁଁ ଯଦି ଶାଳୀନତା ରଖିଲି ନାହି ଅଶ୍ଳୀଳ ନାଚ କରିଲି ଏବେ ୫ ହଜାର ଦର୍ଶକ ଉଠିଥାନ୍ତେ । ମୋତେ ବଦନାମ କରିବାକୁ ଏମିତି ଷଡଯନ୍ତ୍ର କରାଯାଇଛି । ମୁଁ ଶୁଣିବାକୁ ଅପାଇଛି ମହିଳାଙ୍କ ଝିଅ କୁଆଡେ ମଡେଲିଙ୍ଗ କରୁଛି ମୁଁ ବି ମଡେଲିଙ୍ଗ କରୁଛି ତେବେ ମଡେଲିଙ୍ଗରେ କେଉଁ ଡ୍ରେସ ପିନ୍ଧାଯାଏ ମୁଁ କଣ ଜାଣିନାହି ।

ସେଦିନ ମହିଳା କହିଲେ ମୁଁ ଏମିତି ଡ୍ୟାନ୍ସ ଦେଖିନାହି କି ଡ୍ରେସ ପିନ୍ଧି ନାହି । ମୁଁ ଦିନେ ତାଙ୍କୁ ଭୁବନେଶ୍ଵର ଆଣିବି ଆଉ ଦେଖାଇବି ତାଙ୍କ ଝିଅ ବି ମଡେଲ ଡ୍ରେସ ପିନ୍ଧୁଛି । ସେ କେଉଁ ଭାଦ୍ର ପରିବାର ମହିଳା ସେ ଟୋକା ଚପଲ ଫୋପାଡିଲା । କିଏ ତାଙ୍କୁ ଅଧିକାର ଦେଲା ନିଜର ସମ୍ମାନ, କମନସେନ୍ସ ଅଛି କି ନାହି ?

ମୁଁ ଷ୍ଟେଜରେ ଫୁଲ ଫୋପାଡିବା, ନାଇଁକି ଡ୍ୟାନ୍ସ କରି ବିଟ କରିଲି ଯାହା ମହିଳା ଦର୍ଶକଙ୍କୁ ଭଲ ଲାଗିଲା ତେଣୁ ସେ ମୋ ଉପରେ ଚପଲ ପିଙ୍ଗିଲେ । ତାଙ୍କର କ୍ଷତି ଅଣ ହେଇଗଲା ? ଯେବେ ଡ୍ୟାନ୍ସ କରୁଛନ୍ତି ଏକ୍ସପ୍ରେସନ ରହିବ କି ନାହି ମୁଁ ଗୋଟେ ସେଲିବ୍ରେଟି । କାହିଁକି ତାଙ୍କର ସମସ୍ଯା ହେଲା ? ବନ୍ଧୁଗଣ ଆପଣଙ୍କର ରାନୀ ପ୍ରିୟଦର୍ଶିନୀଙ୍କ ମନ୍ତବ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *