ଭୁଲ ସମୟରେ ଏହି କାମ ଗୁଡିକ କଲେ ବଢି ଯାଏ ସମସ୍ୟା- ଜାଣନ୍ତୁ କଣ ସେହି କାମ

ପ୍ରତିଦିନ କାମ ସହ ଅନେକ ପରମ୍ପରା ଏବଂ ମାନ୍ୟତା ବହୁତ ସମୟ ଧରି ଆମ ସମାଜ ରେ ଚାଲି ଆସିଛି, ମାନ୍ୟତା ଅଛି ଯେ ଏହି ପରମ୍ପରା ପାଳନ ନକଲେ ବହୁତ ପ୍ରକାର ସମସ୍ୟା ଉତ୍ପନ ହୋଇଥାଏ ଯାହାର ସାମ୍ନା କରିବାକୁ ପଡେ, ଏହା ବିଷୟରେ ଗରୁଡ ପୁରାଣ ରେ ମଧ୍ୟ ବହୁତ କଥା କୁହା ଯାଇଛି । କେଉଁ କାମ କେତେ ବେଳେ କଲେ ତାହା ଉଚିତ ଫଳ ଦିଏ ଓ କେଉଁ କାମ ଅଲଗା ବେଳେ କଲେ ଦୁସପରିଣାମ ଦିଏ ତାହା ମଧ୍ୟ କୁହା ଯାଇଛି ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟ କେତେବେଳେ କରିବା ଉଚିତ ଓ କେଉଁ କାର୍ଯ୍ୟ ଭୁଲ ସମୟରେ କରିବା ଉଚିତ ନୁହ ।

ବହୁତ ଏମିତି ଲୋକ ଅଛନ୍ତି ଯିଏ ସମୟ ଦେଖି କାମ କରନ୍ତି ନାହିନ ବହୁତ ଲୋକ ଏମିତି ଥିବେ ଯିଏ ଦିନବେଳେ କାମ କରନ୍ତି ସେଥିପାଇଁ ରାତିରେ ନଖ କାଟନ୍ତି କିନ୍ତୁ ଏହା ଉଚିତ ନୁହ । ଏମିତି କରିବା ଅପଶଗୁନ କୁହା ଯାଏ, ମାନ୍ୟତା ଅଛି ଯେ ରାତିରେ ନଖ କାତିଳେ ମାଁ ଲକ୍ଷ୍ମୀ କ୍ରୋଧ କରିଥାନ୍ତି ଯାହା ଦ୍ଵାରା ଦରିଦ୍ରତା ବଢିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କର ଥାଏ ମାନ୍ୟତା ଅନୁଯାଇ ଯେଉଁ ଲୋକ ଏହି ଦିନ ଶେବିଙ୍ଗ କରିଥାନ୍ତି ତାଙ୍କ ଜୀବନ ରେ ତାଙ୍କୁ ଭାଗ୍ୟ ସାହାରା ପ୍ରାପ୍ତ ହୁଏ ନାହିଁ ।

ମାନ୍ୟତା ଅନୁଯାଇ ଶନଧ୍ୟା ରେ ନା ତୁଲସୀ ଗଛ ରେ ପାଣି ଦବା ଉଚିତ ନା ତୁଲସୀ ପତ୍ର ତୋଳିବା ଉଚିତ ଅଟେ । କେବଳ ଏତିକି ନୁହ ତୁଲସୀ ଗଛକୁ ସନ୍ଧ୍ୟାରେ ଛୁଇଁବା ମନା, ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜାଳିବା ଉଚିତ ଅଟେ । ମାନ୍ୟତା ଅଛି ଯେ ଏମିତି କଲେ ଘରେ ସୁଖ – ସମୃଦ୍ଧି ଏବଂ ଶାନ୍ତି ଆସିଥାଏ, ତୁଳସୀ ରେ ଜଳ ଅର୍ପଣ କରିବା ସଠିକ ସମୟ ସକାଳ ଅଟେ ।

ମାନ୍ୟତା ଅନୁଯାଇ ସନ୍ଧ୍ୟାରେ ଘରେ ଝାଡୁ ଲଗେଇବା ଉଚିତ ନୁହ, ମାନ୍ୟତା ଅଛି ଯେ ସନ୍ଧ୍ୟା ରେ ଝାଡୁ ଲଗେଇଲେ ଘରୁ ସକାରାତ୍ମକ ଊର୍ଜା ବାହାରି ଯାଏ ଓ ଘରେ ଦରିଦ୍ରତା ଆସିଥାଏ, ଏହି ପ୍ରକାର କଥା ବାସ୍ତୁ ଶାସ୍ତ୍ର ରେ ମଧ୍ୟ କୁହା ଯାଇଛି ।

ଆଗକୁ ଏହିଭଳି ଟିପ୍ସ ପାଇଁ ଆମ ସହ ଯୋଡି ହୁଅନ୍ତୁ । ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *