ଯଦି ଆପଣଙ୍କ ଆଖ ପାଖରେ ଅଛନ୍ତି ଗାଈ ତେବେ ୧୧ ଦିନ କରି ନିଅନ୍ତୁ ଏହି ଅଚୁକ ଉପାୟ- ସର୍ବ କାମନା ହେବ ପୂର୍ଣ୍ଣ

ଭାରତ ରେ ହିନ୍ଦୁ ଧର୍ମ ରେ ଗଛ, ନଦୀ ଠାରୁ ଆରମ୍ଭ କରି ପଶୁ ପଖି ମଧ୍ୟରେ ଠାକୁର ସ୍ୱରୂପ ମାନି ପୂଜା କରା ଯାଏ । ଗାଈକୁ ମାତା ସ୍ୱରୂପ ମାନି ପୂଜା କରା ଯାଇଥାଏ, ଧର୍ମ ଶାସ୍ତ୍ର ଅନୁଯାଇ ଏହା ମାନ୍ୟତା ଅଛି ଯେ ଗାଈ ଶରୀର ରେ ତେତିଶ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ । ସେଥିପାଇଁ ଆମେ ଗାଇଙ୍କୁ ଗୋମାତା କହି ପୂଜା ଅର୍ଚ୍ଚନା କରିଥାଉ ।

ଏହା ମାନ୍ୟତା ଅଛି ଯେ ଯଦି କୌଣସି ଲୋକ ମାସ ର ପ୍ରତି ଦିନ ବା ୧୧ ଦିନ ନିୟମିତ ରୂପରେ ଗାଈ ଶରୀର ଉପରେ ହାତ ମାରେ ଏବଂ ସକାଳେ ସନ୍ଧ୍ୟାରେ ଗାଈର ସାତଟି ପରିକ୍ରମା କରେ ତେବେ ସେହି ଲୋକ କଷ୍ଟ ଦୂର ହୋଇଥାଏ ଏବଂ ମନୋକାମନା ପୂର୍ଣ ହୋଇଥାଏ ।

ଗୋମାତା ବିଷୟରେ ଆମ ଧର୍ମ ଶାସ୍ତ୍ର ରେ ଗ୍ରନ୍ଥ, ରିଷି, ସନ୍ତ ମହାତ୍ମା ଏବଂ ଅନେକ ମହାପୁରୁଷ କେତେକ ଅଦ୍ଭୁତ କଥା କହିଛନ୍ତି –

୧. ଭଗବାନ କୃଷ୍ଣ ଭଗବତ ଗୀତା ଗ୍ରନ୍ଥ ରେ କହିଥିଲେ‘ଧେନୁନାମସିମ’ମୁଁ ଗାଈ ରେ କାମଧେନୁ ଅଟେ ।

୨. ସ୍ଵାମୀ ବିବେକାନନଦ କହିଥିଲେ ଗାଈ ପରିକ୍ରମା କଲେ ସମ୍ପୂର୍ଣ ବ୍ରମ୍ହାଣ୍ଡ ପରିକ୍ରମା ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ।

୩. ବାଲ ଗଙ୍ଗାଧର ତିଳକ କହିଥିଲେ ମତେ ଯେତେ ଇଛା ମାର କିନ୍ତୁ ମୁଁ ଗାଈ ଉପରେ ହାତ ଉଠେଇବି ନାହିଁ ।

୪. ଗୁରୁ ଗୋବିନ୍ଦ ସିଂହ କହିଥିଲେ ‘ୟହି ଦେହୁ ଆଜ୍ଞା ତୁରୁକ କୋ ଖାପାଉଁ, ଗୌ ମାତା କା ଦୁଃଖ ସଦା ମେଂ ମିଟାଉଁ ।

୫.ୟାଜ୍ଞବଳକା କହିଛନ୍ତି – ଗାଈ ଘିଅ ରେ ହୋମ କଲେ ବାତାବରଣ ସୁଧା ହୋଇଥାଏ ।

୬. ମୁସ୍ଲିମ ସନ୍ତ ରସଖାନ କହିଥିଲେ – ଯଦି ଠାକୁର ମତେ ପୁନର ଜନ୍ମ ଦିଅନ୍ତି ତେବେ ମୁଁ ଗାଈ ଗର୍ଭରୁ ଜନ୍ମ ହବାକୁ ଚାହେଁ ।

୭. ଇସାଇ କହିଥିଲେ ଗୋଟେ ଗାଈ ହତ୍ୟା ଗୋଟେ ମଣିଷ ହତ୍ୟା ଠାରୁ ବଡ ମହାପାପ ଅଟେ ।

୮. ଭଗବାନ ଶିବଙ୍କ ସବୁଠାରୁ ପ୍ରିୟା ଶ୍ରୀ ସମ୍ପନ ‘ବିଲ୍ଵପତ୍ର’ଉତପତି ଗାଈ ଗୋବର ଦ୍ଵାରା ହୋଇଥିଲା ।

ତେବେ ଯଦି ଆପଣ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟକ ଦିନ ଗୋମାତାଙ୍କ ପୂଜା କରନ୍ତୁ ଦେଖିବେ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *