ଭୁଲ ରେ ବି ଏହି ଭଳି ଗଣେଶଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ ନାହିଁ ! ନଚେତ…

ଆମେ ସମସ୍ତେ ଏହି କଥା ଜାଣିଛୁ ଯେ ଗଣେଶ ଠାକୁରଙ୍କୁ ବିଘ୍ନହର୍ତା କୁହା ଯାଏ ସମସ୍ତଙ୍କ ଅନୁଯାଇ ଗଣେଶ ଠାକୁର ସମସ୍ତଙ୍କ କଷ୍ଟ ଦୂର କରି ଥାନ୍ତି । ଆମ ଭାରତ ରେ ଗଣେଶ ପୂଜା ବହୁତ ଧୂମ ଧାମ ସହ ମନା ଯାଇ ଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ କେଉଁ ପ୍ରକାର ଗଣେଶ ଠାକୁରଙ୍କ ମୂର୍ତ୍ତି ବିରାଜମାନ କରିବା ଉଚିତ ନୁହଁ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ କେହି କହି ନଥିବ ।

କିନ୍ତୁ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶାସ୍ତ୍ର ଅନୁଯାଇ ଲେଖା ଯାଇଛି ।

ଗଣେଶ ଠାକୁରଙ୍କ ବିନା ମୁକୁଟ ମୂର୍ତି ଘରେ କେବେ ରଖନ୍ତୁ ନାହିଁ ଏହା ଘର ପାଇଁ ଶୁଭ ନୁହଁ, ଯଦି ଆପଣ ବିନା ମୁକୁଟ ଗଣେଶ ଠାକୁରଙ୍କ ମୂର୍ତ୍ତି ବିରାଜମାନ କରିବେ ତେବେ ଏହା ଠାକୁରଙ୍କ ଅପମାନ କୁହା ଯାଏ ସେଥିପାଇଁ ଏମିତି ମୂର୍ତ୍ତି ଘରେ ଆଣିବା ଉଚିତ ନୁହଁ । କୁହା ଯାଏ ଯେ ଗଣେଶ ଠାକୁରଙ୍କ ଠିଆ ମୂର୍ତ୍ତି କେବେ ଘରକୁ ବା ପଣ୍ଡାଲ ରେ ଆଣନ୍ତୁ ନାହିଁ ଏହା ଶାସ୍ତ୍ର ରେ କୁହା ଯାଇଛି ଯେ ଆମେ ଠାକୁରଙ୍କୁ ନିଜ ଘରେ ଆଣୁ ଓ ତାଙ୍କୁ ଠିଆ ଠିଆ ବିଦା କରି ଦେଇ ଥାଉ ଯାହା ଗୋଟେ ପ୍ରକାର ଅପମାନ ଅଟେ ସେଥିପାଇଁ କେବେ ବି ଠାକୁରଙ୍କ ଠିଆ ମୂର୍ତ୍ତି ପୂଜା ପାଇଁ ଆଣନ୍ତୁ ନାହିଁ ଏହା ବହୁତ ବଡ ଅଶୁଭ ହୋଇ ଥାଏ ।

ପଣ୍ଡାଲ ରେ ଗଣେଶ ଠାକୁରଙ୍କୁ ମାଁ ପାର୍ବତୀ ଓ ଶିବଙ୍କ ସହ ଥିବା ମୂର୍ତ୍ତି ଆଣନ୍ତୁ ନାହିଁ, କାହିଁକି ନା ଯେତେବେଳେ ଆପଣ ଗଣେଶ ଠାକୁରଙ୍କ ପୂଜା କରନ୍ତି ଓ ଭଗବାନ ଶିବ, ପାର୍ବତୀଙ୍କୁ ଭଲ ପୂଜା ଦେଇ ନପାରନ୍ତି ସେତେବେଳେ ତାଙ୍କର ଅପମାନ ହୋଇ ଥାଏ ସେଥିପାଇଁ ଗଣେଶ ଠାକୁରଙ୍କୁ ପରିବାର ସହ ପଣ୍ଡାଲ ରେ ବିରାଜିତ କରନ୍ତୁ ନାହିଁ ।

ସେଥିପାଇଁ ଗଣେଶ ପୂଜା ରେ କେବଳ ଗଣେଶ ଠାକୁରଙ୍କ ମୂର୍ତ୍ତି ଆଣିବା ଉଚିତ ଏବଂ ଯେଉଁ କଥା ଆଜି ଆମେ ଆପଣଙ୍କୁ କହିଲୁ ସେ କଥା ସବୁବେଳେ ମନେ ରଖିବେ କାହିଁକିନା ଏହା ଆମ ମନ କଥା ନୁହଁ ଏହା ଶାସ୍ତ୍ର ରେ ଲେଖା ଯାଇଛି ଓ ଏହା ଆପଣଙ୍କ ଭଲ ପାଇଁ ଅଟେ ସବୁ କଥା ଆପଣଙ୍କ ଖୁସି ପାଇଁ କୁହା ଯାଇଛି ଏହା ପରେ ଆପଣଙ୍କ ଇଛା ।

Leave a Reply

Your email address will not be published. Required fields are marked *