ଆଗ କାଳ ଲୋକ ନିଜ ବୁଦ୍ଧି ବଢେଇବା ପାଇଁ କେତେ ପ୍ରକାର ଖେଳ ଖେଳୁ ଥିଲେ ଯାହା ଦ୍ଵାରା ତାଙ୍କ ବୁଦ୍ଧି ବିକାଶ କରୁଥିଲା ଯେମିତିକି ପ୍ରହେଳିକା ଓ ଅନ୍ୟ କେତେକ ଖେଳ । ଆଗକାଳ ଲୋକ କହୁଥିଲେ ଯିଏ ଯେତେ ପ୍ରହେଳିକା ବୁଝାଇ ଥାଏ ତା ବୁଦ୍ଧି ସେତେ ବଢି ଥାଏ, କିନ୍ତୁ କିଛି ପ୍ରଶ୍ନ ଏମିତି ଥାଏ ଯାହାକୁ ସମାଧାନ କରିବା ବହୁତ କଷ୍ଟକର ହୋଇ ଥାଏ ଓ ଉତ୍ତର ଖୋଜିବାରେ ମୁଣ୍ଡ ବୁଲି ଯାଏ ।
ବୁଦ୍ଧି ବଢିବା ପାଇଁ ଲୋକ ପାଠ ପଢନ୍ତି କିନ୍ତୁ ପାଠ ସହ ଏମିତି କିଛି କରିବା ଯାହା ଦ୍ଵାରା ବୁଦ୍ଧି ବଢିବ ଏବଂ ମଜା ମଧ୍ୟ ଲାଗିବ ।
ଆଜିକା ଯୁଗ ସୋଶିଅଲ ମିଡିଆ ର ଅଟେ, ପ୍ରତି ଦିନ କେତେକ ଜିନିଷ ସୋଶିଅଲ ମିଡିଆ ରେ ପୋସ୍ଟ ହେଉଛି ଯାହା ଲୋକଙ୍କୁ ନିଜ ଆଡୁକୁ ଆକର୍ଷିତ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପୋସ୍ଟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଓ ଆପଣଙ୍କୁ ଖେଳିବା ପାଇଁ ମଜା ମଧ୍ୟ ଲାଗିବ । ଆଜି ଆମେ ଆପଣଙ୍କୁ ଗୋଟେ ଚିତ୍ର ଦେଖେଇବୁ ଯାହାକୁ ଦେଖି ଆପଣଙ୍କୁ ଚିତ୍ରରେ ଥିବା ୬ଟି ରହସ୍ୟ କହିବାକୁ ପଡିବ ତେବେ ଆମେ ଆପଣଙ୍କୁ ଏହା ମଧ୍ୟ କହିବା ପାଇଁ ଚାହୁଁଛୁ ଯେ ୧୦୦ ଲୋକଙ୍କ ମଧ୍ୟରୁ ବହୁତ କମ ଲୋକ ୬ ରହସ୍ୟରୁ ୬ ରହସ୍ୟ ଖୋଜି ପାଇଛନ୍ତି । ଏହି ଚିତ୍ର ଗୋଟେ ଝିଅର ଅଟେ ତେବେ ଆସନ୍ତୁ ଜାଣିବା କଣ ଭୁଲ ଅଛି ।
ଏହା ହେଲେ ସେ ୬ଟି ଭୁଲ :
ଏହା ଗୋଟେ ପ୍ରହେଳିକା ଅଟେ ଯାହା ଲୋକଙ୍କ ପାଇଁ ବହୁତ ମନୋରଞ୍ଜକ ହୋଇ ଥିବ, କିନ୍ତୁ ଆସନ୍ତୁ ଦେଖିବା କିଏ କିଏ ଏହାର ସଠିକ ଉତ୍ତର ଦେଇଛନ୍ତି । ଏହି ଖେଳ ବୁଦ୍ଧି ବଢେଇ ଥାଏ ଯାହା ଦ୍ଵାରା ଆପଣଙ୍କ ବ୍ରେନ ଏକ୍ସରସାଇଜ ହୋଇ ଥାଏ ଓ ସବୁ କାମ ରେ ଆମ ମନ ଲାଗି ଥାଏ କାହିଁକିନା ଆମ ବ୍ରେନ ଶାନ୍ତ ରହି ଥାଏ ଓ ଆମକୁ ଭଲ ଅନୁଭବ ହୋଇ ଥାଏ । ତେବେ ଯଦି ଆପଣ ମଧ୍ୟ ସେହି ସବୁ ଭୁଲ ପାଇବାରେ ଅସମର୍ଥ ହୋଇଛନ୍ତି ତେବେ ଉପରେ ଦିଆ ଯାଇଥିବା ଫୋଟୋ ଦେଖନ୍ତୁ ଓ ସେଥିରେ ଯେଉଁ କଳା ରଙ୍ଗର ସର୍କଲ ହେଇଛି ତାକୁ ଅନ୍ୟ ଫୋଟୋ ଟି ସହ ମିଶାନ୍ତୁ ଏବେ ଆପଣ ଜାଣିପାରିବେ ଏଥିରେ ଥିବା 6 ଟି ଡିଫରେନ୍ସ କଣ ।