ଭାରତରେ ୮୪% ଲୋକ ଚା ପିଅନ୍ତୁ, ଚା ପିବା ସହ ବହୁତ ଲୋକ ବହୁତ ପ୍ରକାର ଜିନିଷ ସେବନ କରନ୍ତି, ଚା ସହ କୌଣସି ଥଣ୍ଡା ଜିନିଷ ସେବନ କରିବା ଉଚିତ ଆମ ଶରୀର ପାଇଁ ହାନିକାରକ ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଖାଇଲେ ଆପଣଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଚା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ ।
ଚା ସହ ଭୁଲରେ ବି ଧୂମ୍ରପାନ କରନ୍ତୁ ନାହିଁ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସିଗ୍ରେଟ ବହୁତ ଖରାପ ହୋଇଥାଏ, ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଚା ବହୁତ ସ୍ୱାସ୍ଥ୍ୟ ଖରାପ ହବ, ଚା ସହ ସିଗାରେଟ ପିବା କେତେ ପ୍ରକାର ରୋଗର କାରଣ ହୋଇଥାଏ, ଏହି ଚା ସିଗାରେଟ ଏକା ସହ ଖାଇଲେ ଆପଣଙ୍କୁ ସବୁଠାରୁ ଭୟଙ୍କର ରୋଗ କ୍ୟାନ୍ସର ହୋଇଥାଏ । ଚାରେ କେଫିନ ହୋଇଥାଏ ଯାହା ମସ୍ତିସ୍କ କୋଶିକା ଜାଗୃତ କରିବା ପାଇଁ ଯାହା ସମ୍ବନ୍ଧ ଯୋଶ ଓ ଉତେଜନା ଅଧିକ ଚା ପାଣି ହାନିକାରକ ଅଟେ ।
ଚା ପାଇଁ ଲାଭ ଓ ଚା ହାନିକାରକ ଏହି ଉପାୟ ନିର୍ଭର କରିଥାଏ ଚା ସବୁବେଳେ ଫୁଟେଇକି ପିବା ଉଚିତ ଏହା ମନେ ରଖନ୍ତୁ ଯେ ଚା ଦୁତୀୟ ଥର ଫୁଟେଇଲେ ଏହା ବିଷ କାମ କରିଥାଏ । କ୍ଷୀରରେ ଚା ପତ୍ତି ପକାଇ ଚା ବନେଇଲେ ବହୁତ ହାନିକାରକ ହୋଇଥାଏ । ଚା ଯେତେ ଫୁଟା ଯାଏ ତେବେ ଚା ଆମ ଶରୀର ପାଇଁ ଏହା ବହୁତ ହାନିକାରକ ଅଟେ, ଚା ଆମକୁ ସବୁବେଳେ କମସେବନ କରିବା ଉଚିତ ଏବଂ ପାଣି ସହ ଏହାକୁ ଫୁଟେଇବା ଉଚିତ ।
ଚା ସହ ସବୁ ସିଗାରେଟ ବିଡି ସେବନ କଲେ କ୍ୟାନ୍ସର ହେଲେ ସମ୍ଭାବନା ବହୁତ ବଡ ହୋଇଥାଏ ତେବେ ଭୁଲରେ ବି ଚା ସହ ଧୂମ୍ରପାନ କରିବା ଉଚିତ ନୁହଁ । ଧୂମ୍ରପାନ ତଥାପି କ୍ୟାନ୍ସର ପାଇଁ ବଡ କାରଣ ଅଟେ ଯଦି ଆପଣ ଧୂମ୍ରପାନ କରନ୍ତି ତେବେ ବହୁତ କମ ଦିନରେ ଆପଣଙ୍କୁ କ୍ୟାନ୍ସର ଭଳି ଭୟଙ୍କର ରୋଗ ହୋଇଥାଏ, ତେବେ ଏହି ଭୟଙ୍କର ରୋଗ ଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ଚା ସିଗାରେଟ ଭଳି ଜିନିଷ ସେବନ ଛାଡିବା ଉଚିତ ।
ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।