ଯେବେ ବି ଡ୍ରାଇ ଫୃଟ ବିଷୟରେ ଆମ ମନରେ ଧ୍ୟାନ ଆସିଥାଏ ସେତେବେଳେ ଆମକୁ ବାଦାମ, ପିସ୍ତା, କିସମିସ, କାଜୁ ଇତ୍ୟାଦି ମନେ ପଡିଥାଏ, ଏହା ସବୁ ବହୁତ ପୋଷ୍ଟିକ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଡ୍ରାଇ ଫୃଟ ବିଷୟରେ କହିବାକୁ ଯାଉଛୁ ଯାହା ଏହା ଠାରୁ ବହୁତ ଭଲ ହୋଇଥାଏ ଓ ପୋଷ୍ଟିକ ମଧ୍ୟ । ତେବେ ଆପଣ ମାନେ ମଧ୍ୟ ଏହା ଜାଣିଛନ୍ତି ଯେ ଡ୍ରାଇ ଫୃଟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ଡକ୍ଟର ମଧ୍ୟ ଲୋକଙ୍କୁ ରୋଗ ରୁ ମୁକ୍ତ ରହିବା ପାଇଁ ସବୁ ଦିନ ଡ୍ରାଇ ଫୃଟ ଖାଇବା ପାଇଁ କୁହନ୍ତି ।
ଆଜି ଆମେ ଯେଉଁ ଡ୍ରାଇ ଫୃଟ ବିଷୟରେ କହିବାକୁ ଯାଉଛୁ ତାହା ଏହା ମାନଙ୍କ ଠାରୁ ବହୁତ ଗୁଣ ଅଧିକ ପୋଷ୍ଟିକ ଅଟେ, ଏଥିରେ ବହୁତ ଦୁର୍ଲଭ ପୋଷାକ ତତ୍ଵ ପ୍ରାପ୍ତ ହୋଇଥାଏ, ଏହି ଡ୍ରାଇ ଫୃଟ ନା ଅଖରୋଟ ଅଟେ, ଅଖରୋଟ ସେବନ କରିବା ଦ୍ଵାରା ବହୁତ ଲାଭକାରୀ ଗୁଣ ଦେଖିବାକୁ ପାଇବୁ, ଯାହା ଜାଣିଲା ପରେ ଆପଣ ମଧ୍ୟ ଅଖରୋଟ ଖାଇବା ଆରମ୍ଭ କରିବେ ।
ବ୍ରେନ ପାୱର ବଢାଇଥାଏ :
ମାନବ ଶରୀରରେ ମସ୍ତିସ୍କ କେନ୍ଦ୍ର ସଞ୍ଚାଳକ ରୂପରେ କାମ କରିଥାଏ, ତେବେ ମସ୍ତିସ୍କ ଭଲ ଏବଂ ସ୍ଵସ୍ଥ ରଖିବା ପାଇଁ ଯେଉଁ ତତ୍ଵ ଆବଶ୍ୟକ ହୋଇଥାଏ ତାହା ଅଖରୋଟରେ ହୋଇଥାଏ । ଅଖରୋଟରେ ରେ ମେଲାଟୋନୀନ, ଓମେଗା – ୩, ବିଟାମିନ – ଈ, ଫୋଲେଟ ଏବଂ ଅନ୍ୟ ପୋଷକ ତତ୍ଵ ମସ୍ତିସ୍କ କ୍ରିୟା ଆମ ମସ୍ତିସ୍କକୁ ଭଲ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ ।
ଡାଇବେଟିଜ ରେ ଲାଭକାରୀ :
ଡାଇବେଟିଜ ରୋଗୀକୁ ଧୀରେ ଧୀରେ ମାରିଥାଏ, ଏହା ଏମିତି ଏକ ଭୟଙ୍କର ରୋଗ ଯେଉଁଥିରେ ଇନସୁଲିନ ଅଭାବ ହବା ଦ୍ଵାରା ଆପଣଙ୍କ କିଡନି ଓ ହାର୍ଟ ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଏହି ସ୍ଥିତି ରେ ସବୁ ଦିନ ଅଖରୋଟ ସେବନ କରିବା ଦ୍ଵାରା ଆପଣଙ୍କ ଇନସୁଲିନ ସମସ୍ଯା ଦୂର ହୋଇଥାଏ ।
କ୍ୟାନ୍ସର ଠାରୁ ଲଢିଥାଏ :
ଅନେକ ଅଧ୍ୟୟନରେ ଏହା ଜଣା ପଡିଛି ଯେ ଅଖରୋଟ ନା କେବଳ ପୁରୁଷଙ୍କୁ ତେବେ ମହିଳାଙ୍କୁ ମଧ୍ୟ ସେବନ କରିବା ଉଚିତ ଯାହା ଦ୍ଵାରା କ୍ୟାନ୍ସର ଭୁଟାଣୁ ଆପଣଙ୍କୁ କୌଣସି ହାନି କରି ପାରିବେ ନାହିଁ ।
ହେଲ୍ଦି ହାର୍ଟ :
ଅଖରୋଟରେ ଏମିତି ଗୋଟେ ମାଇକ୍ରୋ ନ୍ୟୂଟ୍ରିଏଣ୍ଟ ହୋଇଥାଏ ଯାହା ଏନ୍ଟିଅକ୍ଶଡେଣ୍ଟ ଭରପୁର ହୋଇଥାଏ, ଏଥିରେ ଓମେଗା-୩ ଭଳି ଫ୍ୟାଟି ଏସିଡ ଓ ଲାର୍ଜେନଈନ ଭଳି ଏମୀନୋ ଏସିଡ ହୋଇଥାଏ ଯାହା ହାର୍ଟ ପାଇଁ ବହୁତ ଲାଭକାରୀ ହୋଇଥାଏ ।
ପୁରୁଷଙ୍କ ପାଇଁ ଲାଭକାରୀ :
ଅଖରୋଟରେ ପ୍ରଚୁର ମାତ୍ରାରେ ବିଟାମିନ ହୋଇଥାଏ ଯାହା ପୁରୁଷଙ୍କ ଗୁପ୍ତ ଦୁର୍ବଳତା କମ କରିଥାଏ ଓ ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।