ଝାରଖଣ୍ଡ ଚତରା ଜିଲାରେ ଗୋଟେ ରୋଗୀ ପେଟରେ ଅଜବ ଗଜବ ଦରଜ ହବାର ଘଟଣା କଥା ସାମ୍ନାକୁ ଆସିଛି ଯାହା ପରେ ଡକ୍ଟର ଦୁଇ ପୁରୁଷଙ୍କ ଅଭିଯୋଗ ଅନୁଯାଇ ପ୍ରେଗନେନ୍ସି ଟେଷ୍ଟ ଲେଖିଥିଲେ, ଏହି ଘଟଣା ଖବର ସୂନୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ହଡକମ୍ପ ହୋଇଯାଇଛି । କେସ ଯାଞ୍ଚ ପାଇଁ କୁହା ଯାଇଛି, ତେବେ ଆପଣ କେବେ ଏହା ଶୁଣିଥିଲେ ଯେ ପୁରୁଷଙ୍କ ପ୍ରେଗନେନ୍ସି ଟେଷ୍ଟ ହୋଇଥାଏ ଯେଉଁ ପୁରୁଷ ନିଜ ସର୍ଜରୀ କରି ମହିଳାଙ୍କ ଅଙ୍ଗ ଲଗାନ୍ତି ତାଙ୍କ କେସରେ ଏହା ସମ୍ଭବ କିନ୍ତୁ କଣ କୌଣସି ସାମାନ୍ୟ ଲୋକକୁ ଏମିତି କରିବାର ଆପଣ ଦେଖି ଛନ୍ତି ।
ଏହି ଘଟଣା ସିମରିୟା ପ୍ରଖଣ୍ଡ ଚୋରବୋରା ଗାଁ ନିବାସୀ ୨୨ ବର୍ଷୀୟ ଗୋପାଲ ଗଞ୍ଚୁ ଓ କାମେଶ୍ଵର ଗଞ୍ଚୁ ପେଟରେ ହଟାତ ବହୁତ ଜୋରରେ ଦରଜ ହେଲା ଘର ଲୋକ ଓ ସମ୍ପର୍କୀୟ ଲୋକ ତାଙ୍କୁ ନେଇ ହସ୍ପିଟଲ ପହଞ୍ଚିଥିଲେ ଯାହା ପରେ ତାଙ୍କୁ ହସ୍ପିଟଲରେ ଏଡମିଟ କରା ଯାଇଥିଲା । ଖବର ଅନୁଯାଇ ଡକ୍ଟର ମୁକେଶ ଏହି ଦୁଇ ରୋଗୀଙ୍କୁ ଚିକିତ୍ସା କରିଥିଲେ ଓ ହସ୍ପିଟଲ କାଗଜ ନଂ ୧୭୦୨୮ ଓ ୧୭୦୩୨ ରେ ପ୍ରେଗନେନ୍ସି ଟେଷ୍ଟ ଲେଖିଥିଲେ ।

କେବଳ ଏତିକି ନୁହ ଡକ୍ଟର ଜୁଆବକଙ୍କୁ ଏଚଆଇବି, ଏଚବିଏ, ଏଚସିଵବି, ସିବିଶି, ଏଚଏଚ -୨ ଓ ଏଏନସି ଚେକଅପ ମଧ୍ୟ ଲେଖିଥିଲେ । ଡକ୍ଟର ଦୁଇ ପୁରୁଷଙ୍କୁ ସମାନ ଔଷଧ ଲେଖିଲା ଯାହା ପରେ ଦୁହେଁ ଯାଞ୍ଚ ପାଇଁ ପାଖ ପାଥୋଲ୍ୟାବ ଗଲେ ଯାହା ପରେ ହସ୍ପିଟଲ କାଗଜରେ ଏହି ଟେଷ୍ଟ ଦେଖି ଚିକିତ୍ସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପ୍ରେଗନେନ୍ସି ଟେଷ୍ଟ କଥା ଶୁଣି ରୋଗୀ ଓ ତାଙ୍କ ସମ୍ପର୍କୀୟ ସିନିଅର ଡକ୍ଟର ଅରୁଣ କୁମାର ପାସବାନଙ୍କ ପାଖରେ ଡକ୍ଟର ମୁକେଶ ଏହି ଅଭିଯୋଗ ନେଇ ଗଲେ, ତେବେ ସିନିଅର ସର୍ଜନ ଡକ୍ଟର ପାସବାନଙ୍କ କହିବା ଅନୁଯାଇ ଅଭିଯୋଗ ଅନୁଯାଇ ଯାଚ ପାଇଁ ଆଦେଶ ଦିଆ ଯାଇଛି, ଆରୋପି ଡକ୍ଟର ମୁକେଶ କୁମାର ସବୁ ଅଭିଯୋଗ ଖାରିଜ କରିଛନ୍ତି ।

ଡକ୍ଟର ମୁକେଶଙ୍କ କହିବା ଅନୁଯାଇ ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ତାଙ୍କ କହିବା ଅନୁଯାଇ ଓଭର ରାଇଟିଙ୍ଗ ଦ୍ଵାରା ଏହା କରା ଯାଇଛି, ଡକ୍ଟର କହିବା ଅନୁଯାଇ ସେ ପ୍ରେଗ୍ନେନ୍ସି ଟେଷ୍ଟ ଲେଖି ନାହାନ୍ତି । ଏମିତି ଆଉ ଗୋଟେ ଘଟଣା ସିଙ୍ଘଭୂମ ଜିଲାରେ ହୋଇଥିଲା ଗୋଟେ ମହିଳା ଡକ୍ଟର ପାଖକୁ ନିଜ ରୋଗ ବିଷୟରେ କହିଲେ ଯାହା ପରେ ଔଷଧ ଡକ୍ଟର ଦ୍ଵାରା ଲେଖା ଗଲା ଓ ଔଷଧ ଦୋକାନୀ କହିଲା ଯେ କଣ୍ଡୋମ ଲେଖା ହୋଇଛି, ତେବେ ଯଦି ଡକ୍ଟର ଅନ୍ୟମନସ୍କ ରହିବେ ତେବେ ଲୋକଙ୍କ ଜୀବନ ପ୍ରତି ଏମିତି କରିବେ ତେବେ କଣ ହବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।