ଏହି ସଫାଇକର୍ମୀ ବଞ୍ଚେଇଥିଲା ଗୋଟେ ଝିଅର ଜୀବନ, ୨୫ ବର୍ଷ ପରେ ଝିଅଟି ଏମିତି ସୁଝିଲା ରୁଣ- ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ ରାମକିଶୋର ନିଜ କଚଡାରେ ବୋତଲ ଓ ପ୍ଲାଷ୍ଟିକ ଇତ୍ୟାଦି ସଂଗ୍ରହ କରନ୍ତି ଓ ନିଜ ଓ ନିଜ ପରିବାର ପେଟ ପୂର୍ଣ କରୁଥିଲେ, ଗୋଟେ ଦିନ ରାମକିଶୋର କଚଡା ଗୋଟାଉଥିଲେ ଯେତେବେଳେ ତାଙ୍କ ନଜର ଗୋଟେ ନାଲି କପଡା ଉପରେ ପଡିଲା ଓ ସେ ଭାବିଲେ କେହି କୌଣସି ଜିନିଷ ଛାଡି ଦେଇଛନ୍ତି ବା ଭୁଲରେ କାହା ଜିନିଷ ପଡିଯାଇଛି ଏହା ଭାବି ରାମକିଶୋର ନାଲି କପଡା ପାଖକୁ ଗଲେ ଓ ଖୋଲିଲେ, ଯେତେବେଳେ ସେ ନାଲି କପଡା ଖୋଲି ଦେଲେ ତା ଭିତରେ ଯାହା ଥିଲା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସେହି କପଡା ରେ ଗୋଟେ ଛୋଟ କୁନି ଝିଅକୁ କେହି ଛାଡି ଯାଇଥିଲା ।

Image Courtesy: Google

ରାମକିଶୋର ପ୍ରଥମେ ଚିନ୍ତା କଲେ ଯଦି ଛୁଆତି ମାରି ଯାଇଥିବ କିନ୍ତୁ ମନ ସନ୍ଦେହ ମନରେ ରଖି ସେ ଛୁଆକୁ ହସ୍ପିଟଲ ନେଇ ଗଲେ, ଡକ୍ଟର ଏହା ପରେ ରାମକିଶୋରକୁ କହିଲେ ଯେ ଝିଅ ବଞ୍ଚିଛି । ରାମକିଶୋର ଏହି କଥା ଶୁଣି ବହୁତ ଖୁସି ହେଲେ ଓ ଏହା ସହ ବହୁତ ଦୁଃଖୀ ମଧ୍ୟ ହେଲେ, ଏହା ଭାବି ଯେ ଝିଅର କଣ ହବ କିନ୍ତୁ କିଛି ସମୟରେ ସେ ନିଜ ଚିନ୍ତା ଧାରା ବଦଳିଲେ । ସେ ବହୁତ କଷ୍ଟକରି ଝିଅ ଚିକିତ୍ସା କରାଇଲେ ଓ ଘରକୁ ନେଇ ଗଲେ, ରାମକିଶୋର ଘରେ ତାଙ୍କ ବୁଢୀ ମା ଛଡା ଆଉ କେହି ନଥିଲା ରାମକିଶୋର ପରିବାର କହିବାକୁ ଗଲେ ତାଙ୍କ ମା ଥିଲେ ଓ ବର୍ତମାନ ଏହି ଝିଅ ତାଙ୍କ ପରିବାର ହୋଇଯାଇଥିଲା ।

Image Courtesy: Google

ଏହା ପରେ ରାମକିଶୋର ସେହି କୁନି ଝିଅକୁ ନିଜ ମା ପାଖରେ ଛାଡି ପ୍ରତିଦିନ କାମକୁ ଯାଉଥିଲା, ଏହି ଝିଅ ନା ରାମକିଶୋର ରଖିଲେ ମାନସୀ । ମାନସୀକୁ ରାମକିଶୋର ସବୁ ସୁଖ ଯାହା ସେ ଦେଇ ପାରିଲା ଦବା ପାଇଁ ପୂର୍ଣ ପ୍ରୟାସ କଲେ ଓ ନିଜେ ଗୋଟେ ଭିକାରି ଭଳି ନିଜ ଜୀବନ ଜ୍ଞାପନ କଲେ । ୨୦୧୮ ଡିସେମ୍ବର ରେ ମାନସୀକୁ ସେକସନ ଅଧିକାରୀ ହାର୍ଟିକଲ୍ଚର ପଦ ରେ ଦିଲ୍ଲୀ ରେ ଚାକିରି ପ୍ରାପ୍ତ ହେଲା, ରାମକିଶୋର ସବୁ ସପନ ପୂର୍ଣ ହୋଇଗଲା ସେ ଏହି ଖବର ପାଇ ବହୁତ ଖୁସି ଥିଲେ, ସୀ ପୁରା ଗାଁରେ ମିଠା ବାଣ୍ଟିଲେ ।

Image Courtesy: Google

ମାନସୀ କେବେ ଏହି ରହସ୍ୟ ଜାଣି ପାରିଲେ ନାହିଁ ଯେ ରାମକିଶୋର ତାଙ୍କ ବାପା ନୁହନ୍ତି, ୩ ଅକ୍ଟୋବର ୨୦୧୯ରେ ମାନସୀ ବିବାହ କରି ନିଜ ସାସୁ ଘରକୁ ଚାଲି ଗଲେ, ଯାହା ପରେ ରାମକିଶୋର ନିଜେ ଏହି କାହାଣୀ ସମସ୍ତଙ୍କୁ କହିଲେ । ଆଜି ବି ରାମକିଶୋର ନିଜ ଝିଅ ସହ ରହୁଛନ୍ତି ଓ ତାଙ୍କ ବିଷୟରେ ଜାଣି ଆପଣ ମଧ୍ୟ କହିବେ ଏମିତି ବି ଲୋକ ଅଛନ୍ତି, ମାନସୀ ପାଇଁ ରାମକିଶୋର କେବେ ବି ଗୋଟେ କଚଡାବାଲା ନଥିଲେ ସେ ସବୁବେଳେ ତାଙ୍କ ବାପା ଥିଲେ ଯିଏ ତାଙ୍କୁ ବହୁତ ଭଲ ପାଉଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *