ଭୁଲରେ ମଧ୍ୟ ଏହି ୫ଜଣଙ୍କୁ ଗୋଡ ମାରନ୍ତୁ ନାହିଁ, ନଚେତ ହୋଇଯିବ ବଡ଼ ସର୍ବନାଶ

ଆପଣମାନେ ଜାଣିଥିବେ ଭାରତରେ ସଂସ୍କାର ଓ ହିନ୍ଦୁ ସଭ୍ୟତା କୁ ବହୁତ ମାନ୍ୟତା ଦିଆଯାଇଥାଏ । ଏହି ସଭ୍ୟତାରେ ବଡ ମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବା ଆମର ଏକ ପ୍ରକାରର ସ୍ୱାଭିମାନ ଅଟେ । ଏମିତି ବି ଏହି ଜାଗାରେ ପାଦ ବାଜିଲେ ବହୁତ ଅମଙ୍ଗଳ ମାନାଯାଇଥାଏ । ଯଦି କାହାର ଦେହରେ ଗୋଡ ବାଜିଥାଏ ଏହାକୁ ଆମ ଶାସ୍ତ୍ରରେ ସେହି ବ୍ୟକ୍ତି ପ୍ରତି ଅସମ୍ମାନ ବୋଲି କୁହାଯାଇଥାଏ । କାହାକୁ ସମ୍ମାନ କରିବା ଦ୍ୱାରା ଆପଣଙ୍କର କୌଣସି ଭୁଲ ହୋଇନଥାଏ କିନ୍ତୁ କାହାକୁ ଅସମ୍ମାନ କରିବା ଆମ ପରମ୍ପରାରେ ପାପ ହୋଇଥାଏ ଓ ଏହା ଇଚିତ ହୋଇନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଜିନିଷ ବିଷୟରେ କହିବୁ ଯାହା ସହ ଆପଣଙ୍କ ପାଦ ବାଜିବା ଦ୍ୱାରା ଆପଣଙ୍କର ଅମଙ୍ଗଳ ହୋଇଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ । ହିନ୍ଦୁ ସମାଜରେ ବ୍ରାହ୍ମଣ ମାନଙ୍କୁ ସବୁଠାରୁ ସର୍ବାଗ୍ରେ ରଖାଯାଇଥାଏ । ଓ ଘରେ କିମ୍ବା କୌଣସି ଧର୍ମ କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କ ମୁଖ୍ୟ ଭୂମିକା ରହିଥାଏ । ଓ ତାଙ୍କ ଆଶିର୍ବାଦ ପାଇଲେ ପିଢ଼ି ଉପରେ ପିଢ଼ି ଉନ୍ନତି କରିଥାଏ । ଏଥିପାଇଁ କୌଣସି ବ୍ରାହ୍ମଣଙ୍କୁ ଅସମ୍ମାନୀତ କରନ୍ତୁ ନାହିଁ କାରଣ ବ୍ରାହ୍ମଣଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ ।

ଯେଉଁ କନ୍ୟା ମାନଙ୍କର ବୟସ କମ ହୋଇଥାଏ ଓ ସେମାନଙ୍କର ମାସିକ ଋତୁଶ୍ରାବ ହୋଇନଥାଏ ଓ ସେମାନେ କୁଆଁରି ଥାଆନ୍ତି ଓ ସେମାନଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ । ଭୁଲରେ ବି ଏମାନଙ୍କ ଦେହରେ ଗୋଡ ବଜାଇବା ଉଚିତ ନୁହେଁ । ହିନ୍ଦୁ ଧର୍ମରେ ଅଗ୍ନିଙ୍କୁ ଦେବତା ରୂପରେ ଆଖ୍ୟା ଦିଆଯାଇଥାଏ । ଅଗ୍ନି ନଥିଲେ ଆମେ କୌଣସି କାର୍ଯ୍ୟ କରିପାରନ୍ତେ ନାହିଁ । ଅଗ୍ନି ଦ୍ୱାରା ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ ଓ କେବେ ଭୁଲ ରେ ଅଗ୍ନିକୁ ଗୋଡ ଦେଖାଇବେ ଉଚିତ ନୁହେଁ ନଚେତ ସର୍ବନାଶ ହୋଇଥାଏ ।ଆମ ହିନ୍ଦୁ ଧର୍ମରେ ଗୁରୁଙ୍କୁ ଭଗବାନ ଭାବରେ ମାନିଥାନ୍ତି ।

Loading...

ଯାହା ଘରେ ଗୁରୁଜନ ଓ ଅଧିକ ବୟସର ବୃଦ୍ଧ ବ୍ୟକ୍ତି ରହିଥାନ୍ତି ତାଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ । ଏଥିପାଇଁ ଗୁରୁଜନ ଓ ବୃଦ୍ଧ ବୟସର ବ୍ୟକ୍ତି ମାନଙ୍କ ଦେହରେ ଗୋଡ ବଜାନ୍ତୁ ନାହିଁ ନଚେତ ସବୁଠାରୁ ସର୍ବନାଶ ହୋଇଥାଏ । ଆପଣମାନେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଯଥାକ୍ରମେ : ଗାଡି ,ସାଇକେଲ ଓ ପ୍ରତିଟି ଯାନବାହାନ ରେ ଗୋଡ ବଜାନ୍ତୁ ନାହିଁ । ଓ ଆପଣ କୌଣସି ବାସନ କୁସନ ଓ ଖାଇବା ଥାଳିରେ ଗୋଡ ବଜାନ୍ତୁ ନାହିଁ । କାରଣ ଖାଇବା ପାତ୍ରରେ ମାତା ଲକ୍ଷ୍ମୀ ବିଜେ କରିଥାନ୍ତି ଖାଦ୍ୟ ପାତ୍ରରେ ଗୋଡ ବାଜିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏଥିପାଇଁ ଏହିସବୁ କଥା ଆପଣ ସର୍ବଦା ମନେରଖିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment