ଇଂଲେଣ୍ଡ ରୁ ଗୋଟେ ଅଦ୍ଭୂତ ପ୍ରେମ କାହାଣୀ ସାମ୍ନା କୁ ଆସିଛି, ଏହି କାହାଣୀ କୁ ଜାଣିଲା ପରେ ଆପଣ ବି କହିବେ ଟ୍ଵିଷ୍ଟ କାହାଣୀ ରେ ନୁହେଁ ପ୍ରେମୀ ରେ ଅଛି । ଖବର ଅନୁଯାଇ ଜଣେ ମହିଳା ଗୋଟେ ଭୂତ ପ୍ରେମ ରେ ଦିବାନି ହୋଇ ଯାଇଛନ୍ତି, ତାଙ୍କ ଇଛା ଅଛି କି ସେ ଗୋଟେ ଭୂତ ବେବି କୁ ଜନ୍ମ ଦେବେ । କୁହାଯାଉଛି କି ଏହି ମହିଳାଙ୍କ ନା ଏମଥିସ୍ତ ଋଲ୍ମ ଅଟେ ।
ମଣିଷ କୁ ଛାଡି ଭୂତ ସହ ସମ୍ବନ୍ଧ :
ଋଲ୍ମଙ୍କ ଜୀବନ ରେ ଗୋଟେ ବୟଫ୍ରେଣ୍ଡ ବି ଥିଲା ଯାହା ସହ ଋଲ୍ମଙ୍କ ନିର୍ବନ୍ଧ ବି ସାରିଥିଲା । ଋଲ୍ମଙ୍କ ଭାବି ସ୍ଵାମୀ ପ୍ରାୟତଃ କାମ ପାଇଁ ଦୂର ଜାଗା କୁ ଯାଉଥିଲେ, ଏହି ସମୟ ରେ ଋଲ୍ମଙ୍କ ଜୀବନ ରେ ତାଙ୍କ ବର୍ତ୍ତମାନ ର ଭୂତ ପ୍ରେମୀ ଆସିଲେ ଯାହା ସହ ଋଲ୍ମ ବହୁତ ଖୁସି ରେ ରହିଲେ, ଏହା ସବୁ ଜାଣି ତାଙ୍କ ବୟଫ୍ରେଣ୍ଡ ତାଙ୍କ ସହ ସମ୍ବନ୍ଧ ଭାଙ୍ଗି ଦେଲା ।
ବର୍ଷ ବର୍ଷ ଧରି ଭୂତଙ୍କ ସହ ସମ୍ବନ୍ଧ :
ଋଲ୍ମଙ୍କ ଅନୁଯାଇ ସେ ୧୧ବର୍ଷ ରୁ ଭୂତଙ୍କ ସମ୍ପର୍କ ରେ ରହି ସାରିଛନ୍ତି । ତାଙ୍କ କହିବା ଅନୁଯାଇ ସେ ଭୂତଙ୍କ ଉପସ୍ଥିତି ଭଲ ଭାବ ରେ ଜାଣି ପାରନ୍ତି । ଦିନେ ଋଲ୍ମ ବାହାରେ ବଗିଚା ପାଖ ରେ ମୌଷମ ର ମଜା ନେଉଥିଲେ ସେହି ସମୟ ରେ ତାଙ୍କୁ କିଛି ଅନୁଭବ ହେଲା କାହାର ଉପସ୍ଥିତି ଏବଂ ସେ ବୁଝି ଗଲେ କି ତାଙ୍କ ଜୀବନ ରେ ପ୍ରେମ ର ଆଗମନ ହୋଇଯାଇଛି, ଋଲ୍ମ ଏବେ ନିଜ ଭୂତ ପ୍ରେମୀ ସହ ବହୁତ ଖୁସି ରେ ଅଛନ୍ତି ।
ଋଲ୍ମ ଅନୁସାରେ ସେ କେବେ ନିଜ ଭୂତ ପ୍ରେମୀ କୁ ଦେଖି ନାହାନ୍ତି କିନ୍ତୁ ତାଙ୍କୁ ଅନୁଭବ କରନ୍ତି ଏବଂ ବହୁତ ଭଲ ମଧ୍ୟ ପାଆନ୍ତି । ସେ ନିଜ ଭୂତ ପ୍ରେମୀ ସହ ବହୁତ ଇଣ୍ଟିମେଟ ରିଲେସନ ରେ ଅଛନ୍ତି ଏବଂ ନିଜ ଘୋଷ୍ଟ ବେବି କୁ ଜନ୍ମ ଦବାକୁ ଚାହାଁନ୍ତି ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।