ଭୂତ ପ୍ରେମରେ ପାଗଳ ଏହି ମହିଳା, ଦେବାକୁ ଚାହୁଁଛି ତାର(ଭୂତ) ସନ୍ତାନ କୁ ଜନ୍ମ

ଇଂଲେଣ୍ଡ ରୁ ଗୋଟେ ଅଦ୍ଭୂତ ପ୍ରେମ କାହାଣୀ ସାମ୍ନା କୁ ଆସିଛି, ଏହି କାହାଣୀ କୁ ଜାଣିଲା ପରେ ଆପଣ ବି କହିବେ ଟ୍ଵିଷ୍ଟ କାହାଣୀ ରେ ନୁହେଁ ପ୍ରେମୀ ରେ ଅଛି । ଖବର ଅନୁଯାଇ ଜଣେ ମହିଳା ଗୋଟେ ଭୂତ ପ୍ରେମ ରେ ଦିବାନି ହୋଇ ଯାଇଛନ୍ତି, ତାଙ୍କ ଇଛା ଅଛି କି ସେ ଗୋଟେ ଭୂତ ବେବି କୁ ଜନ୍ମ ଦେବେ । କୁହାଯାଉଛି କି ଏହି ମହିଳାଙ୍କ ନା ଏମଥିସ୍ତ ଋଲ୍ମ ଅଟେ ।

ମଣିଷ କୁ ଛାଡି ଭୂତ ସହ ସମ୍ବନ୍ଧ :

ଋଲ୍ମଙ୍କ ଜୀବନ ରେ ଗୋଟେ ବୟଫ୍ରେଣ୍ଡ ବି ଥିଲା ଯାହା ସହ ଋଲ୍ମଙ୍କ ନିର୍ବନ୍ଧ ବି ସାରିଥିଲା । ଋଲ୍ମଙ୍କ ଭାବି ସ୍ଵାମୀ ପ୍ରାୟତଃ କାମ ପାଇଁ ଦୂର ଜାଗା କୁ ଯାଉଥିଲେ, ଏହି ସମୟ ରେ ଋଲ୍ମଙ୍କ ଜୀବନ ରେ ତାଙ୍କ ବର୍ତ୍ତମାନ ର ଭୂତ ପ୍ରେମୀ ଆସିଲେ ଯାହା ସହ ଋଲ୍ମ ବହୁତ ଖୁସି ରେ ରହିଲେ, ଏହା ସବୁ ଜାଣି ତାଙ୍କ ବୟଫ୍ରେଣ୍ଡ ତାଙ୍କ ସହ ସମ୍ବନ୍ଧ ଭାଙ୍ଗି ଦେଲା ।

ବର୍ଷ ବର୍ଷ ଧରି ଭୂତଙ୍କ ସହ ସମ୍ବନ୍ଧ :

ଋଲ୍ମଙ୍କ ଅନୁଯାଇ ସେ ୧୧ବର୍ଷ ରୁ ଭୂତଙ୍କ ସମ୍ପର୍କ ରେ ରହି ସାରିଛନ୍ତି । ତାଙ୍କ କହିବା ଅନୁଯାଇ ସେ ଭୂତଙ୍କ ଉପସ୍ଥିତି ଭଲ ଭାବ ରେ ଜାଣି ପାରନ୍ତି । ଦିନେ ଋଲ୍ମ ବାହାରେ ବଗିଚା ପାଖ ରେ ମୌଷମ ର ମଜା ନେଉଥିଲେ ସେହି ସମୟ ରେ ତାଙ୍କୁ କିଛି ଅନୁଭବ ହେଲା କାହାର ଉପସ୍ଥିତି ଏବଂ ସେ ବୁଝି ଗଲେ କି ତାଙ୍କ ଜୀବନ ରେ ପ୍ରେମ ର ଆଗମନ ହୋଇଯାଇଛି, ଋଲ୍ମ ଏବେ ନିଜ ଭୂତ ପ୍ରେମୀ ସହ ବହୁତ ଖୁସି ରେ ଅଛନ୍ତି ।

ଋଲ୍ମ ଅନୁସାରେ ସେ କେବେ ନିଜ ଭୂତ ପ୍ରେମୀ କୁ ଦେଖି ନାହାନ୍ତି କିନ୍ତୁ ତାଙ୍କୁ ଅନୁଭବ କରନ୍ତି ଏବଂ ବହୁତ ଭଲ ମଧ୍ୟ ପାଆନ୍ତି । ସେ ନିଜ ଭୂତ ପ୍ରେମୀ ସହ ବହୁତ ଇଣ୍ଟିମେଟ ରିଲେସନ ରେ ଅଛନ୍ତି ଏବଂ ନିଜ ଘୋଷ୍ଟ ବେବି କୁ ଜନ୍ମ ଦବାକୁ ଚାହାଁନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *