Vastu Shastra: ବିବାହିତ ମହିଳା ମାନେ ଏଭଳି ଭୁଲ କେବେବି କରିବ ନାହିଁ, ଏହି ଦିନ ବାଳ ଧୋଇଲେ ଆସିଥାଏ ସନ୍ତାନର ଜୀବନ ଉପରେ ବିପଦ

ଆପଣ ମାନେ ଜାଣିଥିବେ ବିବାହିତା ମହିଳା ମାନେ ଅନେକ ବ୍ରତ ଉପବାସ କରିଥାନ୍ତି । ଯାହା ପାଇଁ ସେମାନଙ୍କୁ କେଶ ଧୋଇବାକୁ ପଡିଥାଏ । କିନ୍ତୁ କେଶ ଧୋଇବାର କିଛି ବିଶେଷ ଦିନ ଓ ନୀତି ରହିଛି ଯାହାକୁ ନାରୀ ମାନେ ପାଳନ କରିବା ଉଚିତ । ଯଦି ଏପରି ନ ହୁଏ ତେବେ ପରିବାରର କ୍ଷତି ହେବା ସହ ସନ୍ତାନ ମାନଙ୍କର ମଧ୍ୟ ଅନିଷ୍ଟ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ବିବାହିତା ମହିଳା ମାନେ କେଉଁ ଦିନ କେଶ ଧୋଇବା ଉଚିତ ନୁହେ ସେହି ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମରେ ଅନେକ ପରମ୍ପରାକୁ ଆଜି ବି ବିଶେଷ ମହତ୍ଵ ଦିଆଯାଏ । ବିବାହ ଓ ଅ-ନ୍ତି-ମ ସଂ-ସ୍କା-ର ବ୍ଯତୀତ ଅନ୍ୟ କେତେକ ପରମ୍ପରା ରହିଛି ଯାହାକୁ ଭାରତୀୟ ପୁରୁଷ ବା ମହିଳା ପାଳନ କରିଥାନ୍ତି । ଏହି ପରମ୍ପରା ଅନୁଯାୟୀ ସୁହାଗିନୀ ମହିଳା ମାନଙ୍କୁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ହିନ୍ଦୁ ଧର୍ମ ଅନୁସାରେ ନାରୀ ମାନେ ସପ୍ତାହର କିଛି ଦିନରେ କେଶ ଧୋଇଲେ ସେମାନଙ୍କ ପରିବାର ଉପରେ ସମସ୍ୟା ଆସିବା ସହ ସ୍ଵାମୀଙ୍କର ମଧ୍ୟ କ୍ଷତି ହୋଇଥାଏ । ଯେଉଁ ଝିଅ ମାନେ ବିବାହ କରି ନାହାନ୍ତି ସେମାନେ ବୁଧବାର ଦିନ କେଶ ଧୋଇବା ଉଚିତ ନୁହେ । ଯଦି କୌଣସି ଝିଅ ବୁଧବାର ଦିନ କେଶ ଧୋଏ ତେବେ ତା ଭାଇ ଉପରେ କିଛି ସମସ୍ଯା ଆସିପାରେ । ଯଦି ସୁହାଗିନୀ ମହିଳା ଗୁରୁବାର ଦିନ କେଶ ଧୁଅନ୍ତି ତେବେ ସେମାନଙ୍କ ସ୍ଵାମୀଙ୍କର ଆୟୁ କମ ହୋଇଥାଏ ।

ଏହା ଛଡା ଧନ ହାନି ମଧ୍ୟ ହୋଇଥାଏ । ତେଣୁ ଭୁଲରେ ବି ମହିଳା ମାନଙ୍କୁ ଗୁରୁବାର ଦିନ କେଶ ଧୋଇବା ଉଚିତ ନୁହେ । ଏହା ଛଡା ଗୁରୁବାର ଦିନ ନଖ ବା କେଶ କାଟିବା ଉଚିତ ନୁହେ । ଏହା ବ୍ଯତୀତ ଗୁରୁବାର ଦିନ ଘର ଲିପିବା ବା କପଡା ଧୋଇବା ଉଚିତ ନୁହେ । ଯଦି ଆପଣ ଏପରି କରନ୍ତି ତେବେ ପରିବାର ଉପରେ ବଡ ବିପତ୍ତି ଆସିପାରେ ।

ଯଦି ବିବାହିତା ମହିଳା ସୋମବାର ଦିନ କେଶ ଧୁଅନ୍ତି ତେବେ ସେମାନଙ୍କ ସନ୍ତାନ ଉପରେ ବଡ ବିପତ୍ତି ଆସିପାରେ । ଏହା ଛଡା ପରିବାର ରେ ଆର୍ଥିକ ସମସ୍ଯା ହୋଇପାରେ । ତେଣୁ ଭୁଲରେ ବି ସୋମବାର ଦିନ କେଶ ଧୋଇବା ଉଚିତ ନୁହେ । ତେବେ ଏହା ଥିଲା କେଉଁ ଦିନ ମାନଙ୍କରେ କେଶ ଧୋଇଲେ ମହିଳା ମାନଙ୍କର ଅନେକ କ୍ଷତି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *