‘ବିଜୟ ମାଲ୍ୟା’ ର ଝିଅ ଅଟନ୍ତି ବଲିଉଡ ର ଏହି ଫେମସ ଅଭିନେତ୍ରୀ, ନା ଜାଣି ଉଡିଯିବ ହୋସ

ବନ୍ଧୁଗଣ, “ବିଜୟ ମାଲ୍ୟା” ଜଣେ ଭାରତୀୟ ବ୍ୟବସାୟୀ ଏବଂ ଜଣେ ରାଜନେତା ଅଟନ୍ତି । ସେ ୟୁବି ଗୃପ ର ଅଧକ୍ଷ୍ୟ ଅଟନ୍ତି । ଯାହାର କାରବାର ଅନେକ କ୍ଷେତ୍ରରେ ବ୍ୟାପୀ ରହିଅଛି । “ବିଜୟ ମାଲ୍ୟା” ଜନ୍ମ ୧୮ ଡିସେମ୍ବର ୧୯୫୫ ମସିହାରେ ହୋଇଥିଲା । କର୍ଣ୍ଣାଟକ ସହରରେ ତାଙ୍କ ଘର ଅବସ୍ଥିତ । ସେଠାରେ ତାଙ୍କ ପିତାଙ୍କର ପରେ “ବିଜୟ ମାଲ୍ୟା” ମାତ୍ର ୨୮ ବର୍ଷ ବୟସରେ ୟୁବି ଗୃପ ର ଅଧକ୍ଷ୍ୟ ବନିଗଲେ । “ୟୁବି ଗୃପ” ଏକ ବହୁରାଷ୍ଟ୍ର ସମୂହ ଭାବରେ ପରିଚିତ ହୋଇଅଛି ।

ଯାହାର ଅନର୍ଗତ ୬୦ କମ୍ପାନୀ ରହିଅଛି । ୧୯୭୩ ଠାରୁ ଆରମ୍ଭ କରି ୧୯୯୯ ପର୍ଯ୍ୟନ୍ତ ଗୃପ ର ୬୪ ପ୍ରତିଶତ ଉନ୍ନତି ବଢିଅଛି । ଏହି ସମୟରେ ଘାତା ରେ ଚାଲୁଥିବା କମ୍ପାନୀକୁ ସେ ବିକ୍ରି କରିଦେଲେ । ସେ ତାଙ୍କର ସମସ୍ତ ଧ୍ୟାନ ଗୃପ ର ମୁଖ୍ୟ ବ୍ୟବସାୟରେ ଲଗାଇଲେ । ବନ୍ଧୁଗଣ “ବିଜୟ ମାଲ୍ୟା” ଙ୍କୁ ମୁଖ୍ୟ ରୂପରେ ଖେଳକୁଦରେ ବହୁତ ଆଗ୍ରହ ରହିଅଛି ।

“ବିଜୟ ମାଲ୍ୟା” ଅନେକ ମଡ୍ଲିଙ୍ଗ ଝିଅମାନଙ୍କ ସହିତ ପାର୍ଟି ମାନଙ୍କରେ ଦେଖା ଯାଆନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ଇଣ୍ଡିଆନ ବ୍ଯାଙ୍କ ର ବହୁତ ବଡ କରଜଦାର ଅଟନ୍ତି । ସେ କୋରୋଡ ଟଙ୍କା ବ୍ଯାଙ୍କ ରୁ କରଜ କରି ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ସେ ବିଦେଶରେ । ବନ୍ଧୁଗଣ “ବିଜୟ ମାଲ୍ୟା” ୨ ଜଣଙ୍କୁ ବିବାହ କରିଥିଲେ ପ୍ରଥମ ସ୍ତ୍ରୀ ଙ୍କୁ ବିବାହ କରି ତାଙ୍କ ଗୋଟିଏ ପୁଅ ରହିଅଛି ଯାହାର ନାମ ଆଶିଷ ଅଟେ ।

ଏବଂ ଏହାପରେ ଦ୍ଵିତୀୟ ସ୍ତ୍ରୀ ଙ୍କୁ ବିବାହ କରି ତାଙ୍କର ଦୁଇଟି ଝିଅ ରହିଅଛି । ବନ୍ଧୁଗଣ ଏହା ବ୍ଯତୀତ ବଲିଉଡ ରେ ତାଙ୍କର ଆଉ ଗୋଟିଏ ଝିଅ ରହିଅଛି ଯାହାର ନାମ “ସମୀରା ରେଡି” ଅଟେ । ବନ୍ଧୁଗଣ “ସମୀରା ରେଡି” ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ନିଜର ଅଭିନୟ ଦ୍ଵାରା ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଛନ୍ତି । ତାଙ୍କର ସମସ୍ତ ଫିଲ୍ମ ମାନଙ୍କରେ ସେ ବହୁତ ଭଲ ଅଭିନୟ କରିଥାନ୍ତି ।

ବନ୍ଧୁଗଣ ଆପଣ ପ୍ରାଏ ତ ଜାଣି ନଥିବେ “ବିଜୟ ମାଲ୍ୟା” ଙ୍କ ଆଉ ଏକ ଝିଅ “ସମୀରା ରେଡି” ଅଟନ୍ତି ବୋଲି, ନିକଟରେ “ସମୀରା ରେଡି” ଙ୍କ ବିବାହ ହୋଇଥିଲା । ଏହି ବିବାହରେ ତାଙ୍କର କନ୍ୟାଦାନ ମଧ୍ୟ “ବିଜୟ ମାଲ୍ୟା” କରିଥିଲେ । ମାତ୍ର “ସମୀରା ରେଡି” ବିଜୟ ମାଲ୍ୟା କୁ ମଉସା ଡାକନ୍ତି । ଦୁହିଙ୍କ ମଧ୍ୟରେ ବାପା ଝିଅଙ୍କ ସମ୍ପର୍କ ଥିବାର ଖବର ମିଳିଅଛି ।

“ସମୀରା ରେଡି” ବହୁତ ଭଲ ଅଭିନୟ କରି ଇଣ୍ଡଷ୍ଟ୍ରି ରେ ନିଜର ଗୋଟିଏ ପରିଚୟ ବନାଇ ଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ସେ ନିଜ ଦାଂପତ୍ଯ ଜୀବନରେ ଅଧିକ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *