ନିଜ ପତ୍ନୀ ଙ୍କୁ ରାଣୀ ଭଳି ରଖନ୍ତି ଏହି ୩ ଟି ନାମର ପୁରୁଷ- Jyotisha Shastra

ବନ୍ଧୁଗଣ, କଥାରେ ଅଛି ପ୍ରତ୍ୟକ ପୁରୁଷଙ୍କ ସଫଳତା ପଛରେ ଜଣେ ନାରୀ ର ବିଶେଷ ଅବଦାନ ରହିଥାଏ । ଶାସ୍ତ୍ର ଅନୁସାରେ ଏହି ସଂସାରରେ ସବୁଠାରୁ ଶ୍ରେଷ୍ଟ ସମ୍ପର୍କ ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କକୁ କୁହାଯାଇଅଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି ପୁରୁଷ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ କି ନିଜ ପତ୍ନୀ ଙ୍କୁ ସର୍ବଦା ରାଣୀ ବନାଇ ରଖିଥାନ୍ତି । ବନ୍ଧୁଗଣ ଜୀବନରେ ପତି-ପତ୍ନୀ ର ସମ୍ପର୍କ ବହୁତ ଖାସ ହୋଇଥାଏ ।

ବନ୍ଧୁଗଣ ୨ ଟି ଅଜଣା ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହୋଇ ପରସ୍ପର ସହିତ ପରିବାରର ମଧ୍ୟ ଧ୍ୟାନ ରଖିଥାନ୍ତି । ବନ୍ଧୁଗଣ ଅଧିକାଂଶ ସମୟରେ ପତି-ପତ୍ନୀ ଙ୍କ ମଧ୍ୟରେ ଝଗଡା ଲାଗିଥାଏ । ସେହିଭଳି କିଛି ପତି-ପତ୍ନୀ ବହୁତ ହସ ଖୁସି ରେ ଜୀବନ-ଜାପନ କରିଥାନ୍ତି ।

୧- “A”;-  ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ଅତ୍ୟନ୍ତ ଉତ୍ତମ ହୋଇଥାନ୍ତି । ସେମାନେ ସର୍ବଦା ନିଜ ସ୍ତ୍ରୀ ଙ୍କର ଯତ୍ନ ରଖିଥାନ୍ତି । ଏହିଭଳି ପୁରୁଷ ମାନେ ନିଜ ପତ୍ନୀ ଉପରେ ଅଧିକ ବିଶ୍ଵାସ କରିଥାନ୍ତି । ଉଭୟ ନିଜ ସମ୍ପର୍କକୁ ନେଇ ବହୁତ ଇମାନ୍ଦାର ରହିଥାନ୍ତି, ଏହା ଫଳରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଅଧିକ ନିବିଡ ହୋଇଥାଏ । ଏହି ନାମର ପୁରୁଷ ନିଜ ପତ୍ନୀ ଙ୍କୁ ରାଣୀ ଭଳି ରଖିଥାନ୍ତି ।

୨- “P”;- ଏହି ନାମର ପୁରୁଷ ମାନେ ନିଜ ପତ୍ନୀଙ୍କର ସମସ୍ତ ଜରୁରୀ ଦରକାରୀ ଜିନିଷ ର ଖାସ ଭାବରେ ଯତ୍ନ ରଖିଥାନ୍ତି । ତାଙ୍କର ସମସ୍ତ ଜିଜ୍ଞାସା କୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହିଭଳି ପୁରୁଷ ମାନଙ୍କ ପାଇଁ ସେମାନଙ୍କ ସ୍ତ୍ରୀ ତଥା ପତ୍ନୀ ହିଁ ସବୁକିଛି ହୋଇଥାନ୍ତି । ବିଶେଷ କରି ସେମାନଙ୍କ ସ୍ଵୋଭାବ ଅତ୍ୟନ୍ତ ଶାନ୍ତ ପ୍ରକୃତିର ହୋଇଥାଏ ।

୩- “D”;- ଏହି ନାମର ପୁରୁଷ ମାନେ ଜୀବନରେ ନିଜ ପତ୍ନୀଙ୍କ ବ୍ଯତୀତ ଅନ୍ୟ କେଉଁ ମହିଳା ଙ୍କୁ ଆଖି ଉଠାଇ ଦେଖନ୍ତି ନାହିଁ । ସେମାନେ ନିଜ ପତ୍ନୀ ଙ୍କର ସମସ୍ତ ଇଛା କୁ ପୂରଣ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିଥାନ୍ତି । ଯଦି କେହି ତାଙ୍କ ସ୍ତ୍ରୀ ଙ୍କ ସହିତ ଦୁର୍ବ୍ୟବାହ କରିଥାନ୍ତି ତେବେ, ଏହି ପୁରୁଷ ମାନେ ଅନ୍ୟ ଖରାପ ଚିନ୍ତା ଧାରା ଅଥବା ଖରାପ କହିଥିବା ଲୋକଙ୍କୁ ଘୃଣା କରିଥାନ୍ତି । ବନ୍ଧୁଗଣ ସ୍ଵାମୀ-ସ୍ତ୍ରୀ ଙ୍କ ବନ୍ଧନ ମଧ୍ୟରେ ଯଦି ପ୍ରେମ, ବିଶ୍ଵାସ, ତଥା ପରସ୍ପରକୁ ବୁଝିବା ଶକ୍ତି ରହିଥିବ ତେବେ, ନିଜର ଦାଂପତ୍ଯ ଜୀବନ ଟି ଅତ୍ୟନ୍ତ ଆନନ୍ଦମୟ ଭାବରେ ବିତିଯାଇଥାଏ ।

ମାତ୍ର ଅପର ପାର୍ଶ୍ଵରେ ଯଦି ସେହି ସମ୍ପର୍କରେ ମନୋମାଳିନୀ ହୋଇଥାଏ ତେବେ ସମ୍ପର୍କ ଭାଙ୍ଗିବା ପାଇଁ ଗୋଟିଏ ମୂହୁର୍ତ୍ତ ମଧ୍ୟ ଲାଗି ନଥାଏ । ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କ ଏକ ଏଭଳି ସମ୍ପର୍କ ଯାହା ଏହି ସଂସାରରେ ଶ୍ରେଷ୍ଠ ସମ୍ପର୍କ ବୋଲି କୁହା ଯାଇଛି । ବନ୍ଧୁଗଣ ଏହାଥିଲା ୩ ଟି ନାମର ପୁରୁଷ ମାନଙ୍କ ସମ୍ବନ୍ଧରେ ସମ୍ପୂର୍ଣ ବିବରଣୀ ଆପଣଙ୍କର ମତାମତ ଏହାକୁ ନେଇ କଣ ଅଟେ ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *