ଘର ଏରୁଣ୍ଡି ଉପରେ ବସୁଥିବା ମହିଳା ଏହାକୁ ନିଶ୍ଚୟ ଦେଖନ୍ତୁ- Vastu Shastra

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ମଣିଷ ନିଜ ଜୀବନରେ ବହୁତ ପରିଶ୍ରମ କରିବା ଆବଶ୍ୟକ କିନ୍ତୁ ପରିଶ୍ରମ ସହ ଯଦି ଭାଗ୍ୟ ଆପଣଙ୍କ ସାଥ ଦିଏ ନାହିଁ ତେବେ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବାସ୍ତୁ ଶାସ୍ତ୍ର ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କୁ ଜାଣିବା ବହୁତ ଆବଶ୍ୟକ ହୋଇଥାଏ ଆଉ ଆପଣଙ୍କ ଜୀବନରେ ଏହି ସବୁ କଥା ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ତେବେ ବାସ୍ତୁ ଅନୁଯାଇ ଯେଉଁ ଘରେ ଜିନିଷ ରଖା ଯାଇନଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।

୧. ଯେଉଁ ଘର ମୁଖ୍ୟ କବାଟ ପାଖରେ ଅଧିକ ଅସନା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ସେଥିପାଇଁ ଘର ମୁଖ୍ୟ କବାଟ ପାଖରେ ଅସନା ରହିବା ଉଚିତ ନୁହଁ । ଅସନା ରହିବା ଦ୍ଵାରା ଆପଣଙ୍କ ଘର ଦରିଦ୍ର ହବାକୁ ଲାଗିଥାଏ ଆଉ ଆପଣଙ୍କ ଜୀବନ ଦୁଃଖମୀ ହୋଇଥାଏ ।

୨. ଯେଉଁ ଘର ମହିଳାଙ୍କ ଉପରେ ପୁରୁଷ ହାତ ଉଠାଇଥାନ୍ତି ବା ଯେଉଁ ଘର ମହିଳାଙ୍କ କଥାରେ ଅପଶବ୍ଦ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ, ଯେଉଁ ଘରେ ସବୁବେଳେ କାହାର ଅପମାନ ହୋଇଥାଏ ସେହି ଘରେ ମାତା ବାସ କରନ୍ତି ନାହିଁ ।

୩. ଘର ଆମ ମନ୍ଦିର ଭଳି ସୁଧ ଆଉ ପବିତ୍ର ରଖିବା ଉଚିତ କାହିଁକିନା ଏହି ଭଳି କରିବା ଦ୍ଵାରା ଆମ ଘରେ ଭଗବାନ ବାସ କରନ୍ତି । ଯେଉଁ ଘରେ ମାଂସ ମଦ ଗନ୍ଧ ହୋଇଥାଏ ଆଉ ସବୁ ଜାଗାରେ କେବଳ ଅସନା ରହିଥାଏ ସେହି ଘରେ ରକ୍ଷାଶ ବାସ କରନ୍ତି ।

୪. ଯେଉଁ ଘରେ ସବୁବେଳେ କଲି ଝଗଡା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳିଯିବ । କେବେ କାହା ସହ ଝଗଡା କରନ୍ତୁ ନାହିଁ ଆପଣଙ୍କୁ ପାପ ଲାଗିବ ।

୫. ଯେଉଁ ଘରେ ଏରୁଣ୍ଡି ନଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ଆଉ ଯେଉଁ ଘର ଏରୁଣ୍ଡିରେ ମହିଳା ମାନେ ବା ଅନ୍ୟ ଘର ଲୋକ ବସିଥାନ୍ତି ବା ଗୋଇଠା ମାରି କୁଆଡେ ଯାଇଥାନ୍ତି ସେହି ଘରେ ପ୍ରଳୟ ଆସିଥାଏ ।

Leave a Reply

Your email address will not be published. Required fields are marked *