ବାପା ହବାକୁ ଯାଉଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ସତ୍ୟଜିତ ପ୍ରଧାନ

ମା ଓ ବାପା ହବା ବିବାହିତ ଦାମ୍ପତ୍ୟ ଜୀବନ ବହୁତ ବଡ ଖୁସି ହୋଇଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ଏହି ଦିନ ପାଇଁ ବହୁତ ଆଗ୍ରହ ସହ ଅପେକ୍ଷା ହୋଇଥାଏ ତେବେ ସମସ୍ତେ ଏହି ଦିନ କେବେ ଆସିବ ବୋଲି ଅପେକ୍ଷା କରିଥାନ୍ତି । କେବଳ ସନ୍ତାନ ଏହି ଦୁନିଆକୁ ଆସିବା ବଡ ଦାଇତ୍ଵ ହୋଇ ନଥାଏ ସେ କେମିତି ଭଲ ମଣିଷ ହବ ଆଉ ତା ଜୀବନ କେମିତି ସୁଖମୟ ହବ ତାହା ବିଷୟରେ ମଧ୍ୟ ମା ବାପାଙ୍କୁ ବିଚାର କରିବାକୁ ପଡିଥାଏ । ତେବେ କଣ ଆପଣ ମାନେ ଏହି ସୁଖ ପାଇଛନ୍ତି ବା ଅପେକ୍ଷାରେ ଅଛନ୍ତି ।

ତେବେ ମା ବାପା ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ନିଜ ଛୁଆକୁ ସୁଖ ଦବାକୁ ପ୍ରୟାସ କରିଥାନ୍ତି କାହିଁକିନା ଛୁଆକୁ କଷ୍ଟ ହେଲେ ମା ବାପା ଛାତି କଷ୍ଟ ହୋଇଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଅଲିଉଡ ଦୁନିଆରେ ଯେତେବେଳେ ଯୋଡି ମା ବାପା ହବାକୁ ଯାଇଥାନ୍ତି ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଇବା ସହ ବହୁତ ଭଲ ମଧ୍ୟ ପାଇଥାନ୍ତି । ତେବେ ଅଲିଉଡ ଦୁନିଆ ଲୋକପ୍ରିୟ ଗାୟକ ସତ୍ୟଜିତ ପ୍ରଧାନ ବାପା ହବାକୁ ଯାଉଛନ୍ତି ଆଉ ତାଙ୍କ ଏହା ପ୍ରଥମ ସନ୍ତାନ ଅଟେ ।

ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ସତ୍ୟଜିତ ୧୦୦ ଠାରୁ ଅଧିକ ଆଲ୍ବମ ଗୀତ ଗାଇଛନ୍ତି ଆଉ କେତେକ ଫିଲ୍ମ ଗୀତ ମଧ୍ୟ ସେ ଗାଇବାକୁ ପାଇଛନ୍ତି । ତାଙ୍କ ଗୀତ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅଟେ, ତେବେ ସତ୍ୟଜିତ ପ୍ରାୟତଃ ସମୟ ନିଜ ଇଂଷ୍ଟାରେ ନିଜ ସ୍ତ୍ରୀ ସହ ଫଟୋ ଶେୟର କରିଥାନ୍ତି କିନ୍ତୁ ବର୍ତମାନ ସେ ନିଜ ସ୍ତ୍ରୀଙ୍କ ସହ ନୂଆ କୁନିଆ ଘରକୁ ଆସିବାକୁ ଯାଉଛି ବୋଲି ଲେଖିକି ଶେୟର କରିଛନ୍ତି ଏହି ଫଟୋରେ ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି ବୋଲି ସାଫ ଜଣା ପଡୁଛି ଆଉ ଦୁହିଙ୍କ ଫଟୋ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛି ଲୋକ ତାଙ୍କ ଫଟୋ ଲାଇକ କରିବା ସହ ସୁବେକଛା ଜଣାଇଛନ୍ତି ।

ସତ୍ୟଜିତଙ୍କ ବ୍ୟବହାର ସମସ୍ତଙ୍କ ସହ ବହୁତ ଭଲ ତେବେ ଯେଉଁ ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ କହିଛନ୍ତି ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ଆଉ କାହାକୁ କେବେ ନିନ୍ଦା କରି ନାହାନ୍ତି । ଯିଏ ତାଙ୍କୁ ଭଲରେ ଜାଣିଛି ସିଏ ବି ବା ଅନ୍ୟ ମାନେ ବି ତାଙ୍କୁ ବହୁତ ଭଲ ପାଇଥାନ୍ତି ଏହାର ମୁଖ୍ୟ କାରଣ ତାଙ୍କ ସୁନ୍ଦର ମଧୁର ଗୀତ ଅଟେ ।

Leave a Reply

Your email address will not be published. Required fields are marked *