ସକାଳୁ ବାସୀ ମୁହଁରେ ପଇଡ ପାଣି ପିଇଲେ ମୂଳରୁ ଶେଷ ହେବ ଏହି 10 ବଡ ରୋଗ- Health Tips

ମଣିଷ ନିଜ ଜୀବନରେ କେବଳ ଧନ ଅର୍ଜିତ କରିବାରେ ଲାଗିଛି କିନ୍ତୁ କେହି ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦଉ ନାହାନ୍ତି । ତେବେ ସମସ୍ତଙ୍କୁ କେବଳ ନିଜ ସୁଆଦ ଉପରେ ବିଶେଷ ଧ୍ୟାନ ଅଛି ସେଥିପାଇଁ ଆଜିକା ସମୟରେ ଲୋକ ପ୍ରୋସେସ ଖାଦ୍ୟ ଅଧିକ ସେବନ କରୁଛନ୍ତି ଯେମିତିକି ପିଆଜ ବର୍ଗର ଆଉ କେତେକ ଜିନିଷ ଯାହା କେବଳ ମଇଦା ଆଉ ତେଲ ବ୍ୟବହାର କରା ଯାଇଥାଏ । ଯେତେବେଳେ କାହାକୁ ରୋଗ ହୋଇଥାଏ ସେତେବେଳେ କେବେ ବି ଡକ୍ଟର ଆମକୁ ଏହା କହି ନଥାଏ ଯେ କଣ ଖାଇବା ଆବୟସ୍କ ଆଉ କଣ ଖାଇବା ଆବଶ୍ୟକ ନୁହଁ ତାହା ବିଷୟରେ କେହି କହି ନଥାନ୍ତି କାହିଁକିନା ଆମେ ସ୍ଵସ୍ଥ ରହିଲେ ଡକ୍ଟର ପାଖକୁ କିଏ ଜୀବ ।

ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ଜିନିଷ ଖାଇବା ଉଚିତ ଆଉ କେଉଁ ଜିନିଷ ଖାଇବା ଦ୍ଵାରା ଆପଣଙ୍କ ଶରୀର ଦିନକୁ ଦିନ କଚଡା ହୋଇଥାଏ । ମଣିଷକୁ ଭଗବାନ ଏହି ଭାବରେ ଶ୍ରୂଷଠି କରିଛନ୍ତି ଯେ ଆମ ଶରୀର ୭୫% ପାଣି ହୋଇଥାଏ ଆଉ ତରଳ ପଦାର୍ଥ ଦ୍ଵାରା ଆମ ଶରୀର ନିର୍ମାଣ ହୋଇଛି ତେବେ ଆମକୁ ଯେତେ କଞ୍ଚା ଜିନିଷ ଖାଇବା ଉଚିତ କାହିଁକିନା କଞ୍ଚା ଜିନିଷରେ ପାଣି ମାତ୍ରା ଅଧିକ ହୋଇଥାଏ ଆଉ ଏହା ଆମ ଶରୀରରେ ହଜମ ହବା ପରେ ବହୁତ ସହଜରେ ମିଶି ଯାଇଥାଏ ।

କିନ୍ତୁ ଅନ୍ୟ ତେଲ ଆଉ ମସଲା ଜିନିଷ ଆମ ଶରୀରକୁ ହଜମ କରିବାରେ ଅସୁବିଧା ହୋଇଥାଏ ଆଉ ହଜମ ହବା ପରେ ବି ତାର ପୋଷଣ ଆମ ଶରୀରକୁ ପ୍ରାପ୍ତ ହୋଇନଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଗୋଟେ ରାମବାଣ ଚିକିତ୍ସା ଆଣିଛୁ ଯାହା ଆପଣଙ୍କୁ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ଆପଣଙ୍କୁ ସକାଳେ ଖାଲି ପେଟରେ ପଇଡ ପାଣି ସେବନ କରିବା ଉଚିତ କାହିଁକିନା ପଇଡ ପାଣି ସେବନ କରିବା ଦ୍ଵାରା ଆପଣଙ୍କ ଶରୀର ସବୁ ଟକସିନ ବାହାରକୁ ବାହାରି ଯାଇଥାଏ ।

ଆଉ ଆପଣଙ୍କ ଶରୀରରେ ପିତ ଜିନିଷ ବହୁତ କମ ରହିଥାଏ କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଶରୀର ଏହି ଟକସିନ ପାଇଁ ଆମ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥାଏ । ପଇଡ ପାଣି ସେବନ କରିବା ଦ୍ଵାରା ଥାଇରଏଡ ଭଳି ସମସ୍ଯା ଦୂର ହୋଇଥାଏ ଏହା ଛଡା ପଇଡ ପାଣି ଦ୍ଵାରା ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢିବାକୁ ଲାଗିଥାଏ । ପଇଡ ପାଣି ସବୁଠାରୁ ଅଧିକ କିଡନି ଷ୍ଟୋନ ଭଳି ସମସ୍ୟାରେ କାମ ଦେଇଥାଏ, ଯେଉଁ ମାନଙ୍କୁ କିଡନି ସମସ୍ଯା ହୋଇଥାଏ ତାଙ୍କୁ ପଇଡ ପାଣି ସେବନ କରିବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *