ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ସବୁ ଜିନିଷ ବିଷୟରେ ସଠିକ କଥା ବରଣନ କରା ଯାଇଛି ମଣିଷକୁ କେଉଁ ସ୍ଥାନରେ କେଉଁ କାମ କରିବା ବହୁତ ଆବଶ୍ୟକ ହୋଇଥାଏ ସେହି ବିଷୟରେ ମଧ୍ୟ ବହୁତ କଥା କୁହା ଯାଇଛି ଠିକ ସେମିତି ଘରକୁ ଦରିଦ୍ରତା ଆସିବ ବୋଲି କିଛି କଥା ଦ୍ଵାରା ସଂକେତ ମିଳିଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ଯାଇଥାଏ । ଏମିତି କିଛି ସଂକେତ ଯାହା ଆପଣ ଦେଖିବାକୁ ପାଇଥିବେ କିନ୍ତୁ ଜାଣି ନଥିବେ ଯେ ଏହା ଶୁଭ ନା ଅଶୁଭ ସଂକେତ ହୋଇଥାଏ ।
୧. ଯେଉଁ ଘରେ ତୁଳସୀ ପତ୍ର ଶୁଖିବାକୁ ଲାଗିଥାଏ ସେହି ଘର ମାତା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି ସେଥିପାଇଁ ତୁଳସୀ ସୁଖୀ ଯାଇଥାନ୍ତି । ଏହି ଭଳି ଘରେ ଆର୍ଥିକ ସମସ୍ୟା ବହୁତ ଶୀଘ୍ର ଆସିଥାଏ ଆଉ ବହୁତ ଅଧିକ ମାତ୍ରାରେ ଆସିଥାଏ ।
୨. ଯେଉଁ ଘରେ ସବୁବେଳେ କଲି ଝଗଡା ଆରମ୍ଭ ହୋଇଥାଏ ସେହି ଘର ଲୋକଙ୍କୁ ପୂଜା ପାଠ ଇତ୍ୟାଦି କରାଇବା ଆବଶ୍ୟକ ହୋଇଥାଏ କିନ୍ତୁ ଯଦି କେହି ଏହାକୁ ପୂର୍ଣ୍ଣ କରି ପାରନ୍ତି ନାହିଁ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ଆଉ ସେହି ଘରେ କିଛି ନା କିଛି ଅଣିଷ୍ଠ ହୋଇଥାଏ ।
୩. ଯେଉଁ ମହିଳାଙ୍କ ମୁଣ୍ଡ ଉପରେ କାଉ ବସିଥାଏ ସେହି ମହିଳାଙ୍କ ସ୍ଵାମୀ ର ଜୀବନକୁ ସଙ୍କଟ ରହିଥାଏ ସେଥିପାଇଁ ଜ୍ୟୋତିଷ ପାଖକୁ ଯାଇ ପୂଜା କରାଇବା ବହୁତ ଆବଶ୍ୟକ ହୋଇଥାଏ ।
୪. ଯେଉଁ ଘରେ ଆପଣ ରହିବାକୁ ଯାଇଥାନ୍ତି ଆଉ ଘରକୁ ପଶୁ ପଶୁ ଆପଣଙ୍କୁ ମ-ଲା ଝିଟିପିଟି ଦେଖା ଦେଇଥାଏ ସେହି ଘରେ ବାସ କରିବା ଉଚିତ ନୁହଁ ଯଦି ବାସ କରିବା ଆବଶ୍ୟକ ତେବେ ସେହି ଘରେ ଭଲ ଭାବରେ ପୂଜା କରନ୍ତୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହବ ।
୫. ଯେଉଁ ଘର ମହିଳା ଅଳସୁଆ ହୋଇଥାନ୍ତି ସେହି ଘରେ କାମ ବହୁତ କମ ହୋଇଥାଏ ଆଉ ମହିଳା ଅଧିକ ସୋଇଥାନ୍ତି ଯାହା ଦ୍ଵାରା ପୁରୁଷଙ୍କ ଜୀବନ ବ୍ୟର୍ଥ ହୋଇଥାଏ ।
୬. ଯେଉଁ ଘରେ ସବୁବେଳେ କ୍ଷୀର ଉତୁରି ପଡିଥାଏ ସେହି ଘରେ ବହୁତ କିଛି ଅଶୁଭ ହୋଇଥାଏ ତେବେ ଆପଣଙ୍କ ମଧ୍ୟରୁ କିଛି ଲୋକ କହିବେ କ୍ଷୀର ଉତୁରିବା ଭଲ କିନ୍ତୁ ହଟାତ ଗୋଟେ ଦିନ ହେଲେ ଶୁଭ କିନ୍ତୁ ଲଗାତାର ଯଦି ଦୁଇ ତିନି ଦିନ ହୋଇଥାଏ ତେବେ ଖରାପ ହୋଇଥାଏ ।