ପାପ କରିବା ବ୍ୟକ୍ତିକୁ ମିଳେ ଏହି ଦଣ୍ଡ, ଜାଣନ୍ତୁ କଣ କହିଛନ୍ତି ଶ୍ରୀ କୃଷ୍ଣ- Garuda Purana

ବନ୍ଧୁଗଣ, ମନୁଷ୍ୟର ଜୀବନ ଯେଉଁଭଳି ସତ୍ୟ ଅଟେ ସେହିଭଳି ସତ୍ୟ ହୋଇଥାଏ ତାହାର ଦେ-ହ-ତ୍ୟା-ଗ । ବନ୍ଧୁଗଣ ଯେଉଁଭଳି ମନୁଷ୍ୟ ଏହି ଭୂ ଲୋକକୁ ଆଗମନ କରିଥାଏ, ସେହିଭଳି ଦିନେ ସେ ଦେ-ହ-ତ୍ୟା-ଗ ମଧ୍ୟ କରିଥାଏ । କିନ୍ତୁ ମନୁଷ୍ୟ ଏହିସବୁ ସତ୍ୟକୁ ଜାଣି ମଧ୍ୟ ତାହାଠାରୁ ଦୂରକୁ ଯିବା ସ-ମ୍ବ-ନ୍ଧରେ ଚିନ୍ତା କରିଥାଏ । ମନୁଷ୍ୟ ନିଜ ଜୀବନରେ ଅନେକ ପା-ପ-ମା-ନ କରିଥାଏ । ଯାହାର କାରଣ ପ-ର-ଲୋ-କ କୁ ଯିବାର କାରଣ ସ-ମ୍ବ-ନ୍ଧରେ ନଜାଣି ନାନା ପ୍ରକାର ଅ-ନେ-ଇ-ତି-କ ଭୁଲମାନ କରିଥାଏ ।

ଦେ-ହ-ତ୍ୟା-ଗ କରିବା ପରେ ପା-ପ କର୍ମ ଯୋଗୁଁ ତାଙ୍କର ଆ-ତ୍ମା କୁ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ । ଏହାର ବର୍ଣ୍ଣନା ହିନ୍ଦୁ ଧର୍ମ ର ଆଧାରିତ ପୁରାଣ ମାନଙ୍କ ମଧ୍ୟରୁ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଅଛି । ଆସନ୍ତୁ ଏବେ ଜାଣିବା ଦେ-ହ-ତ୍ୟା-ଗ ପରେ ଆ-ତ୍ମାଙ୍କ ସହିତ କଣ ହୋଇଥାଏ । ଆସନ୍ତୁ ଜାଣିବା ତାହା ସ-ମ୍ବ-ନ୍ଧରେ,-

ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଯେଉଁ ମନୁଷ୍ୟ ଦେ-ହ-ତ୍ୟା-ଗ କରିଥାଏ । ସେ କଥା କହିବ ବ-ନ୍ଦ କରିଦେଇଥାଏ । ସେହି ବ୍ୟକ୍ତିଟିର ସମସ୍ତ ଇନ୍ଦ୍ରିୟ ଶୀତଳ ପଡିଯାଇଥାଏ । ଯେବେ ଅ-ନ୍ତି-ମ ସମୟ ନିକଟକୁ ଆସିଥାଏ ତେବେ ପ-ର-ମା-ତ୍ମା ଦ୍ଵାରା ତାଙ୍କୁ ଗୋଟିଏ ଦିବ୍ୟ ଦ୍ରୁଷ୍ଟି ମିଳିଥାଏ । ଯାହା ଫଳରେ ସେ ସମଗ୍ର ସଂସାରକୁ ଗୋଟିଏ ନଜରରେ ଦେଖିବାକୁ ଲାଗିଥାଏ । ବନ୍ଧୁଗଣ ଗରୁଡ ପୁରାଣରେ କୁହାଯାଇଛି ଯେ, ଅନ୍ତିମ ସମୟରେ ୨ ଜଣ ଯ-ମ-ଦୂ-ତ ଆସିଥାନ୍ତି । ଯେଉଁମାନେ ଦେଖିବାକୁ ବହୁତ ଭ-ୟା-ନ-କ ହୋଇଥାନ୍ତି ।

ଯଦି ସେମାନେ ପୂଣ୍ୟକାମ କରିଥାନ୍ତି ତେବେ ଅତି ସହଜରେ ଦେ-ହ-ତ୍ୟା-ଗ କରିଥାନ୍ତି । ମାତ୍ର ଯଦି ସେମାନେ ଅତ୍ୟନ୍ତ ପା-ପ କାର୍ଯ୍ୟ କରିଥାନ୍ତି ତେବେ ଶେଷ ନିଶ୍ଵାସ ନେବା ସମୟରେ ତାଙ୍କୁ ବହୁତ କଷ୍ଟ ହୋଇଥାଏ । ଏହାପରେ ଆସିଥିବା ଯ-ମ-ଦୂ-ତ ସେହି ବ୍ୟକ୍ତିଟିକୁ ଯମଲୋକ କୁ ନେଇଯାନ୍ତି । ବନ୍ଧୁଗଣ ଯମଲୋକ ର ରାସ୍ତା ଅନ୍ଧାର ଏବଂ ଗରମପାଣି ରେ ପରିପୂର୍ଣ୍ଣ ହୋଇଥାଏ । ଏହାପରେ ଯମଲୋକ ପହଞ୍ଚିବା ପରେ ସେହି ବ୍ୟକ୍ତିଟିକୁ ଯାତନା ଦିଆ ଯାଇଥାଏ ।

ଏହାପରେ ତାଙ୍କୁ ଯମରାଜ ଙ୍କ କହିବା ଅନୁସାରେ ତାଙ୍କୁ ୧୩ ଦିନ ପର୍ଯ୍ୟନ୍ତ ନିଜ ଉତ୍ତମ କାର୍ଯ୍ୟକୁ ସମ୍ପନ୍ନ କରିବା ନିମନ୍ତେ ଆକାଶ ମାର୍ଗ ରୁ ତାଙ୍କ ଘରେ ଛାଡି ଦିଆଯାଇଥାଏ । ଘରକୁ ଆସିବା ପରେ ସେହି ଜୀ-ବା-ତ୍ମା ପୁନ୍ନବାର ନିଜ ଶରୀରରେ ପ୍ରବେଶ କରିବାର ପ୍ରୟାସ କରିଥାଏ । କିନ୍ତୁ ଯମଦୁତ ର ବନ୍ଧନରୁ ସେ ମୁ-କ୍ତି ହୋଇପାରିନଥାଏ ଏବଂ ଭୋକ ଶୋଷ ରେ କଷ୍ଟ ପାଇ ସେ କାନ୍ଦିଥାଏ । ଗରୁଡ ପୁରାଣ ଅନୁସାରେ ପରଲୋକ କୁ ଯାଇଥିବା ବ୍ୟକ୍ତି ଙ୍କର ପରିବାର ଲୋକଙ୍କୁ ୧୦ ଦିନ ପର୍ଯ୍ୟନ୍ତ ପି-ଣ୍ଡ ଦାନ କରିବା ଆବଶ୍ୟକ ।

କାରଣ ପି-ଣ୍ଡ ଦାନ ଯୋଗୁଁ ଆ-ତ୍ମା କୁ ଚଳପ୍ରଚଳ କରିବାର ଶ-କ୍ତି ପ୍ରାପ୍ତ ହୋଇଥାଏ । ଏହାପରେ ବ୍ୟକ୍ତିର ଶରୀର ତ୍ୟା-ଗ-ର ୧୩ ଦିନ ପରେ ଯମଦୂତ ଆ-ତ୍ମା କୁ ପୁଣିଥରେ ଧରିଥାନ୍ତି । ପୁନ୍ନର୍ବାର ଆରମ୍ଭ ହୋଇଥାଏ ଯମଲୋକର ଯାତ୍ରା । ଏହି ମୁହୂର୍ତ୍ତରେ ଆ-ତ୍ମା କୁ ୪୭ ଦିନ ପର୍ଯ୍ୟନ୍ତ ବଇତରାଣୀ ନଦୀ ପାର କରିବାକୁ ହୋଇଥାଏ । ଏହିଭଳି ଭାବରେ ଭୋକ ଶୋଷ ରେ କଷ୍ଟ ପାଇ ଆ-ତ୍ମା ଯମଲୋକ ରେ ପହଞ୍ଚିଥାଏ ।

ଯମଲୋକରେ ଚିତ୍ରଗୁପ୍ତ ସେହି ପ୍ରାଣିର ସମସ୍ତ ଲେଖାଜୋଖା ଯମରାଜ ଙ୍କୁ ଦେଇଥାନ୍ତି । ଏହାପରେ ସେହି ଆଧାରରେ ଧର୍ମରାଜ ଏହା ନିଶ୍ଚୟ କରନ୍ତି ଯେ ପା-ପୀ ଆ-ତ୍ମାକୁ କେଉଁ ନ-ର୍କ-ରେ ପକାଇବା ଉଚିତ । ବନ୍ଧୁଗଣ ଏବେ ଆପଣ ବୁଝିପାରୁଥିବେ ଆମ ଜୀବନରେ ଧନଦୌଲତର କାମନା ଛାଡି ସତ ମାର୍ଗରେ ଚାଲିବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହି ମହତ୍ବପୂର୍ଣ୍ଣ ବିଷୟବସ୍ତୁ କୁ ନେଇ ନିଜର ଚିନ୍ତାଧାରା କଣ ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *