ବିବାହ ପରେ କଣ ପାଇଁ ଡେରିରେ ଆସେ ପିରିୟଡ୍ସ, ଏହାର କାରଣ ଜାଣନ୍ତୁ

ସବୁ ମାସ ରେ ମାସିକ ଧର୍ମ ଆସିବା ସ୍ଵାଭାବିକ ଅଟେ ଏବଂ ଏହା ମହିଳାଙ୍କ ଶରୀର ପାଇଁ ଆବଶ୍ୟକ ମଧ୍ୟ ଅଟେ କିନ୍ତୁ ଏହି ସମୟରେ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ ଅଟେ, ନଚେତ ଏହା ଦ୍ଵାରା ମହିଳାଙ୍କ ମାସିକ ଧର୍ମ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ, ଏହି ସମୟରେ ହୋଇଥିବା ଭୁଲ ପାଇଁ କେତେ ପ୍ରକାର ପେଟ ରୋଗ ଜନ୍ମ ହୋଇଥାଏ ଏବଂ ଆଗକୁ ହଇରାଣ କରିଥାଏ । ଏହା ସହ ଇନଫେକସନ ବିପଦ ମଧ୍ୟ ବଢିଥାଏ ସେଥିପାଇଁ ଆପଣଙ୍କୁ ସୁସ୍ଥ ଖାଦ୍ୟ ଖାଇବା ଉଚିତ ଏବଂ ଏମିତିକା ଖାଦ୍ୟ ଯାହା ଦ୍ଵାରା ଆପଣଙ୍କ ପେଟ ସମସ୍ଯା ରେ ପଡି ପାରେ ବଞ୍ଚିବା ଉଚିତ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ତେବେ ଆସନ୍ତୁ ଜାଣିବା ବିବାହ ପରେ କଣ ପାଇଁ ମାସିକ ଧର୍ମ ଡେରି ରେ ଆସିଥାଏ । ବିବାହ ପରେ ମାସିକ ଧର୍ମ ଡେରି ରେ ଆସିବା କାରଣ, ମାସିକ ଧର୍ମ ମିସ ହେଲେ କଣ କରନ୍ତୁ, ବିବନାହ ପରେ ମହିଳାଙ୍କ ଜୀବନ ସହ ତାଙ୍କ ଶରୀରେ ମଧ୍ୟ ବହୁତ ପ୍ରକାର ପରିବର୍ତନ ଆସିଥାଏ । ବିବାହ ପରେ ମାସିକ ଧର୍ମ ରେ ଅନିୟମିତ ବା ମାସିକ ଧର୍ମ ଡେରି ରେ ଆସିବା ବିବାହିତ ମହିଳାଙ୍କ ପାଇଁ ଗୋଟେ ସାମାନ୍ୟ କଥା ଅଟେ ଏବଂ ଦୁନିଆ ସାରା ବହୁତ ମହିଳା ଏମିତି ଅଛନ୍ତି ଯିଏ ଏହି ସମସ୍ଯା ଦ୍ଵାରା ପୀଡିତ ଅଛନ୍ତି ।

# ବେଳେ ବେଳେ ମାସିକ ଧର୍ମ ସମସ୍ଯା ସାମାନ୍ଯ ଥାଏ କିନ୍ତୁ ବେଳେ ବେଳେ କିଛି ମହଗିଲାଙ୍କ ପାଇଁ ବହୁତ ଗମ୍ଭୀର ରୋଗ ହୋଇଥାଏ, ବିବାହ ପରେ ବହୁତ କାରଣ ପାଇଁ ମାସିକ ଧର୍ମ ଡେରି ରେ ଆସିଥାଏ ଏହାର ଗୋଟେ କାରଣ ଗର୍ଭବତୀ ହବା ହୋଇଥାଏ ।

# ବିବାହ ପରେ କିଛି ମହିଳାମାନେ ସମ୍ବନ୍ଧ ପାଇଁ ଅଧିକ ଏକଟିବ ହୋଇଯାନ୍ତି ଯାହା ଫଳରେ ମହିଳା ପ୍ରତିଦିନ ସମ୍ବନ୍ଧ ଇଛା କରିଥାନ୍ତି ଓ ଗର୍ଭନିରୋଧକ ବଟିକା ଖାଇବା ଆରମ୍ଭ କରନ୍ତି ଯାହା ଫଳରେ ଏହି ସମସ୍ଯା ଉତପନ ହୋଇଥାଏ । ଏହି କାରଣ ପାଇଁ ମହିଳାଙ୍କୁ ମାସିକ ଧର୍ମ ଅନିୟମିତ ରୂପରେ ଆସିଥାଏ ।

# ଗର୍ଭନିରୋଧ ବଟିକା ଏହା ସମସ୍ତେ ଉପଯୋଗ କରନ୍ତି କିନ୍ତୁ କେହି ଏହାର ସାଇଡ ଇଫେକ୍ଟ ବିଷୟରେ ଜାଣିବା ଆବଶ୍ୟକ ଅଟେ, ଏହି ବଟିକା ଦ୍ଵାରା ହର୍ମୋନ ଇନବେଲେନ୍ସ ହୋଇଥାଏ, ଏହି କାରଣ ପାଇଁ ଏଷ୍ଟ୍ରୋଜେନ ମାତ୍ରା ବଢିଥାଏ ଯାହା ହର୍ମୋନ ସନ୍ତୁଳନ ଖରାପ କରିଥାଏ ।

Leave a Reply

Your email address will not be published. Required fields are marked *