ଏହି ୩ ସୁନ୍ଦରୀ ଅଭିନେତ୍ରୀ ମାନେ ଚୁପ ଚାପ ରୁପରେ କରିଥିଲେ ବିବାହ, ଜାଣନ୍ତୁ ସେମାନେ କିଏ

ବଲିଉଡରେ କେତେ ଅଭିନେତ୍ରୀ ଅଛନ୍ତି, ଯିଏ ବିବାହ କରିକି ସଂସାର ବସାଇ ସାରିଲେଣି, ଏହି ସବୁ ଆକ୍ଟର ମାନେ ଏତେ ସୁନ୍ଦର ଭାବରେ ବିବାହ କରିଛନ୍ତି ଯେ ଲୋଲକମାନେ ଏମାନଙ୍କର ବିବାହର ଜସନ ଦେଖି ଚକିତ ହେଇଯାଇଥିଲେ । କାହାର ବିବାହ ରୟାଲ ରୁପରେ ମଧ୍ୟ ହୋଇଥିଲା, ତ ସେଇ ଜାଗାରେ ଅନ୍ୟମାନଙ୍କର ବିବାହ ସାଧାରଣ ଭାବେ ରିସେପସନ କରିଥିଲେ ଓ ସେଇ ଜାଗାରେ କିଛି ଅଭିନେତ୍ରୀ ଚୁପ ଚାପ ଭାବେ ବିବାହ କରିଛନ୍ତି । ଆଜି ଆମେ ଏମିତି ହିଁ ଅଭିନେତ୍ରୀଙ୍କ ବିଷୟରେ କଥା ହେବା । ଯିଏ ସବୁ ଚୁପଚାପ ଭାବେ କରିଥିଲେ ବିବାହ ।

Image Courtesy: Google

1 . ପୂଜା ବତ୍ରା

ଫିଲ୍ମ ଷ୍ଟାର ପୂଜା ବତ୍ରା ଆକ୍ଟର ନବାବ ସାହା ସାଙ୍ଗରେ ଚୁପଚାପ ଭାବରେ ବିବାହ କରିଥିଲେ , କିଛି ସମୟ ପୂର୍ବେ ଇଏ ପାରମ୍ପରିକ ରୀତିରେ ବିବାହ କରିଥିଲେ । ପୂଜାର ବେଷ୍ଟ ଫ୍ରେଣ୍ଡ କଶ୍ମୀରା ସାହା ନିଜେ ଏହାର ଖୁଲାସା କରିଥିଲେ । ପୂଜା ନିଜର ସୋସିଆଲ ଆକାଉଣ୍ଟରେ ନିଜର କିଛି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଚୁଡା ପିନ୍ଧି ଥିଲେ । ଏହି ଚୁଡା ଝିଅମାନେ ସେତେବେଳେ ପିନ୍ଧନ୍ତି, ଯେବେ ତାଙ୍କର ବିବାହ ହୋଇଯାଇଥାଏ , ପୂଜା ଖାଲି ନୁହନ୍ତି ଅନ୍ୟ କେତେ ଅଭିନେତ୍ରୀ ମଧ୍ୟ ଅଛନ୍ତି, ଯେଉଁ ମାନେ ଚୁପଚାପ ଭାବେ ବିବାହ କରିଛନ୍ତି ।

Image Courtesy: Google

2 . ଆରତୀ ଛାବଡ଼ିୟା

ବଲିଉଡରେ ନିଜର ସରଳିଆ ଅନ୍ଦାଜ ରେ ଦର୍ଶକ ମାନଙ୍କର ମନ ଲୁଟୁଥିବା ଆରତୀ ଛାବଡ଼ିୟା ବିବାହ କରିସାରିଛନ୍ତି । ସିଏ ଜୁନ 25 କୁ ନିଜର ପ୍ରେମିକ ବିରାସଦ ସାଙ୍ଗରେ ବିବାହ କରିଦେଇଥିଲେ ବିରାସଦ ଅଷ୍ଟ୍ରେଲିଆ ଟେକ୍ସ କଂସେଲଟର ଜବ କରନ୍ତି, ଆରତୀ ପୁରା ଚୁପଚାପ ରେ ବିବାହ କରି ଇଣ୍ଡଷ୍ଟ୍ରି ରେ କଉବି ଲୋକଙ୍କୁ ଡାକି ନଥିଲେ, ତାଙ୍କ ବିବାହର ଖୁଲାସା ତେବେ ହେଲା ଯେବେ ସେ ହନିମୁନ ପାଇଁ ମାଲ୍ଲଦିପ୍ ଯାଇଥିଲେ ଓ ସେଠୀକାର ଫୋଟୋ ଇନଷ୍ଟାଗ୍ରାମ ରେ ସେୟାର କରିଥିଲେ । ତାହାପରେ ଜଣା ପଡ଼ିଲା କି ତାଙ୍କର ବିବାହ ହୋଇସାରିଛି ।

Image Courtesy: Google

3 . ନୁଶ୍ରତ ଜାହଁ

ନୁଶ୍ରତ ଜାହଁ ସାଉଥ ଇଣ୍ଡଷ୍ଟ୍ରିର ଜଣା ଶୁଣା ପଶ୍ଚିମ ବଙ୍ଗଳାର ବାସିରଘାଟର ସାଂସଦ ବି ଅଟନ୍ତି । ସିଏ ନିଖିଳ ଜାହଁଙ୍କୁ 19 ଜୁନରେ ବିବାହ କରିଦେଇଥିଲେ, ଏହି ବିବାହ ସେ ତୁର୍କୀରେ ହିନ୍ଦୁ ରୀତି ରିବାଜରେ ସାତଫେରା ନେଇ ସମ୍ପୂର୍ଣ୍ଣ କରିଥିଲେ । ନିଖିଳ ଜେନ କୋଲକାତାର ନାମୀ ଦାମି ବଡ଼ ବିଜନେସମ୍ୟାନ ଲିଷ୍ଟ ଭିତରେ ଆସନ୍ତି ।

Leave a Reply

Your email address will not be published. Required fields are marked *