ବିବାହର ପ୍ରଥମ ରାତିରେ କନ୍ୟା ବର ସହ କଲା ଏମିତି କାମ ଜାଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ

ବିବାହ ସମସ୍ତଙ୍କ ପାଇଁ ବହୁତ ବଡ ଦିନ ଅଟେ । ପୁଅ ଓ ଝିଅ ଜୀବନର ବହୁତ ମହତ୍ଵପୂର୍ଣ ଦିନ ବିବାହର ଦିନ ଅଟେ ଏହି ଦିନ ପରେ ଝିଅକୁ ନୂଆ ଘର ଓ ସମ୍ପର୍କ ମିଳିଥାଏ ଓ ତାହା ସହ ଗୋଟେ ଜୀବନସାଥି ମଧ୍ୟ ମିଳି ଥାଏ ଯିଏ ତାଙ୍କ ଜୀବନର ସବୁ ପରିସ୍ଥିତି ରେ ତାଙ୍କ ସହ ଥାଏ ଏବଂ ଦୁହେଁ ଦୁହିଙ୍କ ସାହାରା ହୋଇ ଯାନ୍ତି । ଝିଅ ଜୀବନରେ ଦୁଇଟି ପରିବାର ଲେଖା ଥାଏ ଯାହା ବାହା ଆଗରୁ ବାପ ଘର ଥାଏ ଓ ବିବାହ ପରେ ସ୍ଵାମୀ ଘର ବା ଶଶୁର ଘର ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣି ଆପଣ ବିଶ୍ଵାସ କରି ପାରିବେନି ।

ବର ଶିବିଲ ଲାଇନ୍ସ ଜାଗା ରେ ଥିବା ଗୋଟେ ହୋଟେଲ ରେ କାମ କରେ, ତାଙ୍କ ବିବାହ ବରେଲୀ ର ନିବାଶି ପୂଜା ସହ ଗୋଟେ ମନ୍ଦିର ରେ ହୋଇ ଥିଲା, କନ୍ୟା ଆସିବାରୁ ଘରେ ସୁଖ ଶାନ୍ତି ଥିଲା । ଶନିବାର ଦିନ କନ୍ୟା ର ଶଶୁର ଘରେ ପ୍ରଥମ ରାତି ଥିଲା ସେହି ଦିନ ପୂଜା ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଲା କିନ୍ତୁ ନିଜେ ଖାଇବା ପାଇଁ ମନା କରି ଦେଲା ଓ ସ୍ଵାମୀକୁ କୋଲ୍ଡଡ୍ରିଂକ ପିଆଇ ସୋଇ ପଡିଲା । ପରିବାର ସବୁ ସଦସ୍ୟ ସୋଇ ପଡିଲେ ଓ ବର ମଧ୍ୟ କନ୍ୟା ସହ ତଳ ରୁମରେ ସୋଇ ପଡିଲା ।

ଏହା ପରେ ସମସ୍ତେ ବେହୋଶ ହୋଇ କେତେ ଦିନ ସୋଇ ରହିଲେ ତେବେ ବର କହିବା ଅନୁଯାଇ କନ୍ୟା ଘର ଲୋକେ ବରେଲୀରୁ ଆସିଥିଲେ ଓ ମନ୍ଦିର ରେ ଗାଧେଇଲା ପରେ ବିବାହ ସମ୍ପନ କରା ଯାଇଥିଲା ଓ ଏହା ପରେ କନ୍ୟା ଆମ ଘରକୁ ଆସିଲା ଓ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଲା ଯାହା ପରେ ସମସ୍ତେ ସୋଇ ରହିଲେ ଓ କନ୍ୟା ଜିନିଷ ନେଇ ଫେରାର ହୋଇ ଗଲା ।

ଏହି ସବୁ ସୂନୀ ପାଖ ପଡୋଶୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ବାର୍ତ୍ତମନ ସେହି ଝିଅ ଓ ତା ପରିବାର ଉପରେ କେସ କରାଯାଇଛି ଓ ସେମାନଙ୍କୁ ଖୋଜା ଯାଉଛି । ସେମାନେ ଏବେ ଫେରାର ଅଛନ୍ତି । ଝିଅଟି ପୁଅ ଘରେ ଥିବା ସମସ୍ତ ଗହଣା, ଟଙ୍କା ଆଦି ସବୁ ନେଇ ସେଠାରୁ ଫ୍ୱ୍ରାର ହୋଇଯାଇଛି ।

Leave a Reply

Your email address will not be published. Required fields are marked *