ଟ୍ରେନକୁ ଅପେକ୍ଷା କରିଥିବା ଝିଅକୁ ଖୁଆଇଲେ ବିସ୍କିଟ ଓ ତା ପରେ ଯାହା କଲେ ଜାଣି ହୃଦୟ ଥରିବ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଉତ୍ତରପ୍ରଦେଶର ମହାରାଜଗଂଯ ଜିଲ୍ଲାରେ ଟ୍ରେନକୁ ଅପେକ୍ଷା କରିଥିଲା ୧୭ବର୍ଷର ଯୁବତୀଙ୍କ ସହିତ ଗାଙ୍ଗରେପ ର ଘଟଣା ସାମନାକୁ ଆସିଛି । କୋଠିଭାର ଥାନା କ୍ଷେତ୍ରର ସିସବା ବାଜାର ରେଲ୍ବାଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ଯୁବତୀଙ୍କ ସହିତ ଷ୍ଟେସନ ପାଖରେ ଅଧାଗଢା ହୋଇ ଖାଲି ପଡିଥିବା ଘରେ ଏହି କଷ୍ଟଦାୟକ ଘଟଣାକୁ ଅଞ୍ଜାମ ଦିଆଯାଇଛି । ଯୁବତୀଙ୍କୁ ଏକା ଦେଖି ପ୍ରଥମେ ତାଙ୍କୁ ନିଶା ଜିନିଷ ଦିଆ ଗଲା ଏବଂ ତାପରେ ତାଙ୍କ ସହିତ ବଳାତ୍କାର କରାଗଲା ।

Image Courtesy: Google

ତିନିଜଣଙ୍କ ଭିତରୁ ଦୁଇଜଣ ଅପରାଧୀ ଗିରଫ

ସ୍ଥାନୀୟ ଥାନା କ୍ଷେତ୍ରର ଏକ ଗାଁରେ ରହୁଥିବା ପୀଡ଼ିତା ନିଜ ମାମୁଁ ଘର ପିପରାଇଚ ଯିବା ପାଇଁ ସିସବା ରେଲୱେ ଷ୍ଟେସନରେ ଟ୍ରେନର ଅପେକ୍ଷା କରିଥିଲେ । ସେହି ସମୟରେ ତାଙ୍କୁ ନିଶା ଦ୍ରବ୍ଯ ଦେଇ ଏହି ଘଟଣାକୁ ଅଞ୍ଜାମ ଦିଆଗଲା । କୋଠିଭାର ପୋଲିସରେ ପୀଡ଼ିତାଙ୍କ ବାପାଙ୍କ ଲେଖି ଥିବା କଥାରେ ସିସବା ବଜାର ରେଲୱେ ଷ୍ଟେସନରେ ଅବୈଧ ୱଏଡର କାମ କରୁଥିବା ରାମସନେହୀ ବା ସନେହୀ ନିବାସୀ ଖେସରାରି ମଙ୍ଗଲ ଛପରା ,ଅନିଲ ଖାରବାର ନିବାସୀ ବିଜାପାର ଏବଂ ଲାଲା ବା ରାହୁଲ ଶ୍ରିବାସ୍ତବ ନିବାସୀ ତୁରନଖି ଥାନା ହନୁମାନଗଂଯ କୁଶିନଗର ର ବିରୁଦ୍ଧ ନାମଜଦ ସାମୁହିକ ଦୁଷ୍କର୍ମର ଅଭିଯୋଗ ଲେଖାଯାଇଛି ।

ଘଟଣାର ଚାରିଦିନ ପରେ ପୀଡ଼ିତା ନିଜ ବାପାଙ୍କ ସହିତ ଥାନାରେ ପହଞ୍ଚିଲେ

Image Courtesy: Google

ଦୁଇଜଣ ଅପରାଧୀଙ୍କୁ ଗିରଫ କରି ନିଆଯାଇଛି । ଜଣେ ଅପରାଧୀ ଫେରାର ଅଛି । ବଳାତ୍କାର କରିସାରିବା ପରେ ଯୁବତୀଙ୍କୁ ସୁସସାନ ଜାଗାରେ ଛାଡି ଚାଲିଗଲେ । ଯୁବତୀ ରାତି ସାରା ରେଲୱେ ଷ୍ଟେସନ ପାଖରେ ବେହୋଶ ହୋଇ ପଡିରହିଲେ । ସକାଳୁ ଯେତବେଳେ ଲୋକମାନଙ୍କର ନଜର ପଡିଲା ସେତବେଳେ ସୂଚନା ପରିବାତ ଲୋକଙ୍କୁ ଦିଆଗଲା । ପିତା ଯୁବତୀଙ୍କୁ ନେଇ ଘରକୁ ଚାଲିଗଲେ ।

ପିତା ତିନିଜନଙ୍କ ବିରୁଦ୍ଧରେ ଆରପ ଲେଖାଇଛନ୍ତି । ଘଟଣାର ଚାରି ଦିନ ପରେ ଥାନାରେ ପହଞ୍ଚି ପୀଡ଼ିତା କହିଥିଲେ କି ଘଟଣାର ରାତିରେ ତିନିଜଣ ଯୁବକ ପ୍ରଥମେ ତାଙ୍କୁ ତେଲାଇ ବିସ୍କୁଟ ଖୁଆଇଲେ ଏବଂ ପୁଣି ଚା ପିଆଇଲେ । ଚା ପିଇବା ପରେ ସେ ବେହୋଶ ହେବାକୁ ଲାଗିଲେ । ପୀଡ଼ିତା କହିଛନ୍ତି କି ଯେତବେଳେ ସେ ବେହୋଶ ହୋଇଗଲା ତାପରେ ତିନିଜଣ ଯୁବକ ତାଙ୍କୁ ସୁନସାନ ଜାଗାକୁ ନେଇଗଲେ ଏବଂ ପୁରା ରାତିସାରା ଜଣେ ଜଣେ କରି ବଳାତ୍କାର କଲେ ।

Image Courtesy: Google

ତାପର ଦିନ ଯେତବେଳେ ତାଙ୍କର ହୋସ ଆସିଲା ତ ଘଟଣା ସ୍ଥଳରେ ଥିବା ଲୋକ ତାଙ୍କ ବାପାକୁ ଡାକିଲେ । ପିତା ତାଙ୍କୁ ଘରନୁ ନେଇ ଚାଲିଗଲେ । ଘରେ ପହଞ୍ଚିବା ପରେ ପୁଣି ବେହୋଶ ହୋଇଗଲେ । ଘରେ ହିଁ ତାଙ୍କର ଚିକିସା ହେଉଥିଲା । ୪ଦିନ ପରେ ସୋମବାର ଦିନ ସକାଳୁ ତାଙ୍କର ପୁଣି ହୋସ ଆସିଲା ତାପରେ ସେ ପିତାଙ୍କ ସହିତ ଥାନାକୁ ଗଲେ ଏବଂ ଘଟଣା ବିଷୟରେ ସବୁ କହିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *