ବିବାହ ପ୍ରଥମ ରାତି ରେ ସମସ୍ତେ କ୍ଷୀର ପିଅନ୍ତି କିନ୍ତୁ ବହୁତ କମ ଲୋକ ଏହାର କାରଣ ଜାଣିଛନ୍ତି- ନିଶ୍ଚୟ ଜାଣନ୍ତୁ

ଭାରତ ବର୍ଷ ଗୋଟେ ଏମିତିକା ଦେଶ ଯେଉଁଠି ପ୍ରତି କାର୍ଯ୍ୟ ପାଇଁ କିଛି ନା କିଛି ନୀତି ନିୟମ ଅଛି, ରୀତି ରିବାଜ ଅନୁଯାଇ ସବୁ କାମ କଲେ କାମ ମଙ୍ଗଳ ହୁଏ ବୋଲି ସମସ୍ତେ ବିଶ୍ଵାସ କରନ୍ତି । ବହୁତ ଏମିତି ଲୋକ ଅଛନ୍ତି ଯିଏ ରୀତି ନୀତି ମାନନ୍ତି କିନ୍ତୁ ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ କେବେ ବି  ରୀତି ନୀତି ମାନନ୍ତି ନାହିଁ । ତେବେ ସେହିଭଳି ଏକ ରୀତି ହେଉଛି ବିବାହ ପ୍ରଥମ ରାତିରେ କ୍ଷୀର ପିଇବା ।

କୁହାଯାଏ ଯେ ବିବାହ ଗୋଟେ ସ୍ଵପ୍ନ ପରି ଥାଏ, ଏହି ସ୍ଵପ୍ନ ସମସ୍ତେ ଗୋଟେ ବୟସ ହେଲା ପରେ ଦେଖି ଥାନ୍ତି ।

କିନ୍ତୁ ବିବାହରେ କେତେ ପ୍ରକାର ରୀତି ରିବାଜ ହୋଇ ଥାଏ, ଏହି ରୀତି ନୀତିକୁ ଧର୍ମ ଅନୁଯାଇ କରାଯାଇ ଥାଏ । ବିବାହ ରେ ବହୁତ ପ୍ରକାର ରୀତି କରା ଯାଇ ଥାଏ ତା ମଧ୍ୟରୁ ଚଉଠି ରାତି ରେ କ୍ଷୀର ପିଇବା ମଧ୍ୟ ଗୋଟେ ରୀତି ଅଟେ । ଏହି ରୀତି ଏତେ ପ୍ରସିଦ୍ଧ ଅଟେ ଯେ ଚଳଚିତ୍ର ରେ ମଧ୍ୟ ଅଭିନେତା ଅଭିନେତ୍ରୀ ଏହାକୁ ଦର୍ଶାଇ ଥାନ୍ତି ତେବେ ଆସନ୍ତୁ ଜାଣିବା ଏହି ରୀତି ର ଅସଲ ଅର୍ଥ ।

ଆମେ ସମସ୍ତେ ଏହା ଜାଣିଅଛୁ ଯେ ବିବାହ ପର୍ଥମ ରାତି ଚଉଠି ରାତି ହୋଇ ଥାଏ ଏହି ରାତି ବର କନ୍ୟା ଦୁହେଁ ଦୁହିଙ୍କ ସାମ୍ନାକୁ ଆସି ଥାନ୍ତି ଏବଂ ଏହି ରାତି ସେ ଶାରୀରିକ ଏବଂ ମାନସିକ ଭାବରେ ଦୁହେଁ ଦୁହିଙ୍କର ହୋଇ ଯାଆନ୍ତି । କେତେକ ଜାଗାରେ ଲୋକ କେଶର କ୍ଷୀର ଦେଇ ଥାନ୍ତି ତ କେତେକ ଜାଗାରେ ବାଦାମ କ୍ଷୀର ଦିଆ ଯାଇ ଥାଏ ବହୁତ ଜାଗାରେ ହଳଦୀ ମଧ୍ୟ କ୍ଷୀର ସହ ଗୋଳାଇ ଦିଆ ଯାଏ ଯାହା ପରେ ସେ ନିଜ ନୂଆ ଜୀବନ ଆରମ୍ଭ କରି ଥାନ୍ତି ।

ଚଉଠି ରାତିରେ କ୍ଷୀର ପିଏଇବା ପଛ ଅସଲ କାରଣ ଏହା ଯେ ହିନ୍ଦୁ ଧର୍ମ ରେ ଏହାକୁ ଗୋଟେ ଆଦର୍ଶ ବୋଲି କୁହା ଯାଏ ଏବଂ ନୂଆ ଜୀବନ ଆରମ୍ଭ କରିବା ଆଗରୁ ଏହାକୁ ପିବା ଶୁଭ ମାନନ୍ତି । ଖିର ସେବନ କଲେ ବର କନ୍ୟାକୁ ଶାରୀରିକ ସମ୍ବନ୍ଧ ବନେଇବା ପାଇଁ ଶକ୍ତି ମିଳି ଥାଏ, କାହିଁକିନା ଖିର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇ ଥାଏ ସେଥିପାଇଁ ଖିର ସବୁ ଜାଗାରେ ଉପଯୋଗ ହୋଇ ଥାଏ ପ୍ରାୟତଃ ସବୁ ଧର୍ମରେ ଏହି ରୀତି ଅଛି ।

Leave a Reply

Your email address will not be published. Required fields are marked *