ମହିଳାମାନେ ନିଜ ଦାଇତ୍ଵ ରେ ହଜି ଯାଆନ୍ତି ଯାହା ପରେ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ନଥାଏ । ଏହା ପ୍ରାୟତଃ ଘରେ ଘରେ ହୋଇଥାଏ ଏବଂ ମହିଳାଙ୍କ ଏହି ସମସ୍ୟା ସମସ୍ତେ ଜାଣି ଥିବେ ଯେ ଘର ଲୋକ ଭଲ ରହିଲେ ସେ ଠିକ ରୁହନ୍ତି କିନ୍ତୁ କାହା ଦେହ ଖରାପ ହେଲେ ସେ ସବୁ ଛାଡି ସେହି ଲୋକ ସେବା କରିବା ଆରମ୍ଭ କରି ଦିଅନ୍ତି । ଶାରୀରିକ ସ୍ଥିତି ରେ ପୁରୁଷଙ୍କ ଠାରୁ ଦୁର୍ବଳ ହେଲେ ମଧ୍ୟ ମହିଳା ପୁରୁଷଙ୍କ ଠାରୁ ଦଶ ଗୁଣ ଅଧିକା କାମ କରି ଥାନ୍ତି । ବନ୍ଧାକୋବି ଆପଣଙ୍କ ସମସ୍ତଙ୍କ ଘରେ ଆସୁଥିବ ଏହି ପରିବା କିଛି ଲୋକଙ୍କୁ ତରକାରୀ ଭାବରେ ପସନ୍ଦ ତ କିଛି ଲୋକଙ୍କୁ ଏହାର ସାଲାଡ ପାଷାଣ ହୋଇ ଥାଏ ।

ବନ୍ଧାକୋବି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ , କାହିଁକିନା ଏହା ପୋଷ୍ଟିକ ଅଟେ । ବନ୍ଧାକୋବି ଆମ ଶରୀର ରୋଗ ଦୂର କରିବାରେ ସାହାଯ୍ୟ କରି ଥାଏ, ଆସନ୍ତୁ ଜାଣିବା ବନ୍ଧାକୋବି କିଛି ବିଶେଷ ଉପାୟ ଗୁଡିକ ।
– ମୁଣ୍ଡବ୍ୟଥା :

ଆଜିକାଲି ଏହି ଚିନ୍ତା ପୂର୍ଣ ସମୟରେ ଲୋକଙ୍କ ମୁଣ୍ଡବ୍ୟଥା ଗୋଟେ ସାମାନ୍ଯ କଥା ଅଟେ । ଯଦି ଆପଣ ବନ୍ଧାକୋବି ପତ୍ର ମୁଣ୍ଡ ଉପରେ କୌଣସି କପଡା ଦ୍ଵାରା ବାନ୍ଧି ସୁଅନ୍ତି ତେବେ ଆପଣଙ୍କ ମୁଣ୍ଡବ୍ୟଥା ଦୂର ହୋଇ ଯାଇ ଥାଏ ।
– ଘା ଜାଗା ଫୁଲିବା :
ଯଦି ଆପଣଙ୍କୁ କେଉଁଠି ଆଘାତ ଲାଗିଛି ଏବଂ ସେହି ଜାଗା ଫୁଲି ଯାଇଛି ତେବେ ବନ୍ଧାକୋବି ପତ୍ର ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ଅଟେ । ଯଦି ଫୁଲା ଜାଗାରେ ଆପଣ ଫ୍ରେସ ବନ୍ଧାକୋବି ପତ୍ର ବାନ୍ଧି ନିଅନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଫୁଲା କମି ଯାଇ ଥାଏ ଏବଂ ଦରଜ ମଧ୍ୟ ବହୁତ କମ ହୋଇ ଥାଏ ।

– ଥାୟରାୟଡ ଗ୍ରନ୍ଥି :
ଥାୟରାୟଡ ଗ୍ରନ୍ଥି ବେକ ତଳେ ହୋଇ ଥାଏ ଯାହା ପାଚନ ତନ୍ତ୍ର ପାଇଁ ବହୁତ କାମ କରି ଥାଏ ଏହା ସାହାଯ୍ୟ ରେ ଖାଦ୍ଯ ପେଟକୁ ଯାଇ ଥାଏ । ଯଦି ଥାୟରାୟଡ ଗ୍ରନ୍ଥି ସଠିକ କାମ କରୁ ନାହିଁ ଏବଂ ଏହା ପାଇଁ ଆପଣଙ୍କୁ ଅସୁବିଧା ହେଉଅଛି ତେବେ ରାତିରେ ବନ୍ଧାକୋବି ପତ୍ର ବେକ ରେ ଗୁଡେଇ କୌଣସି କପଡା ଦ୍ଵାରା ଗୁଡେଇ ସୋଇ ପଡନ୍ତୁ କିଛି ଦିନ କଲା ପରେ ଏହା ଭଲ ହୋଇ ଯିବ ।
– ସ୍ତନପାନ ଦ୍ଵାରା ଦରଜ :
କେତେକ ମହିଳାଙ୍କୁ ସ୍ତନପାନ ପାଇଁ ସେହି ଜାଗା ବହୁତ ଦରଜ ହୋଇ ଥାଏ, ଏହି ଦରଜ କମେଇବା ପାଇଁ ଆପଣ ରାତିରେ ଫ୍ରେସ ବନ୍ଧାକୋବି ପତ୍ର ସେହି ଜାଗା ରେ ଲଗାଇ ସୋଇ ପଡନ୍ତୁ ଦରଜ କମି ଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।