ବେଳେ ବେଳେ ଏମିତି କିଛି ଖବର ମିଳି ଥାଏ ଯାହା କାନକୁ ସତ ଲାଗେ ନାହିଁ, କିନ୍ତୁ ସତ ହୋଇ ଥାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଖବର ଆଣିଛୁ ଯାହା ଗୋଟେ ଗାଈ ବିଷୟରେ ଅଛି, କଣ ଆପଣ କେବେ ଭାବି ପାରନ୍ତି ଯେ ମହିଳାଙ୍କ ବ୍ରା ଗାଈ ପିନ୍ଧି ପାରେ ? ଏହା ଶୁଣି ଆପଣ ଭାବୁ ଥିବେ ଏହା କେମିତି ସମ୍ଭବ ଅଟେ, କିନ୍ତୁ ଆଜି ଆମେ ଆପଣଙ୍କୁ ଗାଈ ବ୍ରା ପିନ୍ଧିୟା ବିଷୟରେ କହିବାକୁ ଯାଉଛୁ ।
ଏହି ଘଟଣା ସ୍କଟଲାଣ୍ଡ ର ଅଟେ, ସେଠାର ଗୋଟେ ଚାଷି ନିଜ ଗାଇକୁ ନିଜ ସ୍ତ୍ରୀ ବ୍ରା ପିନ୍ଧେଇ ଦେଇଛନ୍ତି ଏମିତି କଲା ପରେ ସେଠାରେ ବହୁତ ବଡ ହଙ୍ଗାମା ହୋଇଛି ।
ଆପଣ ଭାବୁଥିବେ ଆମେ ମଜା କରୁଛୁ କିନ୍ତୁ ଏହା ସତ ଅଟେ, ଚାଷି ପଡୋଶୀ ଗୋଟେ ମହିଳା ଏହି ଫଟୋ ଟ୍ଵିଟର ରେ ଦେଇଛନ୍ତି, ଯାହାକୁ ଆପଣ ମଧ୍ୟ ଦେଖି ପାରନ୍ତି ଯେ ଗାଈ କେମିତି ବ୍ରା ପିନ୍ଧିଛି । କିନ୍ତୁ ଏହା ଗୋଟେ ପ୍ରକାର ଯୋଗାଡ ଥିଲା, ଯାହା ସେହି ଚାଷିକୁ ନିଜ ଗାଈ ଭଲ ପାଇଁ କରିବାକୁ ପଡିଲା । ଏବଂ ଏହି କାମରେ ଚାଷିକୁ ସଫଳତା ମଧ୍ୟ ପ୍ରାପ୍ତ ହେଲା, ଶୁଣିବା ପାଇଁ ବହୁତ ଅଜବ ଲାଗୁଛି କିନ୍ତୁ ସତ ଅଟେ ।
ଆପଣ ସମସ୍ତେ ଜାଣି ଥିବେ ଯେ ଗାଈ ର ଚାରୋଟି ସ୍ତନ ହୋଇ ଥାଏ ଯାହା ଦ୍ଵାରା କ୍ଷୀର ବାହାର କରା ଯାଇ ଥାଏ, ଆପଣ ସମସ୍ତେ ଜାଣି ଥିବେ ଯେ ବାଛୁରି ପଛ ଦୁଇଟି ସ୍ତନ ଦ୍ଵାରା କ୍ଷୀର ପିବା ପସନ୍ଦ କରନ୍ତି ନାହିଁ, ଓ ଏହା ଦ୍ଵାରା ପଛ ଦୁଇଟି ସ୍ତନ ର କ୍ଷୀର ରହି ଗାଇକୁ ଦରଜ ହାବା ଆରମ୍ଭ ହୋଇ ଥାଏ । ଡକ୍ଟର ଅନୁଯାଇ ଗାଈ ସ୍ତନ ରେ କ୍ଷୀର ରହିଲେ ସେମିତି ଦରଜ ହୋଇ ଥାଏ ଯେମିତିକି ଗୋଟେ ମଣିଷକୁ ଏବଂ ସ୍ତନ ଫୁଲି ଯାଇ ଥାଏ ।
ଚାଷି ଗାଈ ସହ ସମାନ ସମସ୍ଯା ହେଲା ତା ଗାଈ ବାଛୁରି ମଧ୍ୟ ଆଗ ସ୍ତନରୁ କ୍ଷୀର ପିଲା ଏମିତି କିଛି ଦିନ ହେଲା ପରେ ପଛ ସ୍ତନ ରେ କ୍ଷୀର ଜମା ହୋଇ ଗଲା ଏବଂ ସ୍ତନ ଫୁଲିବା ଆରମ୍ଭ ହେଲା । ଆଗ ସ୍ତନ ବାଛୁରି ଠାରୁ କେମିତି ଲୁଚା ଜୀବ ଏହି କଥା ଭାବି ଚାଷି ଗୋଟେ ଉପାୟ ବାହାର କଲା ସେ ନିଜ ସ୍ତ୍ରୀ ବ୍ରା ଆଣି ଗାଈ ଆଗ ଦୁଇଟି ସତ୍ନ ଲୁଚେଇ ଦେଲା ଯାହା ପରେ ବାଛୁରି ପଛ ସ୍ତନ ପିଲା ଏବଂ ଗାଈ ଦରଜ କିଛି କମ ହେଲା ।