ବିବାହିତା ନାରୀ ମାନେ ଏହି 3ଟି ଜିନିଷ ବିଲକୁଲ ବି ପିନ୍ଧନ୍ତୁ ନାହିଁ, ସ୍ଵାମୀ ହୋଇଯିବେ କାଙ୍ଗାଳ…

ବନ୍ଧୁଗଣ ବାସ୍ତୁ ଶସ୍ତ୍ର ଉପରେ ଆମେ ସମସ୍ତେ ଅଧିକ ବିଶ୍ଵାସ କରିଥାଉ । ସେହି ବାସ୍ତୁ ଶାସ୍ତ୍ର ରେ ମହିଳା ମାନଙ୍କ ବିଷୟରେ ଏହା ଲେଖା ଯାଇଛି କି ଯାହା କି ସେମାନେ କେବେ ବି କରିବା ଉଚିତ ନୁହେଁ । ମହିଳା ମାନେ ଅନେକ ସମୟରେ ଏମିତି କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କ ପରିବାର ଓ ସ୍ଵାମୀ ଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ମହିଳା ମାନୀମିତି ଭୁଲ କରିଥାନ୍ତି ଯାହା ପାଇଁ ସ୍ଵାମୀ ମାନଙ୍କର ଆୟୁଷ ମଧ୍ୟ କମି ଯାଇଥାଏ । ବିବାହିତ ମହିଳା ମାନେ ଏମିତି କେଉଁ 3ଟି ଜିନିଷ ପିନ୍ଧିବା ଉଚିତ ନୁହେଁ ସେହି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ବିବାହିତା ମହିଳା ମାନେ ବାସ୍ତୁ ଶାସ୍ତ୍ର ସହ ଜଡିତ ଅନେକ କଥାମାନ ଜାଣିବା ନିହାତି ଜରୁରୀ ଅଟେ । ଅନେକ ସମୟରେ ବିବାହିତା ମହିଳା ମାନେ ଏମିତି କିଛି ପିନ୍ଧି ଦେଇଥାନ୍ତି । ଯାହା ପାଇଁ ସେମାନଙ୍କୁ ସାରା ଜୀବନ ଦୁଃଖ କଷ୍ଟ ର ସାମ୍ନା କରିବାକୁ ପଡିଥାଏ । ଏମିତି କି ସ୍ଵାମୀ ମାନଙ୍କ ଜୀବନରେ ମଧ୍ୟ ବିପଦ ଆସିଥାଏ । ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ବିସ୍ତାର ଭାବେ ।

1- ଧଳା ଶାଢୀ : ସାଧାରଣତଃ ମହିଳା ମାନେ ନାଲି ଶାଢୀ ବା ଅନ୍ୟ କୌଣସି ରଙ୍ଗର ଶାଢୀ ପିନ୍ଧିବା ଉଚିତ ହୋଇଥାଏ । କିନ୍ତୁ ଅନେକ ସମୟରେ ମହିଳା ମାନେ ଧଳା ଶାଢୀ ପିନ୍ଧି ଦେଇଥାନ୍ତି । କିନ୍ତୁ ସେମାନେ ଜାଣି ନ ଥାନ୍ତି କି ଏହାର କେଉଁ ପ୍ରଭାବ ସେମାନଙ୍କ ଜୀବନରେ ପଡିପାରେ । ବାସ୍ତୁ ଶସ୍ତ୍ର ଅନୁଯାୟୀ ବିବାହିତା ମହିଳା ମାନେ ଭୁଲରେ ବି ଧଳା ଶାଢୀ ପିନ୍ଧିବା ଉଚିତ ନୁହେଁ । ବିବାହିତା ମହିଳା ମାନେ ଭୁଲରେ ବି ଏମିତି କରନ୍ତୁ ନାହିଁ । କାରଣ ବିବାହିତା ମହିଳା ମନେ ଧଳା ଶାଢୀ ପିନ୍ଧିବା ଅଶୁଭ ବୋଲି ବିଚାର କରା ଯାଇଥାଏ । ଏମିତି କରିବା ଦ୍ଵାରା ସ୍ଵାମୀ ଙ୍କ ଆୟୁଷ କମ ହୋଇ ଯାଇଥାଏ ।

2- ସୁନାର ପାଉଁଜି : ବିବାହିତା ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି । ନାରୀ ଏମାନେ ସୁନାରେ ନିର୍ମିତ ସବୁ ଜିନିଷ ପିନ୍ଧିବାକୁ ଅଧିକ ପସନ୍ଦ କ୍ରାନ୍ତି । କିନ୍ତୁ ଅନେକ ସମୟରେ ସୁନାର ପାଉଁଜି ଓ ଝୁଣ୍ଟିଆ ପିନ୍ଧି ଥାନ୍ତି ନିଜର ଖୁସି ପାଇଁ । କିନ୍ତୁ ଏହା ସ୍ଵାମୀ ନିକ ବିପଦର କାରଣ ହୋଇଥାଏ । ବିବାହିତା ମହିଳା ମାନେ ସୁନାର ପାଉଁଜି କି ଝୁଣ୍ଟିଆ ପିନ୍ଧିଲେ କୁବେର ମହାରାଜ ରୁଷ୍ଟ ହୋଇଥାନ୍ତି ।

3- କଳା ଚୁଡି : କଳା ରଙ୍ଗ ନେଗେଟିଭ ଊର୍ଜାର ପ୍ରତୀକ ଅଟେ । କୌଣସି ଶୁଭ କାର୍ଯ୍ୟ ରେ କଳା ଚୁଡି ନାରୀ ମାନେ ପିନ୍ଧିବା ଉଚିତ ନୁହେଁ । କୌଣସି ଶୁଭ କାମରେ ଯିବା ସମୟରେ ବା ଅନ୍ୟ କୌଣସି ବି ସମୟରେ କଳା ଚୁଡି ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାମୀ ଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *