ଭଗବାନଙ୍କ ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି… Personality Test

ବନ୍ଧୁଗଣ ଆପଣ 2ଟି ମନ୍ଦର ଫୁଲ ମନ୍ଦାରରୁ କୌଣସି ଗୋଟିଏ ବାଛନ୍ତୁ । ଏହା ଆପଣଙ୍କ ଭାଗ୍ୟ ଭବିଷ୍ୟତ ଉପରେ ଆଧାରିତ ଅଟେ । ଆପଣ 1 ଓ 2 ନମ୍ବର ମଧ୍ୟରୁ କୌଣସି ଗୋଟେ ନମ୍ବର ବାଛି ନିଅନ୍ତୁ । ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହୁ ନାହିଁ। କୌଣସି ପ୍ରକାରର ସମସ୍ଯା ରହୁଛି ତେବେ ତାହାର ଉତ୍ତର ଆପଣ ପାଇ ପାରିବେ । ଗୋଟେ ମନ୍ଦାର ଫୁଲ ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଆପଣଙ୍କୁ ମାତ୍ର 5 ସେକେଣ୍ଡର ସମୟ ଦିଆଯିବ । ଆସନ୍ତୁ ଆରମ୍ଭ କରିବା ।

1- ହଳଦିଆ ରଙ୍ଗର ମନ୍ଦାର ଫୁଲ : ଯଦି ଆପଣ ହଳଦିଆ ରଙ୍ଗର ମନ୍ଦାର ଫୁଲ ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଶୁଭ ସମୟ ଆସି ଗଲାଣି । ସମସ୍ତ ବ୍ଯାକୁଳତା ଦୂର ହେବ । ଏ ସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା । ଗୃହ ଉପକରଣ ନଷ୍ଟ ହୋଇ ଯାଉଛି । କିଛି କାରଣ ନ ଥାଇ ବି ଆପଣ ଦୋଷୀ ହେଉଛନ୍ତି । ଭୁଲ ନ ଥାଇ ବି ସାଙ୍ଗ ମାନେ ଆପଣଙ୍କୁ ଭୁଲ ବୁଝୁଛନ୍ତି ।

ବର୍ତ୍ତମାନ ଆପଣ ଇଷ୍ଟ ଦେବଙ୍କର ପୂଜା କରନ୍ତୁ । ଶାନ୍ତି ବିଧାନ ପାଇଁ ଦେବା ଦେବୀଙ୍କ ପୂଜା କରନ୍ତୁ । ଦୂରେଇ ଯାଇଥିବା ବନ୍ଧୁ ଆପଣଙ୍କ ପାଖକୁ ଫେରି ଆସିବେ । ଅଫିସରେ ଯାହା ଠିକ ନ ଥିଲା ବି ଠିକ ହୋଇଯିବ । ଯାହା ଚିନ୍ତା କରିବେ ସେଥିରେ ସଫଳତା ପାଇବେ । ପ୍ରତେକ କଥାରେ ମିଛ କହିବା ଆପଣଙ୍କର ଅଭ୍ଯାସ ହୋଇ ଗଲାଣି । ଆପଣଙ୍କର ଇଷ୍ଟ ଦେବ ହନୁମାନ ଜୀ ଅଟନ୍ତି ।

2- ନାଲି ରଙ୍ଗର ମନ୍ଦାର ଫୁଲ : ଆପଣଙ୍କୁ ନାଲି ମନ୍ଦାର ଫୁଲ ଅଧିକ ପସନ୍ଦ ଆସିଥିଲେ ଆପଣଙ୍କର ପାପ ଦଶା ଦୂର ହୋଇ ଶୁଭ ଫଳ ଆସୁଛି । ବର୍ତ୍ତମାନ ଆପଣ ଯେଉଁ ବ୍ୟୟ ଭାର କରୁଛନ୍ତି ତାହା କମିଯିବ । ଆର୍ଥିକ ସମସ୍ୟରେ ଉନ୍ନତି ଆସିବ । ଆପଣଙ୍କ ମନରେ ପ୍ରବଳ ଆତଙ୍କ ଦେଖା ଯାଇଛି । ଆପଣ କୋଷ୍ଠ କାଠିନ୍ଯ ରୋଗରେ ପୀଡିତ ଅଛନ୍ତି । ଜାତକରେ ବହୁତ ଦୁଃଖ ଥିଲା ।

ଯେଉଁ ବି କାର୍ଯ୍ୟ କରୁଥିଲେ ସେଥିରେ ସଫଳ ହୋଇପାରୁ ନ ଥିଲେ । ଆପଣଙ୍କୁ ସେଥିରେ କିଛି ଲାଭ ମିଳୁ ନ ଥିଲା । ଆପଣଙ୍କର ଚିଡିଚିଡା ସ୍ଵଭାବ କାରଣରୁ ଆପଣଙ୍କ ସାଥି ଅସନ୍ତୁଷ୍ଟ ଅଛନ୍ତି । ଆପଣନ 7 ଦିନ ମଧ୍ୟରେ ଖାଦ୍ୟ ପଦାର୍ଥ ଦାନ କରନ୍ତୁ । ପ୍ରତେକ କାମକୁ ଆପଣ ଡେରି ରେ କରିଥାନ୍ତି । ଯାହା ପାଇଁ ଆପଣ ଜୀବନରେ ଦୁଃଖ ରେ ରହୁଛନ୍ତି । ଯଦି ଏପରି କରୁଛନ୍ତି ଏଥିପ୍ରତି ସତର୍କ ରୁହନ୍ତୁ । ଏହା ଆପଣଙ୍କ ପ୍ରଗତି ପଥରେ ବାଧା ଆଣିବ । ଯାହା କରିବାର ଅଛି ଏବେ ହିଁ କରନ୍ତୁ । ଆପଣଙ୍କର ଇଷ୍ଟ ଦେବତା ପ୍ରଭୁ ଜଗନ୍ନାଥ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *