ଯେବେ କେହି ସଚ୍ଚା ପ୍ରେମୀ ଆପଣଙ୍କୁ ହୃଦୟ ରୁ ମନେ ପକାଇବେ ତେବେ ଏହି 2ଟି କଥା ନିଶ୍ଚୟ ଅନୁଭବ ହେବ… Krishna Vani

ବନ୍ଧୁଗଣ ଯେବେ ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତାଙ୍କୁ ହୃଦୟ ରୁ ଚାହୁଁ ଥିବେ । ମାନେ ରଖିବେ ଜୀବନରେ କେବେ ବି ଜବରଦସ୍ତି କରି ତାଙ୍କ ହାତ ମାଗିବେ ନାହିଁ । କାରଣ ଯେବେ ଆପଣଙ୍କ ସାଥି ନିଜ ଖୁସିରେ ଆପଣଙ୍କ ଆଖକୁ ଆସିବେ ସେତେବେଳେ ଖୁସି କିଛି ଅଲଗା ଥିବ । ବନ୍ଧନ ସମ୍ପର୍କ ର ନୁହେଁ ଅନୁଭବ ର ହୋଇଥାଏ । ଯେଉଁଠି ଅନୁଭବ ଶେଷ ହୋଇଥାଏ ସେଠାରେ ସମ୍ପର୍କ ମଧ୍ୟ ଶେଷ ହୋଇଯାଏ ।

ପ୍ରେମର ଭାଷା ବହୁତ ସହଜ ହୋଇଥାଏ । ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ ଏହାର ଜ୍ଵଳନ୍ତ ଉଦାହରଣ ଅଟେ । ଦୁନିଆକୁ ପ୍ରେମର ସଠିକ ଅର୍ଥ ବୁଝାଇବା ଥିଲା ରାଧା କ୍ରୀଷ୍ଣ ଙ୍କ ପ୍ରେମ କାହାଣୀ । ଆଜି ଆମେ ଜାଣିବା ସଚ୍ଚା ପ୍ରେମୀ ଆପଣଙ୍କୁ ମନେ ପକାଉଥିଲେ କେଉଁ 2ଟି କଥା ମନେ ପଡିଥାଏ । ଯେବେ ଆମେ ଆମର ସାଥି କୁ ମାନେ ପକାଇଥାଉ ଆମ ଆଖି ଖୋଜିଥାଏ ସତ କିନ୍ତୁ ହୃଦୟ କାନ୍ଦି ଉଠିଥାଏ ।

ଯେବେ ମଣିଷ ନିଜର ପ୍ରେମ କୁ ଭୁଲିବାକୁ ଚାହିଁ ଥାଏ ତେବେ ସାରା ଦୁନିଆ ତାକୁ ସେ ସବୁ ମାନେ ପକାଇବବାକୁ ଲାଗି ପଡେ । ଯାହାକୁ ଆପଣ ସଚ୍ଚା ମନ ରୁ ଚାହିଁବେ ତାକୁ ଆଖି ଫଳକ ରୁ ଦୂରେଇ ପାରିବେ କିନ୍ତୁ ମନରୁ ନୁହେଁ । ସତ ପ୍ରେମ କରୁଥିବା ମଣିଷ ଟି ନିଜ ଅପେକ୍ଷା ନିଜ ସାଥିର କେୟାର କରିଥାନ୍ତି । ଯଦି ନିଜ ସାଥୀଙ୍କୁ ଟିକେ ବି କଷ୍ଟ ହୁଏ ତେବେ ସଚ୍ଚା ପ୍ରେମ କରୁଥିବା ମଣିଷ କୁ ଦୁଃଖ ହୋଇଥାଏ ।

ଛୋଟ ଛୋଟ କଥାରେ ସାଚ୍ଚା ପ୍ରେମୀ ଧ୍ୟାନ ରଖିଥାନ୍ତି । ବହୁତ ସମ୍ମାନ କରିବେ ଓ କେବେ ବି ଅପମାନ କରିବେ ନାହିଁ । ସଚ୍ଚା ପ୍ରେମ କେବେ ବି କୌଣସି ବନ୍ଧନରେ ବାନ୍ଧି ହୁଏ ନାହିଁ । ଆପଣଙ୍କ ସାଥି ନିଜ ଖୁସିରେ ଆପଣଙ୍କ ଖୁସି ଖୋଜିଥାଏ । ସଚ୍ଚା ପ୍ରେମୀ ସୁଖ ସମୟରେ ଯେତିକି ନ ଥାଏ ତା ଠାରୁ ଅଧିକ ଦୁଃଖ ସମୟରେ ସାଥ ଦେଇଥାଏ । ଆପଣଙ୍କ ଦୁଃଖ ହେଉ କି ପରିବାରର ଦୁଃଖ ହେଉ ସବୁବେଳେ ଛିଡା ହୋଇଥାଏ ।

ସଚ୍ଚା ପ୍ରେମୀ ନିଜର ଭବିଷ୍ୟତକୁ ନେଇ ଆପଣଙ୍କୁ ନେଇ ଚାଲିଥାଏ । କାରଣ ତାଙ୍କୁ ଜଣାଥାଏ କି ସେ ଆପଣଙ୍କ ସହ ସାରା ଜୀବନ ରହିବେ । ଯିଏ ଆପଣଙ୍କୁ ସାଥି ଆପଣଙ୍କୁ ମନେ ପକାଇବେ ତେବେ 2ଟି ଜିନିଷ ଅନୁଭବ ହେବ । ପ୍ରଥମ ଜିନିଷ ଆପଣଙ୍କୁ ତାଙ୍କ କଥା ବହୁତ ମନେ ପଡିବ । ଅନ୍ୟ ଟି ଆପଣଙ୍କ ମନରେ ତାଙ୍କ ପାଇଁ ବିଚଳିତ ମନୋଭାବ ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *