ବିବାହିତ ସ୍ତ୍ରୀ ଲୋକଙ୍କୁ ଭୁଲ ରେ ମଧ୍ୟ ଏହି ୪ ଟି କାର୍ଯ୍ୟ କରିବା କଥା ନୁହେଁ, ନଚେତ ପରବାର ହୋଇଯିବ ବର୍ବାଦ- Shukra ନୀତି

ବନ୍ଧୁଗଣ ମହାନ ଆଚାର୍ଯ୍ୟ ଶୁକ୍ରଦେବ ନିଜ ନୀତି ରେ ପୁରୁଷ ଏବଂ ସ୍ତ୍ରୀ ଙ୍କୁ ଏହି ୪ ଟି କାମ କରିବାକୁ ମନା କରିଛନ୍ତି । କାରଣ ଏହା ତାଙ୍କୁ ଅଥବା ତାଙ୍କ ପରିବାରକୁ ବରବାଦ କରି ରଖିଥାଏ । ଜାଣିକି ହେଉ ଅଥବା ଅଜାଣତ ରେ ହେଉ ମହିଳା ମାନେ ସାଧାରଣତ କିଛି ଏଭଳି କାର୍ଯ୍ୟ କରିଥାନ୍ତି ଯାହା ସମାଜରେ ତାଙ୍କୁ ବଦନାମୀ ବ୍ଯତୀତ ଅନ୍ୟ କିଛି ଦେଇ ନଥାଏ । ବନ୍ଧୁଗଣ ସ୍ତ୍ରୀ ଲୋକମାନଙ୍କୁ ଏହି କାମ କରିବା ପୂର୍ବରୁ ସାବଧାନ ରହିବା ଆବଶ୍ୟକ । ଅପର ପାର୍ସ୍ବୋରେ ପୁରୁଷ ମାନେ ମଧ୍ୟ କିଛି ଏଭଳି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣ ଅଥବା ଆପଙ୍କ ପରିବାର ଜଟିଳ ସମସ୍ଯା ରେ ପଡିଯାଉ ।

ବନ୍ଧୁଗଣ ମହାନ ଆଚାର୍ଯ୍ୟ ଶୁକ୍ଲାଚାର୍ଯ୍ୟ ଦାନବଙ୍କର ଗୁରୁ ଥିଲେ । ପରନ୍ତୁ ଶୁକ୍ଲାଚାର୍ଯ୍ୟ ଙ୍କର ନୀତି କୁ ଦେବତା ମାନେ ମଧ୍ୟ ସନ୍ନମାନ କରୁଥିଲେ । ଶୁକ୍ଲାଚାର୍ଯ୍ୟ ଙ୍କର ନୀତି ସଂସାରରେ ସର୍ବ ଶ୍ରେଷ୍ଠ ନୀତି ମାନଙ୍କ ମଧ୍ୟରୁ ଅନ୍ୟତ୍ତମ ଅଟେ । ଆସନ୍ତୁ ଜାଣିବା ଶୁକ୍ଲାଚାର୍ଯ୍ୟ ତାଙ୍କ ନୀତିବାଣୀ ରେ କେଉଁ କାର୍ଯ୍ୟଟିକୁ କରିବା ପାଇଁ ମନା କରିଛନ୍ତି ।

୧- ପୁରୁଷ ମାନେ କୌଣସି ସ୍ତ୍ରୀ ଲୋକଙ୍କର ଆଧିନରେ ରହିବା ଆଦୌ ଉଚିତ ନୁହେଁ । ଯଦି ପୁରୁଷ କୌଣସି ସ୍ତ୍ରୀ ର ମୋହ ରେ ଆସି ତାହାର ଆଧିନରେ ରୁହେ ତେବେ ସେହି ସ୍ତ୍ରୀ ଲୋକଟି ପୂରୁଷଟିକୁ ପୁରା ନଷ୍ଟ କରିପାରେ । ତାହାର ଧନ-ସମ୍ପତି ସମେତ ପରିବାର ଲୋକେ ମଧ୍ୟ ନିନ୍ଦା ଅପବାଦ ସହିଥାନ୍ତି ।

୨- ସ୍ତ୍ରୀ ଲୋକ ମାନଙ୍କ ଠାରୁ ନିସ୍ପତି ନେବା ଅର୍ଥାତ ତାଙ୍କୁ ପଚାରି ସମସ୍ତ କାର୍ଯ୍ୟ ର ପୂର୍ତ୍ତି କରିବା;- ଶୁକ୍ଲାଚାର୍ଯ୍ୟ ଙ୍କ କହିବା ଅନୁସାରେ ପୁରୁଷ ମାନଙ୍କୁ କୌଣସି ପର ସ୍ତ୍ରୀ ଙ୍କ ଠାରୁ ପଚାରି ବୁଝି ନିର୍ଣ୍ଣୟ ନେବା ଆବଶ୍ୟକ ନୁହେଁ ।

୩- ଜଣେ ପୁରୁଷ କୁ କେବେ ଖାଲି ବସିବା କଥା ନୁହେଁ । ତାଙ୍କୁ ନିରନ୍ତର କୌଣସି ନା କୌଣସି କାର୍ଯ୍ୟ କରିବାକୁ ହୋଇଥାଏ । ନିଜ ଉପଜୀବିକା ପାଇଁ ତାଙ୍କୁ ଯାହା ସମ୍ଭବ ଲାଗିବ ତାହା କରିବା ଆବଶ୍ୟକ ।

ଏବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକ ମାନଙ୍କୁ କେଉଁ ୪ଟି କାର୍ଯ୍ୟ ଆଦୌ କରିବା କଥା ନୁହେଁ ।

୧- ଶୁକ୍ଲାଚାର୍ଯ୍ୟ ଙ୍କ ଅନୁସାରେ ମହିଳା ମାନଙ୍କୁ ନିଜ ସ୍ବାମୀଙ୍କ ବ୍ଯତୀତ ଅନ୍ୟ କୌଣସି ପର ପୁରୁଷ ପାଖେ ସମାନ ଆସନରେ ବସିବା ଉଚିତ ନୁହେଁ । ଯଦି କୌଣସି ପର-ପୁରୁଷ ପାଖେ ମହିଳା ଟି ବସିଥାଏ ତେବେ, ତାହାର ଚରିତ୍ର ରେ ଦୋଷ ଆସିଥାଏ ।

୨- ବାହନରେ ବସିବା;- ଶୁକ୍ଲାଚାର୍ଯ୍ୟ ଙ୍କ ଅନୁସାରେ ମହିଳା ମାନଙ୍କୁ ପର ପୁରୁଷଙ୍କ ସହିତ କୌଣସି ବାହନରେ ବସି ଯାତ୍ରା କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମହିଳା ମାନେ ସମାଜରେ ବଦନାମ ହୋଇଥାନ୍ତି ।

୩- ପର-ପୁରୁଷ ଙ୍କୁ ଛୁଟ ଦେବା ଅର୍ଥାତ ପର-ପୁରୁଷ ଙ୍କ ସହିତ ବାର୍ତ୍ତାଳାପ କରୁଥିବା ସମୟରେ ନିଜ ମରିୟାଦା ରକ୍ଷା କରିବା ଆବଶ୍ୟକ । କୌଣସି ପର-ପୁରୁଷ ସହିତ ଅଧିକ ସମୟ ଧରି କଥା କହିବା ଦ୍ଵାରା ସେହି ସ୍ତ୍ରୀ ଅଥବା ମହିଳା ଜଣକ ପରପୁରୁଷ ସହିତ ଶାରୀରିକ ସମ୍ପର୍କ ବନାଇ ଥାଏ ଏବଂ ନିଜର ଚରିତ୍ର ହରାଇବାର ସମ୍ଭାବନା ଥାଏ ।

୪- ନିଜ ସ୍ବାମୀଙ୍କର ରହସ୍ୟ ଅନ୍ୟ କାହାକୁ କହିବା ଆଦୌ ଉଚିତ ନୁହେଁ । ଯଦି କୌଣସି ସ୍ତ୍ରୀ ଏଭଳି କରିଥାଏ ତେବେ ତାହାର ସ୍ଵାମୀ ବହୁତ ବଡ ଅସୁବିଧାର ଫସିଥାଏ । ବନ୍ଧୁଗଣ ଏହାଥିଲା ଉଭୟ ପୁରୁଷ ଏବଂ ସ୍ତ୍ରୀ ମାନଙ୍କ ସମ୍ବନ୍ଧରେ ଏକ ଛୋଟ ବିବରଣୀ, ଆପଣଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *