ବିଛ ରାସ୍ତାରେ ହାଇଡ୍ରାମା! ନିଜ ବାହାଘର ଛାଡ଼ି ଦୌଡିଲା ବର, ଗୋଡ଼େଇ ଗୋଡ଼େଇ ଧରିଲା କନିଆଁ, ଆଉ ତା ପରେ… ଦେଖନ୍ତୁ ଭାଇରାଲ୍ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ହେଉଛି ଭାଇରାଲ ମିଡିଆ ର ଗନ୍ତା ଘର । ବିବାହ ଜନିତ ଅନେକ ଭିଡିଓ ଓ ଫୋଟୋ ପ୍ରତି ଦିନ ହୋଇଥାଏ ଭାଇରାଲ । ଯେଉଁଥିରେ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ତ ଆଉ କେଉଁ ଠାରେ ଡେଷ୍ଟିନେସନ ୱେଡିଙ୍ଗ ଦେଖିବାକୁ ମିଳିଥାଏ । ଏମିତି ଏକ ୟୁନିକ ଭିଡିଓ ଯାହା ବର କନ୍ୟା ଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ଯେଉଁଥିରେ ବର ଓ କନ୍ୟା ଏପରି କିଛି କରିଛନ୍ତି ଯାହା ଏକ ହାଇ ଭୋଲଟେଜ ଡ୍ରାମା ରେ ପରିଣତ ହୋଇଥିଲା ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କନ୍ୟା ରାସ୍ତା ରେ ଦୌଡି ଦୌଡି ଚିତ୍କାର କରୁଛନ୍ତି ଆଉ ବର ଦୋଡୁଛନ୍ତି ଆଗରେ ତାଙ୍କ ପଛେ ପଛେ ଦୌଡିଛି କନ୍ୟା । ଏହି ଘଟଣା ପୁଣି ଘଟିଛି କୋର୍ଟ ସମୁଖରେ । ରାସ୍ତା ରେ ଏହି ହାଇ ଡ୍ରାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଘଟଣା ଟି ଘଟିଛି ବିହାରର ନବାଦା ଜିଲା ଅନ୍ତର୍ଗତ ମୋହଳି ଗାଁ ର ବାସିନ୍ଦା ରାମା ଅବତାର ଚୌହାନଙ୍କ ଝିଅ ଗୁଡି କୁମାରୀ ପ୍ରେମ କରୁଥିଲେ ମେହେକ ଗାଁ ର ଚାନ୍ଦ ଚୌହାନ ଙ୍କ ପୁଅ ସନ୍ଦିପ କୁମାର ଙ୍କୁ । ଦୁହେଁ ଫୋନ ଦ୍ଵାରା ପରସ୍ପର ସହ ପରିଚିତ ହୋଇଥିଲେ ।

ସନ୍ଦିପ ଝିଅ ଗୁଡି ଙ୍କୁ ଭେଟିବା ପରେ ଗାଁ କୁ ଯାଇଥିଲେ । ଆଉ ସେହି ସମୟରେ କିଛି ଗ୍ରାମ ବାସି ଆଉ ପରିବାର ଲୋକେ ସେଠାରେ ପିଲା କୁ ଦେଖିଥିଲେ । ଏହା ପରେ ଦୁହିଙ୍କର ବିବାହ ସ୍ଥିର ହୋଇଥିଲା । ପ୍ରଥମେ କିନ୍ତୁ ସନ୍ଦିପ ଗୁଡି ଙ୍କୁ ବାହା ହେବାକୁ ପ୍ରସ୍ତୁତ ନ ଥିଲେ କିନ୍ତୁ ପରେ ରାଜି ହୋଇ ଯାଇଥିଲେ । ଏଥିପାଇଁ ଦୁହେଁ ନବାଦା ର ସିଭିଲ କୋର୍ଟ ରେ ବିବାହ କରିବାକୁ ସ୍ଥିର କରିଥିଲେ । ଯେତେବେଳେ ଓକିଲ ସନ୍ଦିପ ଙ୍କୁ କାଗଜ ପତ୍ର ରେ ସାଇନ କରିବାକୁ କହିଥିଲେ ସେହି ସମୟରେ ପେନ ଫୋପାଡି ସନ୍ଦିପ ଦୌଡିବାକୁ ଲାଗିଥିଲେ ।

ଭିଡିଓ ରେ ଦେଖିବାକୁ ମିଳଚି ଝିଅଟି ବି ପୁଅ ପଛରେ ଦୌଡିବାକୁ ଲାଗିଛି । ଝିଅକୁ ଦେଖି ପୁଅ ଆହୁରି ଜୋରଏଡ଼େ ଦୌଡିବାରେ ଲାଗିଛି । କାରଣ ଝିଅ କହିଲା ବାହା ହେବି ତ ସନ୍ଦିପଙ୍କୁ । ଏମିତି ଜିଦିରେ ଗୁଡି ସନ୍ଦିପ ପଛରେ ଦୌଡିବାରେ ଲାଗିଛନ୍ତି । ଆରେ ଝିଅଟି ସନ୍ଦିପଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଏହି ସମୟରେ ରାସ୍ତାରେ ଜଣ ସମାଗମ ହୋଇଥିଲା । ସମ୍ପର୍କୀୟଙ୍କ କହିବା ଅନୁଯାୟୀ ୩ ମାସ ପୂର୍ବରୁ ଦୁହିଙ୍କର ବିବାହ ସ୍ଥିର ହୋଇଥିଲା । ଯୌତୁକ ବାବଦରେ ସନ୍ଦିପକୁ ପଲସର ବାଇକ, ୫୦ ହଜାର ଟଙ୍କା ଦିଆଯାଇଥିଲା ।

କିନ୍ତୁ ପରେ ସନ୍ଦିପ ଲମ୍ପଟ ମାରିଥିଲା । କିନ୍ତୁ ଲୋକରେ ଉଭୟଙ୍କୁ ଧରି ଥାନାକୁ ନେଇଥିଲେ । ଏହା ପରେ ଡୁହନେ ମନ୍ଦିରରେ ବିବାହ କରିଥିଲେ । ଏହି ଭିଡିଓକୁ ଅନେକ ଲାଇକ ଓ କମେଣ୍ଟ ମିଳିଛି । ବନ୍ଧୁଗଣ ଆପଣଙ୍କର ଏହି ନିଆରା ବାହାଘର କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *